Latest Odisha News

BREAKING NEWS

Browsing Category

ଫିଚର

ପୁଣି ଫେରୁଛି କରୋନା! ୯୭ ଦିନ ପରେ ସାମ୍ନାକୁ ଆସିଲା ୩୦୦ରୁ ଅଧିକ ନୂଆ ମାମଲା, ୩ ଜଣଙ୍କର ଗଲା ଜୀବନ

ନୂଆଦିଲ୍ଲୀ: ପୁଣି ଫେରୁଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ୩୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ୯୭ ଦିନ ପରେ ୩୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଏହି ନୂଆ ମାମଲାକୁ ମିଶାଇଲେ ଦେଶରେ…

ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ; ବିଜୁ ଏକ୍ସପ୍ରେସ୍‌ ୱେକୁ ଲୋକାର୍ପଣ କରିବେ ନବୀନ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତକ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ନବୀନ ବରଗଡ଼ ସୋହେଲା ବ୍ଲକ…

ବ୍ୟୁଟିପାର୍ଲରରୁ ଫେରିଲେ କନ୍ୟା, ବାହା ହେବାକୁ ମନା କଲେ ବର

ବେଙ୍ଗାଲୁରୁ: ବ୍ୟୁଟିପାର୍ଲର ଯିବା ହେଲା ମହଙ୍ଗା । ବିବାହ ଦିନ ବ୍ୟୁଟିପାର୍ଲର ଯାଇଥିବା ଜଣେ କନ୍ୟାଙ୍କର ଏଭଳି ଅବସ୍ଥା ହୋଇଛି ଯେ ବିବାହ ପାଇଁ ବର ମନା କରିଦେଇଛି । ଏତିକିରେ କଥା ସରିନାହିଁ, ବରଂ ଚିକିତ୍ସା ପାଇଁ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କର୍ଣ୍ଣାଟକର ହସନ…

୮ ଦିନ ହେଲା ଉପାସରେ ମହାଦେବ; କପିଳେଶ୍ୱର ମନ୍ଦିରରେ ଝୁଲୁଛି ତାଲା

ଭୁବନେଶ୍ୱର; ତୁଟୁନି ସେବାୟତଙ୍କ ବିବାଦ ଖୋଲୁନି ମନ୍ଦିରରୁ ତାଲା। ଗତ ୮ ଦିନ ହେଲା ଉପାସ ଭୋକରେ ମହାଦେବ। ଭୁବନେଶ୍ୱରର କପିଳେଶ୍ୱର୍ ମନ୍ଦିରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗତ ୮ ଦିନ ହେଲା ମନ୍ଦିରରେ ତାଲା ପଡିଛି। ସପ୍ତାହେରୁ ଅଧିକ ଦିନ ହେଲା ମନ୍ଦିରରେ ତାଲା ପଡ଼ିଥିବାରୁ ଈଶ୍ୱର…

ମାତ୍ର ୮ ହଜାର ଟଙ୍କା ଦେଇ ଘରକୁ ନେଇଯାଆନ୍ତୁ ସ୍ପ୍ଲେଣ୍ଡର ପ୍ଲସ

ନୂଆଦିଲ୍ଲୀ: ଦେଶର ବୃହତ୍ତମ ବାଇକ ନିର୍ମାଣକାରୀ ହିରୋ ମୋଟକର୍ପର ସବୁଠାରୁ ଲୋକପ୍ରିୟ ବାଇକ ଭାବରେ ସ୍ପ୍ଲେଣ୍ଡର ପ୍ଳସର ନାମ ସବୁଠାରୁ ଆଗରେ ଆସିଥାଏ । ଏହାର ଡିଜାଇନ୍, ମାଇଲେଜ୍ ଯୋଗୁଁ ଏହି ବାଇକ ଗତ କିଛି ବର୍ଷ ଧରି ବଜାରରେ ଏକ ଦୃଢ ସ୍ଥାନ ବଜାୟ ରଖିପାରିଛି । ଆଜି ଆମେ ଆପଣଙ୍କୁ ହିରୋ…

ନିର୍ଦ୍ଦେଶ ପରେ ବି ସତ୍ୟପାଠ ଦାଖଲ କଲେନି ରାଜ୍ୟ ସରକାର: ୨୫ ହଜାର ଫାଇନ କଲେ ହାଇକୋର୍ଟ

କଟକ; ଝାରସୁଗୁଡ଼ାରେ ଏକ ଗାଁ ରାସ୍ତାକୁ ଏକ ଘରୋଇ କମ୍ପାନୀ ମାଲ୍ ପରିବହନ ପାଇଁ ବ୍ୟବହାର କରୁଥିବା ଅଭିଯୋଗରେ ୨୦୨୦ରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ବାରମ୍ବାର ନିର୍ଦ୍ଦେଶ ପରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରୁ ନଥିବାରୁ ଶନିବାର ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ।…

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା;  ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସଙ୍କର ହେବ ଲାଏ ଡିଟେକସନ୍‌ ଟେଷ୍ଟ

ଭୁବନେଶ୍ୱର: ସମ୍ବଲପୁର ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ପୁଲିସ ଅଟକ ରଖିଥିବା ତାଙ୍କର ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସ ଟୁଡୁଙ୍କର ଆଜି ଲାଏ ଡିଟେକସନ୍‌ ଟେଷ୍ଟ କରାଯିବ। ଶନିବାର ଭୁବନେଶ୍ୱର ଫୋରେନ୍‌ସିକ ଲ୍ୟାବରେ ଏହି ଟେଷ୍ଟ କରାଯିବ। ଏଥିପାଇଁ ସମ୍ବଲପୁର ପୁଲିସର ଏକ…

ପାଣିପାଗ ଖବର: ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ଦିନର ବଢ଼ିବ ତାପମାତ୍ରା

ଭୁବନେଶ୍ୱର; ରାଜ୍ୟରେ ଦିନରେ ତାପାମାତ୍ରା ବଢ଼ୁଥିବା ବେଶେ ସକାଳୁ କିନ୍ତୁ ଅନେକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ କଟକ ଓ ଭୁବନେଶ୍ୱରରେ କୁହୁଡ଼ି ଦେଖିବାକୁ ମିଳିଥିଲା। ଦିନରେ ଟାଣ ଖରା ଯୋଗୁ ଶୁକ୍ରାବାର ଭୁବନେଶ୍ୱରରେ ଦିନ ୧୧ଟା ସୁଦ୍ଧା ୩୬ଡିଗ୍ରି ହୋଇଥିଲା।…

ଦିନକ ପରେ ରଙ୍ଗେଇଲୁଣ୍ଡାରୁ ଉଡିବ ବିମାନ

ଗୋପାଳପୁର:ରଙ୍ଗେଇଲୁଣ୍ଡାରୁ ଉଡିବ ବିମାନ । ସମସ୍ତ ପ୍ରସ୍ତୁତି ସରିଛି । ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା । ଇଣ୍ଡିଆ :ାନ ଏୟାର ଚଳାଇବ ୯ ସିଟ ବିଶିଷ୍ଟ ବିମାନ । ଗତକାଲି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଓ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ରଙ୍ଗେଇଲୁଣ୍ଡା…

ବିନା ହଲମାର୍କ ସୁନାଗହଣା ବିକ୍ରି ବନ୍ଦ; ଏପ୍ରିଲରୁ ଲାଗିବ କଟକଣା

ନୂଆଦିଲ୍ଲୀ:ବଜାରରେ ଏଣିକି ଆଉ ଚଳିବନି ବିନା ହଲମାର୍କବାଲା ସୁନା । ବିନା ହଲମାର୍କ ସୁନା ବିକ୍ରି ଉପରେ ଲାଗିବ କଟକଣା । ଆସନ୍ତା ଏପ୍ରିଲ ପହିଲାରୁ ଏହି କଟକଣା ଲାଗୁ ହେବ । ଯେଉଁ ଗହଣାରେ ୬ଅଙ୍କ ବିିଶିଷ୍ଟ ଏଚୟୁଆଇଡି ନମ୍ବର ନ ଥିବ ସେଗୁଡିକ ବିକ୍ରି କରାଯାଇ ପାରିବ ନାହିଁ । ହଲମାର୍କ…