Latest Odisha News

BREAKING NEWS

Browsing Category

ଫିଚର

ପାଣିପାଗ ଖବର: ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ଦିନର ବଢ଼ିବ ତାପମାତ୍ରା

ଭୁବନେଶ୍ୱର; ରାଜ୍ୟରେ ଦିନରେ ତାପାମାତ୍ରା ବଢ଼ୁଥିବା ବେଶେ ସକାଳୁ କିନ୍ତୁ ଅନେକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ କଟକ ଓ ଭୁବନେଶ୍ୱରରେ କୁହୁଡ଼ି ଦେଖିବାକୁ ମିଳିଥିଲା। ଦିନରେ ଟାଣ ଖରା ଯୋଗୁ ଶୁକ୍ରାବାର ଭୁବନେଶ୍ୱରରେ ଦିନ ୧୧ଟା ସୁଦ୍ଧା ୩୬ଡିଗ୍ରି ହୋଇଥିଲା।…

ଦିନକ ପରେ ରଙ୍ଗେଇଲୁଣ୍ଡାରୁ ଉଡିବ ବିମାନ

ଗୋପାଳପୁର:ରଙ୍ଗେଇଲୁଣ୍ଡାରୁ ଉଡିବ ବିମାନ । ସମସ୍ତ ପ୍ରସ୍ତୁତି ସରିଛି । ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା । ଇଣ୍ଡିଆ :ାନ ଏୟାର ଚଳାଇବ ୯ ସିଟ ବିଶିଷ୍ଟ ବିମାନ । ଗତକାଲି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଓ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ରଙ୍ଗେଇଲୁଣ୍ଡା…

ବିନା ହଲମାର୍କ ସୁନାଗହଣା ବିକ୍ରି ବନ୍ଦ; ଏପ୍ରିଲରୁ ଲାଗିବ କଟକଣା

ନୂଆଦିଲ୍ଲୀ:ବଜାରରେ ଏଣିକି ଆଉ ଚଳିବନି ବିନା ହଲମାର୍କବାଲା ସୁନା । ବିନା ହଲମାର୍କ ସୁନା ବିକ୍ରି ଉପରେ ଲାଗିବ କଟକଣା । ଆସନ୍ତା ଏପ୍ରିଲ ପହିଲାରୁ ଏହି କଟକଣା ଲାଗୁ ହେବ । ଯେଉଁ ଗହଣାରେ ୬ଅଙ୍କ ବିିଶିଷ୍ଟ ଏଚୟୁଆଇଡି ନମ୍ବର ନ ଥିବ ସେଗୁଡିକ ବିକ୍ରି କରାଯାଇ ପାରିବ ନାହିଁ । ହଲମାର୍କ…

ଆଇଏସଏଲରେ ଛେତ୍ରୀଙ୍କ ଗୋଲକୁ ନେଇ ବିବାଦ, ପଡିଆ ଛାଡିଲା କେରଳ ବ୍ଲାଷ୍ଟର୍ସ ଟିମ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ସୁପର ଲିଗ ଫୁଟବଲରେ ସୁନୀଲ ଛେତ୍ରୀଙ୍କ ଏକ ଗୋଲକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି କେରଳ ବ୍ଲାଷ୍ଟର୍ସ ଟିମ ପଡିଆ ଛାଡି ପଳାଇ ଯାଇଥିଲେ । ରିପୋର୍ଟ ମୁତାବକ ବାଙ୍ଗାଲୋର ଏଫସି ଓ କେରଳ ମଧ୍ୟରେ ପ୍ଲେ ଅଫର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ: ବିଜେପି

ଭୁବନେଶ୍ୱର: ବିଧାନସଭା ଘେରାଉ ବେଳେ ବିଜୁ ଯୁବ ମୋର୍ଚ୍ଚା ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାଜ୍ୟର ସବୁ ଥାନାରେ ଆଜି ବିଜେପି ଏତଲା ଦେଇଛି । ଦଳ କହିଛି, ଓଡ଼ିଶାରେ ପୋଲିସଙ୍କର ଅସହାୟ, ଅକ୍ଷମତା କାରଣରୁ ଅନେକ ମାମଲା ଥାନାରେ ରୁଜୁ ହୋଇପାରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ…

ଅତିରିକ୍ତ ଖଣି ନିର୍ଦ୍ଦେଶକଙ୍କ ଘରୁ ମିଳିଲା ନଗଦ କୋଟିଏ ଟଙ୍କା, ୬୫୦ ଗ୍ରାମ ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ ନଗଦ କୋଟିଏ ଟଙ୍କା ମିଳିଛି । ଭିଜିଲାନ୍ସ ରେଡ୍ ବେଳେ କୋଟିଏ ଟଙ୍କା ସହ ପାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ଖଣ ନିର୍ଦ୍ଦେଶକଙ୍କ ଉମେଶ…

ଇନ୍ଦୋର ପିଚକୁ ଖରାପ କହିଲା ଆଇସିସି

ଇନ୍ଦୋର: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଇନ୍ଦୋର ପିଚକୁ ଅତି ନିମ୍ନମାନର ବୋଲି ଶୁକ୍ରବାର କହିଛି । ଏଠାରେ ଅନୁଷ୍ଠିତ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ୩ ଦିନ ମଧ୍ୟରେ ଶେଷ ହୋଇ ଯାଇଥିଲା । ବିଭିନ୍ନ ମହଲରୁ ଅଭିଯୋଗ ହେବା ପରେ ଆଇସିସି ପିଚକୁ ୩ ଡିମେରିଟ ପଂଏଟ ଦେଇଛି । ପିଚ ଏତେ…

ନୋବେଲ ଶାନ୍ତି ପୁରସ୍କାର ବିଜେତା ଆଲେସଙ୍କୁ ୧୦ ବର୍ଷ ଜେଲ ଦଣ୍ଡ

ମସ୍କୋ: ପୂର୍ବତନ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ମାନବାଧିକାର କର୍ମୀ ଆଲେସ ବିୟାଲିଆତସ୍କିଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି । ବେଲାରୁଷର ଏକ କୋର୍ଟ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରିଛନ୍ତି । ବିକ୍ଷୋଭ ପାଇଁ ବେନିୟମ ଭାବେ ପାଣ୍ଠି ଯୋଗାଣ ସମେତ ଅନ୍ୟ କେତେକ…

ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡି, ବିଜେପି ମୁହାଁମୁହିଁ; ବିଜେପି କହିଲା ‘ନାଟକ କରୁଛନ୍ତି ରାଜ୍ୟ…

ଭୁବନେଶ୍ୱର: ଗ୍ୟାସ ଭଳି ପଦାର୍ଥର ଦର ଅନ୍ତର୍ଜାତୀୟ ବଜାରର ସ୍ଥିର କରିଥାଏ । ଏଥିରେ ମୋଦf ସରକାରଙ୍କ କୌଣସି ଭୂମିକା ନାହିଁ । ଏ କଥାକୁ କଣ ବିଜୁ ଜନତା ଦଳର ନେତାନେତ୍ରୀ ଜାଣନ୍ତିନି କି? ଗ୍ୟାସ ଉପରେ ସର୍ବାଧିକ ଟିକସ ରାଜ୍ୟ ସରକାର ନେଉଛନ୍ତି । ତେଣୁ ପ୍ରଥମେ ରାଜ୍ୟ ସରକାର ସିଂହଭାଗ ଟିକସ…

ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି-ବାର ଆସୋସିଏସନ ସଭାପତି ମୁହାଁମୁହିଁ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସଜେଆଇ) ଏବଂ ବାର ଆସୋସିଏସନ (ଏସସିବିଏ)  ମୁହାଁମୁହିଁ ହୋଇଛନ୍ତି । ସୁପ୍ରିମକୋର୍ଟ ପରିସରରେ ଲୟାର୍ସ ଚାମ୍ବର ପାଇଁ ଜମି ଆଲଟମେଣ୍ଟକୁ ନେଇ ବାର ଆସୋସିଏସନ ସଭାପତି ବିକାଶ ସିଂ ଏବଂ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୁଡଙ୍କ ମଧ୍ୟରେ…