Latest Odisha News

BREAKING NEWS

Browsing Category

ଫିଚର

କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା; ୪୦ରୁ ୫୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ମାର୍ଚ୍ଚ ୩୧ ଓ ଏପ୍ରିଲ ପହିଲାରେ ରାଜ୍ୟର କେତେକ ଜିଲ୍ଲାରେ ପଶ୍ଚିମା-ଝଡ଼ ସର୍ବାଧିକ ପ୍ରଭାବ ପକାଇବ। କୁଆପଥର ମାଡ଼ ସହ ବର୍ଷା ପବନ…

ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌ର ଆଜି ଶୁଭାରମ୍ଭ

ଭୁବନେଶ୍ୱର: ଆଜି ରାମ ନବମୀ। ଆଜି ଠାରୁ ଶୁଭାରମ୍ଭ ହେବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌। ସବୁଜ ପତାକା ଦେଖାଇ ଟ୍ରେନ୍‌ର ଶୁଭାରମ୍ଭ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକ ରେଳଷ୍ଟେସନରୁ ଆଜି ଏହି ଟ୍ରେନ୍‌ର…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ; ଚାଲିଗଲା ଡ୍ରାଇଭରଙ୍କ ଜୀବନ

କାମାକ୍ଷାନଗର : ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ବାଲିସାହି ନିକଟରେ ଘଟିଛି । ସୂଚନା ଅନୁଯାୟୀ, ଯାଜପୁର…

ଖାଉଟିଙ୍କୁ ଲାଗିଲା ଝଟ୍‌କା; ବଢ଼ିଲା ଓମ୍‌ଫେଡ କ୍ଷୀର ଦର

ଭୁବନେଶ୍ୱର : ପୁଣି ମହଙ୍ଗା ମାଡ଼ । ଚିନ୍ତାରେ ଖାଉଟି । ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ ଓମଫେଡ୍ କ୍ଷୀର ଦର । କ୍ଷୀର ଦର ବୃଦ୍ଧି ନେଇ ଓମ୍‌ଫେଡ କର୍ତ୍ତୃପକ୍ଷ ସୂଚନା ଜାରି କରିଛନ୍ତି । ୫୦୦ ମିଲିଗ୍ରାମକୁ କ୍ଷୀର ୨ ଟଙ୍କା ବୃଦ୍ଧି କରାଯାଇଛି । କୃଷକଙ୍କ ଖର୍ଚ୍ଚ ବୃଦ୍ଧି, ଆନୁଷଙ୍ଗିକ…

ଶ୍ରୀମନ୍ଦିରରେ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ହେଉଛି ପବିତ୍ର ରାମନବମୀ । ଚୈତ୍ର ଶୁକ୍ଲ ତିଥିରେ ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ । ମଧ୍ୟାହ୍ନଧୂପ ପରେ ଏହି ନୀତି ପାଳନ କରାଯିବା ନେଇ ସୂଚନା ରହିଛି । ତେବେ ଏହି ରାମ ଜନ୍ମ ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କାରଣ…

ପବିତ୍ର ରାମନବମୀରେ ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ପବିତ୍ର ରାମନବମୀ। ଚଳଚଞ୍ଚଳ ଗାଁଠୁ ସହର। ମହା ଆଡ଼ମ୍ବରରେ ବିଭିନ୍ନ ସ୍ଥାନରେ ରାମନବମୀ ପାଳନ କରାଯାଏ । ରାମ ଧ୍ୱନୀରେ କମ୍ପୁଛି ସବୁ ପୀଠ ଓ ମନ୍ଦିର । ଭୁବନେଶ୍ୱର ରାମମନ୍ଦିରରେ ଧୂମଧାମରେ ରାମନବମୀ ପାଳନ କରାଯାଉଛି । ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି…

ଗର୍ଭାବସ୍ଥାରେ ଏହି ଔଷଧ ଖାଆନ୍ତୁ ନାହିଁ, ଶିଶୁର ବିକାଶ ଉପରେ ପଡ଼ିବ ପ୍ରଭାବ

ଅଧିକାଂଶ ଲୋକ ଡାକ୍ତରଙ୍କ ପରାମର୍ଶ ନ ନେଇ ଔଷଧ ଖାଇଥାଆନ୍ତି । ସାମାନ୍ୟ ଜ୍ୱର, ମୁଣ୍ଡବିନ୍ଧା ହେଲେ ​​ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନକରି ପାରାସିଟାମଲ ଖାଇଥା’ନ୍ତି । ଯଦିଓ ସାମାନ୍ୟ ଜ୍ୱରରେ ପାରାସିଟାମଲ ଆବଶ୍ୟକ ହୁଏ ନାହିଁ କିନ୍ତୁ ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀର ପ୍ରାକୃତିକ…

ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା

ନୂଆଦିଲ୍ଲୀ: ଦେଶରେ ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂ ନିୟମିତ ଭାବେ ସ୍ୱଚ୍ଛ ପ୍ରକ୍ରିୟାରେ ଡାଲି ଷ୍ଟକ୍‌ର ଉପଲବ୍ଧତା ସମ୍ପର୍କରେ ସୂଚନା ଦେବା ଲାଗି ସବୁ ପ୍ରମୁଖ ଡାଲି…

ମମତାଙ୍କ ନିଆରା ପ୍ରତିବାଦ: ଓ୍ୱାଶିଂ ମେସିନରେ ବିଜେପି ଲେଖି କଲେ କଟାକ୍ଷ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିଜେପିକୁ କଟାକ୍ଷ କରିବାକୁ ଯାଇ ନିଆରା ଉପାୟ ଆପଣାଇଛନ୍ତି। ସେ ଏକ ୱାଶିଂ ମେସିନ୍ ସହିତ ପ୍ରଦର୍ଶନ କରିଥିଲେ। କୋଲକାତାରେ ଟିଏମସି ଦ୍ୱାରା ପ୍ରସ୍ତୁତ ମଞ୍ଚରେ ଏକ ସାଙ୍କେତିକ ୱାଶିଂ ମେସିନ୍ ରଖାଯାଇଥିଲା। ଏହାକୁ ବିଜେପିର…

ବିଡିଓ ଝିଅକୁ ମାଡ ମାରିବା ଅଭିଯୋଗରେ ବାପା ଗିରଫ, ଭାଇ ଫେରାର

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ମହିଳା ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ପଲ୍ଲବୀ ରାଣୀ ରାଜ ଗତ ଦୁଇ ସପ୍ତାହ ଧରି ଚର୍ଚ୍ଚାରେ ରହିଛନ୍ତି। ସେ ଜନତା ଓ ଜନପ୍ରତିନିଧିଙ୍କ ଆକ୍ରୋଶର ଶିକାର ହୋଇଆସୁଥିବା ବେଳେ ଏବେ ତାଙ୍କୁ ତାଙ୍କ ବାପା ଓ ଭାଇ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହା…