Latest Odisha News

BREAKING NEWS

Browsing Category

ଫିଚର

ଫଟାଫଟ କ୍ରିକେଟରେ ବିଳମ୍ବ ନେଇ ପ୍ରଶଂସକ ଅସନ୍ତୁଷ୍ଟ

ମୁମ୍ବାଇ: ଟି୨୦ ଫଟାଫଟ କ୍ରିକେଟ ପାଇଁ ଲୋକଙ୍କ ମନ ଜିଣିଛି । ଏହାର ମନୋରଞ୍ଜନର ରୂପ ହେଲା ଆଇପିଏଲ । ତେବେ ଆଇପିଏଲର ୨୦୨୩ ସଂସ୍କରଣରେ ମ୍ୟାଚ ନିର୍ଦ୍ଧାରିତ ସମୟରେ ନ ସରିବା ପ୍ରଶଂସକଙ୍କୁ ଅସନ୍ତୁଷ୍ଟ କରିଛି । ଏପରିକି ଏଥିପ୍ରତି ଆଗ୍ରହ କମୁଥିବା ଅନୁମାନ କରାଯାଉଛି । ଚେନ୍ନାଇ ସୁପର…

ଏଥର ସଫଳ ହେବ ବିରୋଧୀ ମେଳି !

ଭୁବନେଶ୍ୱର: ବିଜେପିକୁ ଶାସନରୁ ହଟାଇବା ପାଇଁ ଏକାଠି ହେଉଛନ୍ତି ବିରୋଧୀ। ଧୀରେ ଧୀରେ ଏହା ବ୍ୟାପକ ହେଉଛି। କିନ୍ତୁ ନେତୃତ୍ୱକୁ ନେଇ ସ୍ପଷ୍ଟତା ଆସୁ ନାହିଁ। କାହା ନେତୃତ୍ୱରେ ବିରୋଧି ଏକାଠି ହେବେ ତାକୁ ନେଇ ଦ୍ବନ୍ଦ୍ୱ ଏବେ ବି ରହିଛି। ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ତାଙ୍କ…

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବଦଳିଲେ ଜିଲ୍ଲାପାଳ

ଝାରସୁଗୁଡ଼ା (କେ. ରୋଷନ ପୃଷ୍ଟି): ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଝାରସୁଗୁଡ଼ା…

ରାହୁଲଙ୍କ ବିରୋଧରେ ଲଢ଼ିବେ କନ୍ନଡ଼ ଅଭିନେତା !

ଭୁବନେଶ୍ୱର: କର୍ଣ୍ଣାଟକରେ ରାହୁଲଙ୍କୁ କାଉଣ୍ଟର କରିବେ କନ୍ନଡ଼ ଅଭିନେତା କିଚା ସୁଦୀପ। ରାହୁଲଙ୍କ ଲୋକପ୍ରିୟତାକୁ ପ୍ରତିହତ କରିବା ପାଇଁ ବିଜେପି ଏଭଳି ଯୋଜନା କରୁଥିବା ଆଲୋଚନା ହେଉଛି। କର୍ଣ୍ଣାଟକ ନିର୍ବାଚନ ଏବେ ବିଜେପି ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇଥିବା କୁହାଯାଉଛି। ବିଭିନ୍ନ…

ଡିୟୁଡିଏରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି, ବିଜେପି କହିଲା ‘ଭୋଟ୍ ଭୟ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ବିଭାଗର ପିଡି ଡିୟୁଡିଏ (PD DUDA) ନିଯୁକ୍ତି ବିଜ୍ଞାପନକୁ ନେଇ ବିରୋଧୀ ବିଜେପି ସରକାରଙ୍କୁ ଘେରିଛି । ଏପ୍ରିଲ୍ ୪ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟର ସମସ୍ତ ସହରାଞ୍ଚଳରେ ହେଉଥିବା ବିକାଶମୂଳକ କାର୍ଯ୍ୟର…

ଭୋଟ ପାଇଁ ଓଡ଼ିଆ ପ୍ରୀତି !

ଭୁବନେଶ୍ୱର: ଓଡ଼ିଆ ଓ ଓଡିଶାକୁ ନେଇ ଏବେ ରାଜ୍ୟ ଓ ଜାତୀୟ ରାଜନୀତି ତୀବ୍ର ହୋଇଛି। କୋଟିଆ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ଧ୍ରକୁ ଗୋ ବ୍ୟାକ ନାରାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।ଏହାଦ୍ୱାରା ବିଜେପି ଓ ଧର୍ମେନ୍ଦ୍ରଙ୍କ ଓଡିଶା ପ୍ରୀତିର କଥାକୁ ନେଇ…

ଚାଂଚଲ୍ୟକର ଖୁଲାସା: ୧୫୬ କ୍ୟାଥୋଲିକ ପାଦ୍ରୀଙ୍କ ଯୌନ କେଳାଙ୍କାରୀ

ନୂଆଦିଲ୍ଲୀ: ଆମେରିକାର ମ୍ୟାରିଲେଣ୍ଡ ଷ୍ଟେଟର ଏକ ଚାଂଚଲ୍ୟକର ଘଟଣା ସମ୍ମୁଖକୁ ଆସିଛି । ୧୯୪୦ରୁ ଏ ପର୍ଯ୍ୟନ୍ତ ଏଠାକାର ୧୫୬ କ୍ୟାଥୋଲିକ ଚର୍ଚ୍ଚର ପାଦ୍ରୀ ୬୦୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଯୌନ ଶୋଷଣ କରିଛନ୍ତି । ପାଦ୍ରୀଙ୍କ ସହ ଅନ୍ୟ କେତେକ ଲୋକ ମଧ୍ୟ ଏହି ଯୌନ କେଳାଙ୍କାରୀରେ ସାମିଲ ଅଛନ୍ତି ।…

ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି, ଏଣିକି ଅତି କୁଶଳୀ ପାଇବେ ୪୯୫ ଟଙ୍କା

ଭୁବନେଶ୍ୱର: ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି ପାଇଛି । ଏନେଇ ଆଜି ଶ୍ରମ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ମୂଲ୍ୟ ୧୨ ଟଙ୍କା ବଢ଼ାଇଛନ୍ତି ଶ୍ରମ କମିଶନର । ସରକାରଙ୍କ…

ବିଜେପିରେ ସାମିଲ୍ ହେଲେ ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ୍ ଆଣ୍ଟୋନି ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । କେରଳର କଂଗ୍ରେସ ନେତା ଅନିଲ୍ ଆଣ୍ଟୋନି ଗତ ଜାନୁଆରୀ ମାସରେ ହାତ ଛାଡ଼ି ଦେଇଥିବା ବେଳେ ବିଜେପି ପ୍ରତିଷ୍ଠା ଦିବସରେ ପଦ୍ମ ଧରିଛନ୍ତି । ୨୦୦୨…

୩ ଘଣ୍ଟା ପାଇଁ ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ନବରଙ୍ଗପୁରକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: କାଳବୈଶାଖୀ ଓ କୁଆପଥର ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆଗାମୀ ୩ ଘଣ୍ଟା ମଧ୍ୟରେ ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘଣ୍ଟାପ୍ରତି…