Latest Odisha News

BREAKING NEWS

Browsing Category

ଫିଚର

୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଅପହରଣ ପରେ ହତ୍ୟା ଅଭିଯୋଗ

ଝାରସୁଗୁଡା:  ୫୦ ଲକ୍ଷ ଟଙ୍କା ପାଇଁ ଜଣେ ନାବାଳକକୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ସରବାହାଲ ଅଞ୍ଚଳରେ। କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ପୁଅ ଯିଏକି ଦଶମ ଶ୍ରେଣୀରେ ପାଠ ପଢୁଥିଲେ ତାଙ୍କୁ ଅପହରଣ କରି…

କାହିଁକି ଆତ୍ମହତ୍ୟା କଲେ ରମାଦେବୀ କଲେଜର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ପ୍ରଜ୍ଞା ?

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ହଷ୍ଟେଲ ଭିତରେ ବୁଧବାର ଯୁକ୍ତ ୨ ଛାତ୍ରୀ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ମୃତ ଛାତ୍ରୀ ହେଉଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ପ୍ରଜ୍ଞା ମହାନ୍ତି। ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ପାଠପଢାରୁ…

କଳିଙ୍ଗ ଷ୍ଟାଡିୟମ ପରିସରରେ ଟେନିସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି ଟେନିସ ସେଣ୍ଟର। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟେନିସ ସେଣ୍ଟରର ଉଦଘାଟନ କରିଛନ୍ତି। ଏକା ସାଙ୍ଗରେ ୧୫ ଶହ ଦର୍ଶକ ଏକାଠି ବସି ଟେନିସ ମ୍ୟାଚର ମଜା ନେଇପାରିବେ। ଆସନ୍ତା ୪ ତାରିଖରେ କଳିଙ୍ଗ…

ଆସନ୍ତୁ ଜାଣିବା କିଙ୍ଗ କୋହଲି କାହାକୁ ହୀରୋ ମାନନ୍ତି

ବାଙ୍ଗାଲୋର: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏହି ବ୍ୟାଟ୍ସମ୍ୟାନ ଏକ ସାକ୍ଷାତକାରରେ କିଏ ସେ ତାଙ୍କ କ୍ରିକେଟ ଜୀବନର ହୀରୋ ସେ ସମ୍ପର୍କରେ ଖୁଲାସା କରିଛନ୍ତି ।…

ବଣିକ୍ କୋଚିଂ ସେଣ୍ଟର ନାଁରେ ଟିକସ ଠକେଇ ଅଭିଯୋଗ, ଏଠି ବି ବିଜେଡି ଲିଙ୍କ୍ ବାରିଲେ ବିରୋଧୀ

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ନାଁରେ କୋଟି କୋଟି ଟଙ୍କାର ଟିକସ ଠକେଇ ଅଭିଯୋଗ। ଆଉ ଏହି ଅଭିଯୋଗ ଆସିଛି ଆଇଏଏସ, ଓଏଏସ ପରୀକ୍ଷା ହେଉ ବା ରେଲଓ୍ବେ ବ୍ୟାଙ୍କିଙ୍ଗ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଅନ୍ୟତମ ପସନ୍ଦର କୋଚିଂ ସେଣ୍ଟର ବଣିକ କୋଚିଂ ସେଣ୍ଟର ନାଁରେ। ରାଜଧାନୀରେ ଥିବା ଏହି…

ଜାଲ ସାର୍ଟିଫିକେଟ ରାକେଟ: ସୁଶାନ୍ତ ସିଂହଙ୍କ ସହ ଗିରଫ ଅଭିଯୁକ୍ତଙ୍କ ଫଟୋ ଦେଖାଇ ଘେରିଲା ବିରୋଧୀ

ଭୁବନେଶ୍ୱର: ଏବେ ରାଜଧାନୀରେ ତେଜିଲା ଜାଲ୍ ସାର୍ଟିଫିକେଟ ପ୍ରସଙ୍ଗ। ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ରାକେଟ ଚାଲିଥିବା ନେଇ ଅଭିଯୋଗ ଆସିଥିଲା। ଏବେ ଏହି ପ୍ରସଙ୍ଗ ବିରୋଧୀ ବିଧାନସଭା ଚାଲିଥିବା ବେଳେ ଉଠାଇ ପୁଣି ଶାସକ ଦଳକୁ ଘେରିଛନ୍ତି। ଏହି ମାମଲାରେ ଗିରଫ ହୋଇଛନ୍ତି ମନୋଜ…

ଟି୨୦ କ୍ରିକେଟରେ ସର୍ବାଧିକ ୱିକେଟ ନେଇ ବିଶ୍ୱ ରେକର୍ଡର ଅଧିକାରୀ ହେଲେ ଶକିବ

ନୂଆଦିଲ୍ଲୀ: ବାଂଲାଦେଶ ଓ ଆୟର୍ଲାଣ୍ଡ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଶକିବ ଉଲ ହାସନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ଏହି ସିରିଜରେ ଆନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ୱିକେଟ ହାସଲ କରିବାରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୩ ଓଭରରେ ୫ଟି ୱିକେଟ ହାସଲ କରଥିଲେ । ଶକିବ…

ବିପର୍ଯ୍ଯୟ ପରିଚାଳନା ପାଇଁ ଓଡ଼ିଶାକୁ ବିଶ୍ବବ୍ୟାଙ୍କ ଦେଲା ୮୨୨ କୋଟି

ଭୁବନେଶ୍ୱର: ଓଡ଼ିଶା ହାରାହାରି ୧୫ ମାସରେ ଥରେ ବିପର୍ଯ୍ୟୟର ସାମ୍ନା କରୁଛି। ଏହାଦ୍ୱାରା ଅନେକ ଧନ ଜୀବନ କ୍ଷତି ହେଉଛି। ଏହାକୁ ନଜରରେ ରଖି ବିଶ୍ବବ୍ୟାଙ୍କ ଓଡ଼ିଶାକୁ ୧୦୦ ନିୟୁଡ ଡଲାର ବା ୮୨୨ କୋଟି ଟଙ୍କା ବିପର୍ଯ୍ୟୟ ମୁକାବିଲା ପାଇଁ ଦେଇଛି। ଏହି ଟଙ୍କା ଦ୍ୱାରା ରାଜ୍ୟ ସରକାର…

ଝାରସୁଗୁଡା ଉପନିର୍ବାଚନ, ନବଙ୍କ ଜାଗା କିଏ ନେବ ?

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହ ଆରମ୍ଭ ହୋଇଛି ରାଜନୈତିକ ଅଙ୍କକଷା। ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ହେବ। ମେ ୧୩ ତାରିଖରେ ଫଳାଫଳ ବାହାରିବ। ତାରିଖ ଘୋଷଣା ପରେ ରାଜ୍ୟର ତିନି ପ୍ରମୁଖ ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ…

୧୯ ବର୍ଷରୁ କମ ମହିଳା ଜାତୀୟ କ୍ରିକେଟ ଏକାଡେମୀ କ୍ୟାମ୍ପ ପାଇଁ ମନୋନୀତ ହେଲେ ୫ ଓଡିଆ

ଭୁବନେଶ୍ୱର: ଜାତୀୟ କ୍ରିକେଟ ଏକାଡେମୀ ୧୯ ବର୍ଷରୁ କମ ମହିଳା ଖେଳାଳିଙ୍କୁ ଆସନ୍ତା ମାସରେ ହେବାକୁ ଥିବା ଶିବିର ପାଇଁ ଚୟନ କରିଛି । ଏହି ଶିବିର ଏପ୍ରିଲ ୧୭ରୁ ମେ ୧୧ ପର୍ଯ୍ୟନ୍ତ ବିଭିନ୍ନ ଭେନ୍ୟୁରେ ଆୟୋଜିତ ହେବ । ଓଡିଶା ୫ଜଣ ଉଦୀୟମାନ ଖେଳାଳିଙ୍କୁ ଏହି ଶିବିର ପାଇଁ ଚୟନ କରାଯାଇଛି ।…