Latest Odisha News

BREAKING NEWS

Browsing Category

ଫିଚର

ଘରେ ପଶି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ବିଜେପି ନେତା ସୁରେନ୍ଦ୍ର ମତିଆଲାଙ୍କୁ ଗୁଳି କରି ହତ୍ୟା । ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ସେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଘରେ ବସିଥିବାବେଳେ ଏହି ଅଘଟଣ ଘଟିଥିବା ପୋଲିସ କହିଛି । ପୋଲିସର କହିବା ଅନୁଯାୟୀ,…

ଏଣିକି ସିଏପିଏଫ କନଷ୍ଟେବଲ୍ ପରୀକ୍ଷା ପାଇଁ ଓଡ଼ିଆରେ ଆସିବ ପ୍ରଶ୍ନପତ୍ର

ନୂଆଦିଲ୍ଲୀ:CAPF(Central Armed Police Forces)ରେ କନଷ୍ଟେବଲ ପରୀକ୍ଷା ଦେବାକୁ ଚାହୁଁଥିବା ଆଶାୟୀ ଯୁବକଙ୍କ ପାଇଁ ଖୁସି ଖବର । ଏଣିକି ସେମାନେ ନିଜ ମାତୃଭାଷାରେ ପରୀକ୍ଷା ଦେଇ ପାରିବେ । ଓଡ଼ିଶାର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏଣିକି ପ୍ରଶ୍ନପତ୍ର ଓଡ଼ିଆରେ ଆସିବ । ଏମିତି ନିଷ୍ପତ୍ତି…

ସମ୍ବଲପୁର ହିଂସାରେ ସମ୍ପୃକ୍ତ ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ : ପୋଲିସ ଡିଜି

ସମ୍ବଲପୁର : ହନୁମାନ ଜୟନ୍ତୀକୁ ନେଇ ସମ୍ବଲପୁର ସହରରେ ଦେଖା ଦେଇଥିବା ଉତ୍ତେଜନା ଏବେବି ସମ୍ପୂର୍ଣ୍ଣ ଭାବେ ଥମି ନାହିଁ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଆଉ ୨ ଦିନ ପାଇଁ ଅର୍ଥାତ ୧୭ ତାରିଖ ସକାଳ ୧୦ଟା ଯାଏ ଏହି ସେବା ବନ୍ଦ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ଗୃହ…

ରୁଷ-ୟୁକ୍ରେନ ଯୁଦ୍ଧ: କାହାକୁ ଅସ୍ତ୍ର ଦେବନି ଚୀନ

ବେଜିଂ: ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାରେ ନାମ ଧରୁନି । ୟୁକ୍ରେନକୁ ୟୁରୋପୀୟ ଦେଶ ବିଶେଷ କରି ଆମେରିକା ସହଯୋଗ କରୁଥିବା ବେଳେ ରୁଷ ସପକ୍ଷରେ ଚୀନ ବାହାରିବା ନେଇ ଆଲୋଚନା ଜୋର ଧରିଥିଲା । ଏପରିକି ରୁଷକୁ ଚୀନ ଅସ୍ତ୍ର ଶସ୍ତ୍ର ଯୋଗାଇବ ବୋଲି ଖବର ପ୍ରକାଶ ପାଇଥିଲା । ଶନିବାର ଚୀନର ବୈଦେଶିକ…

ଘରେ କେହି ନଥିବାବେଳେ ଜଳିଗଲା ୫ ବଖରା; ଅଧାପୋଡ଼ା ଟଙ୍କା ଧରି କାନ୍ଦୁଛନ୍ତି ବିପନ୍ନ

ଢେଙ୍କାନାଳ: ନିଆଁର କରାଳ ଗ୍ରାସରେ ସବୁ ଜଳିଗଲା । ପିନ୍ଧା ପୋଷାକ ବ୍ୟତୀତ ସବୁ ଜଳିପୋଡ଼ ପାଉଁଶ ହୋଇଗଲା । କେମିତି ଜଳିଲା କେହି ଜାଣି ପାରିଲେନି । ଟଙ୍କା, ସାର୍ଟିଫକେଟ ଉଦ୍ଧାର କରିବାକୁ ବି ସମୟ ପାଇଲେନି । ଅଧାପୋଡି ଯାଇଥିବା ଟଙ୍କାକୁ ଦେଖି  ମୁଣ୍ଡପିଟି କାନ୍ଦୁଛନ୍ତି ପରିବାର…

ଖାଇକୁ ଖସିଲା ବସ୍‌, ୧୩ ମୃତ ଓ ୨୫ରୁ ଅଧିକ ଆହତ

ରାୟଗଡ଼: ବଡ଼ ଧରଣର ବସ୍‌ ଦୁର୍ଘଟଣା। ଖାଇକୁ ଖସିଲା ବସ୍‌। ଘଟଣାରେ ଚାଲିଗଲା ୧୩  ଜୀବନ। ୨୫ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ର ରାଜୟଗଡ଼ ଜିଲ୍ଲାରେ ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ଶନିବାର ଭୋର ୪.୩୦ ସମୟରେ ପୁଣେ-ରାୟଗଡ଼ ବର୍ଡରରେ ଏହି ଦୁର୍ଘଟଣା…

ବିଶ୍ୱକପ ପୂର୍ବରୁ ଫିଟ ହୋଇଯିବେ ବୁମରାହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବିସିସିଆଇର ତାଜା ଅପଡେଟ ଅନୁସାରେ ଷ୍ଟାର ପେସର ଯଶପ୍ରୀତ ବୁମରାହ ଯେତେଦୂର ସମ୍ଭବ ଦିନିକିଆ ବିଶ୍ୱକପ ପୂର୍ବରୁ ଫିଟ ହୋଇ ଯାଇଥିବେ । ପିଠି ସମସ୍ୟା ଯୋଗୁ ବୁମରାହ ୨୦୨୨ରୁ ପ୍ରାୟତଃ କ୍ରିକେଟଠାରୁ ଦୂରେଇ ରହିଛନ୍ତି । ଏସିଆ କପ,…

କଣ୍ଟ ପୂରିବା ପୂର୍ବରୁ ସରକାରୀ ବଙ୍ଗଳା ଛାଡିଲେ ରାହୁଲ ଗାନ୍ଧୀ; ଟ୍ରକ୍‌ରେ ଜିନିଷପତ୍ର ଲଦି ଚାଲିଲେ ୧୦ ଜନପଥ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ସରକାରୀ ବାସଭବନ ଛାଡ଼ିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗତକାଲି (ଏପ୍ରିଲ ୧୪) ଦିଲ୍ଲୀର ୧୨ ତୁଗଲକ୍ ଲେନ୍‌ରେ ଥିବା ତାଙ୍କର ସରକାରୀ ବାସଭବନକୁ ଖାଲି କରିଦେଇଛନ୍ତି ରାହୁଲ। ଏକ ଟ୍ରକ୍‌ ଯୋଗେ ସବୁ ଜିନିଷପତ୍ର ବୋହି ନେଇ ୧୦ ଜନପଥକୁ ଚାଲିଯାଇଛନ୍ତି…

ହରିଆଣା ଭିୱାନୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ: ଦୁଇ ମାସ ହେଲା ଫେରାର୍ ଥିଲେ

ନୂଆଦିଲ୍ଲୀ: ହରିଆଣା ଭିୱାନୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋନୁ ରାଣା ଓ ଗୋଗୀକୁ ଗିରଫ କଲା ପୁଲିସ। ଅଭିଯୋଗ ଅନୁସାରେ ଗତ ଫେବ୍ରୁଆରୀ ମାସରେ ଏହି ଦୁଇ ଅଭିଯୁକ୍ତ ରାଜସ୍ଥାନ ଭରତପୁର ଜିଲ୍ଲାର ଜୁନେଦ୍ (୩୫) ଓ ନସୀର(୨୫)ଙ୍କୁ ଗୋତସ୍କରି ସନ୍ଦେହରେ ଅପହରଣ କରି ଜାଳି ମାରି ଦେଇଥିଲେ।…

ପୋଲିସ ଛାଉଣିରେ ସମ୍ବଲପୁର ସହର: ୧୭ ତାରିଖ ଯାଏ ଇଣ୍ଟରନେଟ ବନ୍ଦ

ସମ୍ବଲପୁର: ହନୁମାନ ଜୟନ୍ତୀକୁ ନେଇ ସମ୍ବଲପୁରରେ ଦେଖା ଦେଇଥିବା ଉତ୍ତେଜନା ଉଗ୍ର ରୂପ ନେଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଆଉ ୨ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ୧୭ ତାରିଖ ସକାଳ ୧୦ଟା ଯାଏ ଏହି ସେବା ବନ୍ଦ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି…