Latest Odisha News

BREAKING NEWS

Browsing Category

ଫିଚର

ବନ ବିଭାଗ ଆସିବା ପୂର୍ବରୁ ନିଆଁ ଲିଭାଇଲେ କଲେଜ୍ ପିଲା

ସମ୍ବଲପୁର: ଜଙ୍ଗଲ ଜଳିବା ପାଇଁ ସବୁବେଳେ ମଣିଷକୁ ଦାୟୀ କରାଯାଉଛି । ହେଲେ  ଏଠି ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ଏଠି  ମଣିଷ ଜଙ୍ଗଲ ନିଆଁ ଲିଭାଉଛି । ଆଜି ଦିନ ପ୍ରାୟ ଗୋଟେ ୪୫ ମିନିଟରେ  ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ରେଞ୍ଜର  ବାଟଗାଁ ହାୟର ସେକେଣ୍ଡାରୀ ସ୍କୁଲ ପଛପଟେ ଥିବା…

ବିରୋଧୀଙ୍କ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ସମୀରଙ୍କ ଖଣ୍ଡନ, ବ୍ୟସ୍ତ ନହେବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ…

ଭୁବନେଶ୍ୱର : ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ନେଇ ବିରୋଧୀଙ୍କ ଆକ୍ରମଣ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏଥିରେ କିଛି ସତ୍ୟତା ନଥିବା ଓ ପ୍ରଶ୍ନପତ୍ର ଲିକ୍ ହୋଇନି ବୋଲି ସ୍ପଷ୍ଟ କରିଛନ୍ତି ସମୀର । ଏ ନେଇ ସେ ବୋର୍ଡ ସଭାପତି,…

ଅମ୍ରିତପାଲ ଆଇଏସଆଇ ଏଜେଣ୍ଟ; ହିଂସାକାଣ୍ଡ ଘଟାଇବା ପାଇଁ ଭାରତକୁ ପଠାଇଥିଲା ପାକ୍ ଗୁଇନ୍ଦା ସଂସ୍ଥା

ଅମ୍ରିତସର:ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ଜଣେ ଆଇଏସଆଇ ଏଜେଣ୍ଟ । ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଅମ୍ରିତପାଲକୁ ବିପୁଳ ଟଙ୍କା ଦେଇ ଭାରତରେ ଖଲିସ୍ଥାନ ଗଠନ ନାମରେ ହିଂସାକାଣ୍ଡ ଘଟାଇବା ପାଇଁ ପଠାଇଛି । ଏମିତି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଚି ଭାରତୀୟ ଗୋଇନ୍ଦା ସଂସ୍ଥା ।…

ଡକାୟତି ଓ ଦାଦାବଟି ଆଦାୟ ମାମଲାରେ ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ପୁରୀ ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଓ ଦାଦାବାଟି ଆଦାୟ ଅଭିଯୋଗରେ ସୋମବାର ପୁରୀ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି । ପୁରୀ ଟାଉନ୍ ଥାନା…

ନବ ଦାସ ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ: ଗୋପାଳ ଦାସ ବିନା ସୂଚନାରେ ୨ ମାସ ଛୁଟିରେ ଥିଲେ

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାର ଅଭିଯୁକ୍ତଭାବେ ଗିରଫ ହୋଇଥିବା ଅଭିଯୁକ୍ତ ଗୋପାଳ ଦାସକୁ ମାନସିକ ରୋଗୀ ବୋଲି ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଛି । ଏମିତି ଅଭିଯୋଗ ଆଣି ବିରୋଧୀ ଗୃହକୁ ହୁଲସ୍ତୁଲ କରୁଥିବାବେଳେ ଆଜି ଗୃହରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି…

୨ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ କାଳବୈଶାଖୀ ବର୍ଷା, ଭୁବନେଶ୍ୱରରେ ଛେଚୁଛି କୁଆପଥର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆସନ୍ତା ୨ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ଘଡ଼ଘଡ଼ ସହ କୁଆପଥର ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତା ୨ ଘଣ୍ଟାରେ…

DJ ଆଜେକ୍ସ ଆତ୍ମହତ୍ୟା ମାମଲା, ବାନ୍ଧବୀ ଓ ପୁରୁଷବନ୍ଧୁଙ୍କ CDR ରିପୋର୍ଟ ମାଗିଲା ପୋଲିସ

ଭୁବନେଶ୍ୱର : ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ଆତ୍ମହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ଆତ୍ମହତ୍ୟା ପଛରେ ଅର୍ଥ ଦେଣନେଣ ଓ ବ୍ଲାକମେଲିଂ ନେଇ ପୋଲିସକୁ ସୁରାକ୍ ମିଳିଥିବା ଚର୍ଚ୍ଚା ହେଉଛି। ସେପଟେ ମୃତ୍ୟୁ ରହସ୍ୟ ଖୋଲିବାକୁ…

ନବ ଦାସ ହତ୍ୟା ମାମଲାରେ ସୁଶାନ୍ତ ସିଂହଙ୍କୁ ଟାର୍ଗେଟ କଲା ଛାତ୍ର କଂଗ୍ରେସ: ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାକୁ ନେଇ ତାତିଲା ଛାତ୍ର କଂଗ୍ରେସ । ସରଗରମ ହେଲା ରାଜ୍ୟ ରାଜନୀତି । ଏହି ଘଟଣାରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ତାଙ୍କ ସରକାରୀ ବାସଭବନ ଘେରାଉ କରାଯାଇଛି । ତାଙ୍କ ଘରକୁ ଟମାଟୋ ମାଡ କରିଛି ଛାତ୍ର…

ବିଳାସପୂର୍ଣ୍ଣ ଶେଷଶଯ୍ୟା: ଏଠି ଶେଷକୃତ୍ୟ ସହ ଶୁଭକାମ ବି ହୁଏ

ନାଁ ତା’ର ଶ୍ମଶାନ । ହେଲେ ଥରେ ଦେଖିଲେ ଆଖି ଲାଖିଯିବ । ଘଡିଏ ଅଟକି ଯିବାକୁ ମନ କହିବ । ଶ୍ମଶାନ ନାଁ ଶୁଣିଲେ ମଣିଷ ମନରେ ଭୟ ଭାବ ସୃଷ୍ଟି ହେବା ସାଧାରଣ କଥା । ହେଲେ ଏ ଶ୍ମଶାନକୁ ଦେଖିଲେ ମନ କହିବ ଏଠାରେ ଦଣ୍ଡେ  ରହିଯିବାକୁ  । ଏହା ଏମିତି ଏକ ଶ୍ମଶାନ ଯେଉଁଠି ଖାଲି ଅଶୁଭ ନୁହେଁ…

ଲଣ୍ଡନରେ ଭାରତୀୟ ହାଇ କମିଶନ ଅଫିସ୍‌ରେ ଖଲିସ୍ତାନୀ ଆକ୍ରମଣ, ବ୍ରିଟେନ୍ ରାଷ୍ଟ୍ରଦୂତଙ୍କୁ ଭାରତର ସମନ

ନୂଆଦିଲ୍ଲୀ: ବ୍ରିଟେନ୍ ଉପରେ ଅସନ୍ତୋଷ ପ୍ରକାଶ କଲା ଭାରତ। ଲଣ୍ଡନରେ ଥିବା ଭରାତୀୟ ଉଚ୍ଚା ଆୟୋଗ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ଖିଲିସ୍ତାନୀ ଉଗ୍ରବାଦୀମାନେ କାର୍ଯ୍ୟାଳୟରୁ ତ୍ରିରଙ୍ଗା ପତାକା ହଟାଇବା ସହ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାକୁ ଭାରତ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।…