Latest Odisha News

BREAKING NEWS

Browsing Category

ଫିଚର

ଭାରତ ଠାରୁ କେତେ ପଛରେ ପାକିସ୍ତାନ ? ଆମର ୧ ଟଙ୍କାର ମୂଲ୍ୟ ସେଠି ୩ ଟଙ୍କା ଠାରୁ ବି ଅଧିକ

ନୂଆଦିଲ୍ଲୀ: ନିକଟରେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ପାକିସ୍ତାନକୁ ନେଇ ଏକ ଟିପ୍ପଣୀ କରିଥିଲେ। ସେ କହିଥଲେ ଯେ ଦେଶ ବିଭାଜନ ପରେ ପାକିସ୍ତାନ ଆଜି ଖୁସିରେ ନାହିଁ। ବିଭାଜନ ଏକ ଭୁଲ୍ ଥିଲା ବୋଲି ପାକିସ୍ତାନୀ ଭାବୁଛନ୍ତି। ମୋହନ ଭାଗବତଙ୍କ ଏ କଥା ଆଜି ସତ ପରି ମନେ ହେଉଛି। କାରଣ…

ଅତାବିରା ଏନଏସି ନିର୍ବାଚନ ପାଇଁ ମତଦାନ ଜାରି, ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ବରଗଡ଼ : ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ୧୬ଟି ମତଦାନ କେନ୍ଦ୍ରରେ ସୋମବାର ସକାଳ ୮ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୧୬ଟି ମତଦାନ କେନ୍ଦ୍ର ଭିତରୁ ୭ଟି ସମ୍ବେଦନଶୀଳ ଓ ୩ଟି ଅତି ସମ୍ବେଦନଶୀଳ କେନ୍ଦ୍ର ରହିଛି। ଅତାବିରା ବାଳିକା ହାଇସ୍କୁଲର ୨ ନମ୍ବର ବୁଥ୍‌କୁ…

ସୁରଟ କୋର୍ଟ ନିଷ୍ପତ୍ତି ବିରୋଧରେ ରାହୁଲଙ୍କ ନ୍ୟାୟିକ ଲଢେଇ ଆଜିଠୁ; ସାଥ୍ ଦେଲେ ଭଉଣୀ ପ୍ରିୟଙ୍କା

ସୁରଟ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ ମାନହାନୀ ମକଦ୍ଦମାର ବିଚାର କରି ସୁରଟ କୋର୍ଟ ଦେଇଥିବା ରାୟକୁ ଆଜି ଉପର କୋର୍ଟରେ ଚାଲେଞ୍ଜ କରିବେ ରାହୁଲ । ୧୧ ଦିନ ପରେ ଏହି ନ୍ୟାୟିକ ଲଢେଇ ପାଇଁ ଆଜି ରାହୁଲ ସୁରଟରେ ପହଞ୍ଚିଛନ୍ତି । ସେ କୋର୍ଟରେ ବେଲ ପାଇଁ ମଧ୍ୟ ଆବେଦନ କରିବେ…

ଖାଲିପେଟରେ ଚା’ ପିଇବାକୁ କାହିଁକି ମନା କରନ୍ତି ଡାକ୍ତର?

ଭୁବନେଶ୍ୱର: ଅନେକ ଲୋକଙ୍କର ବେଡ଼୍ ଡି ପିଇବାର ଅଭ୍ୟାସ ରହିଛି। ଅର୍ଥାତ୍ ନିଦରୁ ଉଠିବା ମାତ୍ରରେ ଚା’ ପିଅନ୍ତି। ହେଲେ ଡାକ୍ତର କିନ୍ତୁ ଏପରି କରିବାକୁ ବାରଣ କରନ୍ତି। କାରଣ ଚିକିତ୍ସା ବିଜ୍ଞାନରେ ଖାଲିପେଟରେ ଚା’ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ସକାଳୁ ଉଠି ଖାଲି ପେଟରେ ଚା’ ପିଇଲେ…

ଟ୍ରେନ୍‌ ଚଢିବାକୁ ନେଇ ବଚସାରୁ ୩ ସହଯାତ୍ରୀଙ୍କୁ ଜାଳି ମାରିଦେଲା ଦୁର୍ବୃତ୍ତ

କୋଝିକୋଡ଼େ: ଟ୍ରେନ୍‌ ଭିତରେ ସାମାନ୍ୟ ବଚସାରୁ ଏତେବଡ଼ ଜଘନ୍ୟ ହତ୍ୟାକାଣ୍ଡ। ୩ ସହଯାତ୍ରୀଙ୍କୁ ଜାଳିଦେଲା ନୃସଂଶ ବ୍ୟକ୍ତି। ଏହି ଘଟଣାରେ ୮ ଜଣ ନିଆଁରେ ଜଳି ଆହତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। କେରଳ କୋଝିକୋଡ଼େର ଇଲାଥୁର ନିକଟରେ ଏକ ଚଳନ୍ତା ଟ୍ରେନ୍‌ରେ ଏଭଳି ଦୁର୍ଘଟଣା ଘଟିଛି।…

ଦିନେ ବ୍ରିଟେନ୍‌ରେ ସୂର୍ଯ୍ୟ ଅସ୍ତ ହେଉନଥିଲା; ଆଜି ଖଣ୍ଡ ଖଣ୍ଡ ହେବାରେ ଲାଗିଛି ବିଶାଳ ସାମ୍ରାଜ୍ୟ, ୩୦୦ ବର୍ଷର…

ନୂଆଦିଲ୍ଲୀ: ଗ୍ରେଟ୍ ବ୍ରିଟେନ୍। ଦିନେ ଏହି ଦେଶରେ ସୂର୍ଯ୍ୟ ଅସ୍ତ ହେଉନଥିଲା। ଅର୍ଥାତ ଏହାର ସାମ୍ରାଜ୍ୟ ଏତେ ବଡ଼ ଥିଲା ଯେ ପୃଥିବୀର ଅଧିକାଂଶ ଦେଶ ଏହାର ଶାସନରେ ଥିଲେ। ବ୍ରିଟେନ୍ ଶାସନାଧିନ ଥିବା ଗୋଟିଏ ଦେଶରେ ସୂର୍ଯ୍ୟ ଅସ୍ତ ହେଲେ ଅନ୍ୟ ଏକ ଦେଶରେ ଉଦୟ ହେଇଯାଉଥିଲା। ଏଥିପାଇଁ…

ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ; ବିଭିନ୍ନ ଉଦ୍ୟୋଗୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ବର : ଆଜି ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେବା ସହ କ୍ୟୁଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ…

କୋଟିଆରେ ଭଡା ଘରେ ଚାଲିଛି ଆନ୍ଧ୍ର ସ୍କୁଲ

କୋରାପୁଟ: କୋଟିଆରେ ରହୁଥିବା ଲୋକଙ୍କୁ ଆନ୍ଧ୍ର ସରକାର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଉଥିବାର ନଜିର ରହିଛି। ସରକାରଙ୍କ ଯୋଜନା ଅନୁଯାୟୀ ଯେଉଁ ଅଭିଭାବକ ତାଙ୍କ ପିଲାଙ୍କୁ ସ୍କୁଲରେ ପାଠ ପଢ଼ାଇବେ ତାଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ସହିତ ମାଗଣାରେ ବହି, ଖାତା ଓ ସ୍କୁଲ ୟୁନିଫର୍ମ…

ବେଳାଭୂମି ବୁଲିବାକୁ ଡାକି ସାଙ୍ଗର ଯୌନାଙ୍ଗ କାଟିଲା ସାଙ୍ଗ

କେନ୍ଦ୍ରାପଡ଼ା: ସମୁଦ୍ର ବେଳାଭୂମି ବୁଲିଯିବାକୁ ଡିକିନେଲା ସାଙ୍ଗ। ଦୁହେଁ ଖୁବ୍ ବୁଲିଲେ, ମଜାକଲେ। ହେଲେ ହଠାତ୍ ଭୁଜାଲି କାଢ଼ି ସାଙ୍ଗର ଯୌନାଙ୍ଗ କାଟିଦେଲା ସାଙ୍ଗ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିରେ ଅଘଟଣ l ରକ୍ତାକ୍ତ ଅବସ୍ଥାରେ ବେଳାଭୂମିରେ…

ଆଜିଠୁ ଆରମ୍ଭ ନୂତନ ଶିକ୍ଷାବର୍ଷ; ୩ ରୁ ୮ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା

ଭୁବନେଶ୍ବର : ଆଜିଠୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ୨୦୨୩-୨୪ ଶିକ୍ଷାବର୍ଷରେ ପୂର୍ଣ୍ଣାଙ୍ଗ ସିଲାବସ୍‌ରେ ପିଲାମାନଙ୍କୁ ଶିକ୍ଷାଦାନ କରାଯିବ। କରୋନା ପୁର୍ବରୁ ଯେଉଁଭଳି ପାଠପଢ଼ା ହେଉଥିଲା ପୁଣିଥରେ ସେଭଳି ଭାବେ ପାଠପଢ଼ାଯିବ । ଏବେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ…