Latest Odisha News

BREAKING NEWS

Browsing Category

ଫିଚର

ଋଷିକୂଲ୍ୟା ମାଛ ମଡ଼କ: ନଦୀ କୂଳରେ ମରି ପଡିଛନ୍ତି ହଜାର ହଜାର ସଂଖ୍ୟାର ମାଛ

ଗଞ୍ଜାମ: ଗଞ୍ଜାମ ଋଷିକୂଲ୍ୟା ନଦୀରେ ମାଛ ମଡ଼କ। ନଦୀ କୂଳରେ ହଜାର ହଜାର ସଂଖ୍ୟାରେ ମାଛ ମରିପଡ଼ିଛନ୍ତି। ହଠାତ୍ ନଦୀ କୂଳରେ ମାଛମଡ଼କ ଦେଖି ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। ଜୀବନ ଜୀବିକାକୁ ନେଇ ମତ୍ସ୍ୟଜୀବୀମାନେ ଚିନ୍ତା ପ୍ରକଟ କରିଥିବା ବେଳେ ହଠାତ୍ କେମିତି…

ନିର୍ବାଚନୀ ଭାଷଣବେଳେ ‘ସ୍ମୋକ ବୋମା’ ବିସ୍ଫୋରଣ; ଅଳ୍ପକେ ବର୍ତ୍ତିଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ନିର୍ବାଚନୀ ଭାଷଣ ବେଳେ ଭୟଙ୍କର ବିସ୍ଫୋରଣ । ଅଳ୍ପକେ ବର୍ତ୍ତିଗଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା  । ତାଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି । ୱାକାୟାମା ସ୍ଥିତ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ବାସଭବନରେ…

ଦେଶରେ କରୋନା ସକ୍ରିୟ ସଂଖ୍ୟା ୫୩,୭୨୦କୁ ବୃଦ୍ଧି; କାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ: ଆଜି ବି(ଏପ୍ରିଲ ୧୫) ଦେଶରେ ୧୦ ହଜାରରୁ ଅଧିକ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୧୦, ୭୫୩  କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ସଂକ୍ରମଣ ପରେ ଦେଶରେ ମୋଟ…

ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ମା କୁଆଁସ ମଙ୍ଗଳାଙ୍କ ପୀଠ

ଯାଜପୁର : ପବିତ୍ର ପଣା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ଅନ୍ୟତମ ଶକ୍ତିପୀଠ କୁଆଁଶ ମଙ୍ଗଳାଙ୍କ ମହୋତ୍ସବ। ଏଥିପାଇଁ ପୁରା ଅଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଛି। ଭକ୍ତଙ୍କ ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଅଂଚଳ ଆଉ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ ।…

ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ କଂଗ୍ରେସର ତରୁଣ ପାଣ୍ଡେ; ବିଜେପି ଓ ବିଜେଡି କେବେ ଭରିବେ…

ଝାରସୁଗୁଡ଼ା: ମେ ୩୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏଥିପାଇଁ ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି(ଏପ୍ରିଲ ୧୫) କଂଗ୍ରେସ ପ୍ରାର୍ଥି ତରୁଣ ପାଣ୍ଡେ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ତରୁଣଙ୍କ…

ରାସ୍ତା ତଳକୁ ଖସିଲା ବସ୍‌ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କାମାକ୍ଷାନଗର: ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍‌ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଛି । ସୌଭାଗ୍ୟବଶତଃ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା…

୧୬ ତାରିଖରୁ ତାତିରେ ଲାଗିବ ବ୍ରେକ୍‌, ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ସକାଳୁ ସକାଳୁ ଭାଜି ହେଲାଣି ଓଡ଼ିଶା । ଆଜି ବି ତାତିରୁ ମିଳିବନି ତ୍ରାହି । କାଲିଠୁ ମିଳିପାରେ ଆଶ୍ୱସ୍ତି । ୧୬ ତାରିଖରୁ ତାତିରେ ଲାଗିବ ବ୍ରେକ୍‌ । କମିବ ଗ୍ରୀଷ୍ମ ପ୍ରକୋପ ।  ଗତ ୨୪ ଘଣ୍ଟାରେ ଉତ୍ତପ୍ତ ସହର ଭାବେ ରେକର୍ଡ ଭାଙ୍ଗିଛି ବାରିପଦା । ଆଜି ହିଟ୍‌ ଓ୍ୱେଭ୍‌ ନେଇ…

ବାଇଗଣରେ ପୋକ ରହିଛି ବୋଲି କିପରି ଜାଣିବେ ?

ସମସ୍ତ ପନିପରିବା ମଧ୍ୟରେ ବାଇଗଣ ଅନ୍ୟତମ । ହେଲେ ବାଇଗଣ ନାଁ ଶୁଣିଲେ କିଛି ଲୋକଙ୍କର ମୁହଁର ରଙ୍ଗ ବଦଳିଯାଏ । କାରଣ କିଛି ଲୋକ ବାଇଗଣ ଖାଇବାକୁ ପସନ୍ଦ କରିନଥାନ୍ତି । ବାଇଗଣକୁ ଅଧିକାଂଶ ଲୋକେ ଭର୍ତ୍ତା କରି ଖାଇବାକୁ ଭଲପାଆନ୍ତି । କେବେ ଆପଣ ଭାବିଛନ୍ତି ବାଇଗଣ କାଟିବା ସମୟରେ କିମ୍ବା…

ସମ୍ବଲପୁରରେ ଶୋଭାଯାତ୍ରା ସାରି ଫେରିବା ବେଳେ ଯୁବକଙ୍କୁ ହତ୍ୟା ଅଭିଯୋଗ

ସମ୍ବଲପୁର: ସହର ଭିତରେ ବ୍ୟାପକ ପୋଲିସ ମୁତୟନ ଥାଇ ଜଣେ ଯୁବକ ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସଂଧ୍ଯାରେ ସହର ହିତରେ ଚାଲିଥିବା ହନୁମାନ ଜୟନ୍ତୀ ଦେଖି ଫେରିବା ବାଟରେ ଚନ୍ଦ୍ରମଣି ମିର୍ଦ୍ଦା ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଘର ବଡସିଂହାରୀ ଗାଁର ବୋଲି…

ଶ୍ରମମନ୍ତ୍ରୀଙ୍କ ବିରୋଧରେ ଥାନାରେ ଦ୍ବାରସ୍ଥ ହେଲେ ଦଳୀୟ ମହିଳା ନେତ୍ରୀ, ପୋଲିସ ସ୍ପଷ୍ଟ କରୁନି ଏତଲା ବାବଦରେ

ଭୁବନେଶ୍ୱର: ଶ୍ରମ ମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦଳର ଜଣେ ମହିଳା ନେତ୍ରୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ରାଜଧାନୀର ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି। ଗୁରୁବାର ମହିଳା ଜଣଙ୍କ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ମନ୍ତ୍ରୀଙ୍କ…