Latest Odisha News

BREAKING NEWS

Browsing Category

ଫିଚର

ନିଆରା ବାହାଘର ଶୋଭାଯାତ୍ରା: ବଳଦ ଗାଡ଼ିରେ ବର, ଓଟ ଉପରେ ନାଚୁଥିଲେ ବରଯାତ୍ରୀ

ଜୟପୁର(ରାଜସ୍ଥାନ): ବିବାହକୁ ସ୍ୱତନ୍ତ୍ର, ସ୍ମରଣୀୟ କରିବାର ଇଚ୍ଛା ସମସ୍ତଙ୍କର ଥାଏ । କିଛି ହଟକେ ହେବ ବାହାଘର । ଏମିତି ନିଶା ଯୁବୀପୀଢିଙ୍କ ମନରେ ବେଶି । ସେଥିପାଇଁ କିଏ ହେଲିକପ୍ଟରରେ ବାହା ହେବା ପାଇଁ ଆସୁଛି ତ କିଏ ପାରାଚୁଟରେ ଉଡି ବରଣମାଳା ଦେଉଛି । କିଏ କୋଟି କୋଟି ଟଙ୍କା ଉଡଉଛି…

ଭାରତ ଠାରୁ ଅଲଗା ହୋଇ ପାକିସ୍ତାନବାସୀ ଖୁସି ନାହାନ୍ତି : ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ: ଭାରତ ଠାରୁ ଅଲଗା ହୋଇ ପାକିସ୍ତାନବାସୀ ଖୁସି ନାହାନ୍ତି ବୋଲି କହିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ଭୋପାଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ଶ୍ରୀ ଭାଗବତ। ଆଜି ପାକିସ୍ତାନ ଲୋକେ କହୁଛନ୍ତି ଯେ ଭାରତ ବିଭାଜନ ହେବା ସବୁଠାରୁ ବଡ଼ ଭୁଲ ଥିଲା। ଭୁଲ ହୋଇଛି…

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉପହାର: ୪୩ ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ସହାୟତା

ଭୁବନେଶ୍ୱର: ଚାଷୀଙ୍କୁ ଉତ୍କଳ ଦିବସ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ।  ରାଜ୍ୟର ଚାଷୀଙ୍କୁ   କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ଖରିଫ ଋତୁ ଚାଷ କାମ ପାଇଁ ଏହି ସହାୟତା ଦିଆଯାଇଛି । ରାଜ୍ୟର ସବୁ ଅଞ୍ଚଳର ଚାଷୀ ଏହି ସହାୟତା ପାଇବାକୁ ଥିବାବେଳେ…

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେବ ସ୍ବତନ୍ତ୍ର ପାଠ୍ୟକ୍ରମ, ବିଦ୍ୟାର୍ଥୀଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧିକୁ…

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖୁବଶୀଘ୍ର ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦେଇ ସ୍ବତନ୍ତ୍ର ପାଠ୍ୟକ୍ରମ ଆଣିବାକୁ ଯାଉଛି । ବିଶେଷ କରି ମାଧ୍ୟମିକ ସ୍କୁଲ ପିଲାଙ୍କ ଗଣିତ, ଇଂରାଜୀ ଓ ସାଧାରଣ ଜ୍ଞାନ ବୃଦ୍ଧି ଦିଗରେ ଏହା…

କରୋନା ସଂକ୍ରମଣରେ ଆଜି ସାମାନ୍ୟ ହ୍ରାସ; ଡାକ୍ତରଖାନାରେ ମାସ୍କ ବାଧ୍ୟତାମୁଳକ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଆଜି ଟିକେ ଆଶ୍ୱସ୍ତି ମିଳିଛି। ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ପାର୍ କରିଥିବା ବେଳେ ଆଜି ଏହି ସଂଖ୍ୟା ୩ ହଜାର ତଳକୁ ରହିଛି। କେନ୍ଦ୍ର…

ଚାଉଳ ଆଣିବାକୁ ଯାଇ ଜୀବନ ବିପଦରେ, ଦୁଇ ଦିନ ହେଲା ଫସି ରହିଛନ୍ତି ଶତାଧିକ ହିତାଧିକାରୀ

କୋରାପୁଟ : ଚାଉଳ ଆଣିଲେ ଜୀବନ ବଞ୍ଚିବ । ହେଲେ ଚାଉଳ ଆଣିବାକୁ ଗଲେ ଜୀବନ ବିପଦରେ । ଏମିତି ଦ୍ୱନ୍ଦ୍ୱର ଦୋଛକିରେ ଜୀବନ । ଏ ସମସ୍ୟା ଦୁର୍ଗମ ଇଲାକାର । ଏ ଦୁଃଖ ଅସହାୟ ମଣିଷର । ଚାଉଳ ଆଣିବାକୁ ଯାଇ ଦୁଇ ଦିନ ହେଲା ଫସି ରହିଛନ୍ତି ଶତାଧିକ ହିତାଧିକାରୀ । ଘରକୁ ଫେରିବାରେ ବର୍ଷା ସାଜିଛି…

ନିର୍ମାଣ କାମ ବେଳେ ଛାତରୁ ଖସିପଡିଲେ ନାବାଳକ: ମଳ ଦ୍ବାରରେ ପଶିଗଲା ଶାବଳ

ବାଲିଗୁଡ଼ା: ନିର୍ମାଣ କାମ କରୁଥିବା ବେଳେ ଘଟିଛି  ଅଭାବନୀୟ ଘଟଣା  ।   ଛାତରୁ ଖସିପଡିଲେ ନାବାଳକ । ବିପଦ ସେତିକିରେ ସରି ନ ଥିଲା ।  ଖସି ପଡିବା ପରେ ତଳେ ଥିବା ଏକ ଶାବଳ ତାଙ୍କ ମଳଦ୍ୱାରରେ ପଶି ଯାଇଥିଲା । ଏମିତି ଛାତିଥର ଦୃଶ୍ୟ ଦେଖିବାକୁ ମିିଳିଛି କନ୍ଧମାଳ ଜିଲ୍ଲା ସୁବର୍ଣ୍ଣଗିରି…

ଦୈତ ନଗରୀ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପ୍ରକ୍ରିୟା ଆରମ୍ଭ, କ୍ଷେତ୍ର ପରିଦର୍ଶନ କଲା ସଚିବ ସ୍ତରୀୟ…

ରାଜଧାନୀ ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ସକାଳ ୪ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବିମାନ ବନ୍ଦର ଛକରୁ ସଚିବ ସ୍ତରୀୟ କମିଟି ତାର କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଥିଲା । ସଚିବ ସ୍ତରୀୟ କମିଟିରେ ମୁଖ୍ୟ…

ଏଥର ବିଶ୍ୱକପ ଯୋଗ୍ୟତା ପାଇଁ ଶ୍ରୀଲଙ୍କା ଖେଳିବ କ୍ୱାଲିଫାଇଂ ଟୁର୍ଣ୍ଣାମେଂଟ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ଦଳକୁ ଶକ୍ତ ଧକା ଲାଗିଛି । ୨୦୨୩ ଦିନିକିଆ ବିଶ୍ୱକପରେ ସିଧାସଳଖ ପ୍ରବେଶ କରିବାରେ ଦଳ ବିଫଳ ହୋଇଛି । ୧୯୮୧ରେ ଆଇସିସି ମାନ୍ୟତା ପାଇବା ପରେ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ଏ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛି । ପୂର୍ବ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କା ୧୯୭୯…

ଜେଲ୍‌ରୁ ମୁକୁଳିବେ ନବଜୋତ ସିଂହ ସିଦ୍ଧୁ; ସ୍ୱାଗତ ପାଇଁ ଗେଟ୍ ବାହାରେ କଂଗ୍ରେସ ନେତାଙ୍କ ଭିଡ଼

ପଟିଆଲା: ଆଜି(ଏପ୍ରିଲ ୧) ଜେଲ୍‌ରୁ ମୁକୁଳିବେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ତାଙ୍କୁ ସ୍ୱାଗତ କରିବା ପାଇଁ ପଟିଆଲା ଜେଲ୍‌ର ଗେଟ୍ ବାହାରେ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଅଛନ୍ତି। ଆଉ କିଛି ସମୟ ପରେ ସିଦ୍ଧୁ ଜେଲ୍‌ରୁ ବାହାରିବେ। ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ତାଙ୍କୁ…