Latest Odisha News

BREAKING NEWS

Browsing Category

ଫିଚର

 ମାଟ୍ରିକ ପରୀକ୍ଷା ଚାପ: ଜୀବନ ହାରିଦେଲେ ଛାତ୍ରୀ

ଯାଜପୁର: ମାଟ୍ରିକ ପରୀକ୍ଷା ସରିବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଛାତ୍ରୀ ।  ଦୁଇଟି ପରୀକ୍ଷାରେ ଖରାପ କରିଥିବାରୁ ଗତକାଲି ରାତିରେ ସେ ଆତ୍ମହତ୍ୟା କରି ଦେଇଛନ୍ତି । ଏମିତି ଦୁଃଖଦ ଖବର ଆସିଛି ଯାଜପୁର ଜିଲ୍ଲାରୁ । ମୃତା ଛାତ୍ରୀ ଜଣକ ଯାଜପୁର ଥାନା ତଥା ଦଶରଥପୁର ବ୍ଳକ ଅନ୍ତର୍ଗତ…

OTT ପ୍ଲାଟଫର୍ମରେ ସୃଜନଶୀଳତା ନାଁରେ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ : ଅନୁରାଗ

ନାଗପୁର : ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ନାଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ,…

ରେଳ ଷ୍ଟେସନ୍‌ରେ ଯାତ୍ରୀ ଅପେକ୍ଷା କରିଥିବା ବେଳେ ଟିଭି ସ୍କ୍ରିନ୍‌ ଚାଲିଲା ଅଶ୍ଳୀଳ ଭିଡିଓ; ତଦନ୍ତ ଆରମ୍ଭ

ପାଟନା: ବିହାରର ପାଟନା ରେଲୱେ ଷ୍ଟେସନରେ ଅପେକ୍ଷା କରିଥିଲେ ଶତାଧିକ ଯାତ୍ରୀ। ଟ୍ରେନ୍‌ ଆସିଲେ ନିଜ ନିଜ ଗନ୍ତବ୍ୟ ସ୍ତଳକୁ ଯିବେ। ଷ୍ଟେସନ୍‌ରେ ଲାଗିଥିବା ଟିଭିରେ ଚାଲୁଥିଲା ବିଜ୍ଞାପନ। ହେଲେ ହଠାତ୍ ଟିଭିରେ ଅଶ୍ଳୀଳ ଫିଲ୍ମ(ପର୍ଣ୍ଣ ଫିଲ୍ମ) ଦେଖାଇବା ଆରମ୍ଭ ହୋଇଗଲା। ପ୍ରାୟ ୩ ମିନିଟ ଧରି…

ବେଳାଭୂମିରେ ପଖାଳ କଂସା, ବାଲୁକା କଳାରେ ଅବିଭୂତ ଦର୍ଶକ

ପୁରୀ : ଆଜି ହେଉଛି ପଖାଳ ଦିବସ  । ପ୍ରତି ଓଡ଼ିଆଙ୍କ ପ୍ରିୟ ପଖାଳ  । ଏହି ଦିବସ ଅବସରରେ ପୁରୀ ନିଳାଦ୍ରୀ ବିଚ୍ ରେ ସେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ବିଶ୍ଵ ପଖାଳ ଦିବସର ଶୁଭେଛା ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପ୍ରତେକ ଓଡିଆ ଏହାକୁ ପାଳନ କରିବାକୁ ସେ…

ଗାଁରେ ବୁଲୁଛି ମହାବଳ; ଘର ପଛପଟୁ ବୃଦ୍ଧାଙ୍କୁ ଟାଣିନେଲା

ନୂଆପଡା : ସୁନାବେଡ଼ା ଅଭୟାରଣ୍ୟ ଜଳମଡ଼େଇ ଗାଁରେ ମହାବଳ ଆତଙ୍କ  । ମହାବଳ ବାଘ ଆତଙ୍କରେ ଲୋକେ ଘରୁ ବାହାରୁ ନାହାନ୍ତି । ଗାଁର ଜଣେ  ମହିଳାଙ୍କୁ ମହାବାଳ ବାଘ ମାରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଗାଁରେ ମହାବଳର ପାଦ ଚିହ୍ନ ପଡିଥିବା ଦେଖି ଏପରି…

ଗୃହରେ ମାଟ୍ରିକ ପରୀକ୍ଷା ତାତି: ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ଯାଏ ମୁଲତବୀ

ଭୁବନେଶ୍ୱର:ସରିଲା ମାଟ୍ରିକ ପରୀକ୍ଷା । ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନରେ ପିଲାମାନେ ଗଣିତ ପରୀକ୍ଷା ଦେଇଥିଲେ । ଏପ୍ରିଲ ୩ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ‘କିଛି ତ୍ରୁଟି ଦେଖାଯାଇଥିଲା, ମାତ୍ର ସୁରୁଖୁରୁରେ ପରୀକ୍ଷା…

ସଲମାନଙ୍କୁ ଧମକ ନେଇ ଚିନ୍ତାରେ ପରିବାର

ମୁମ୍ବାଇ: ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଧମକରେ ଏବେ ସଲମାନ ଖାଁଙ୍କ ପରିବାର ଲୋକେ ଭୟଭୀତ । କୃଷ୍ଣସାର ମୃଗ ହତ୍ୟା କରି ସଲମାନ ବିଶ୍ନୋଇ ସମ୍ପ୍ରଦାୟର ଶତ୍ରୁ ପାଲଟି ଯାଇଛନ୍ତି । ଧମକ ପରେ ଏବେ ସଲମାନଙ୍କ ଘର ଆଗରେ ପୋଲିସ ନିୟୋଜିତ କରାଯାଇଛି । ରିପୋର୍ଟ ମୁତାବକ ସଲମାନଙ୍କୁ ଅନ ଗ୍ରାଉଣ୍ଡ…

ମହାପ୍ରଭୁଙ୍କର ପ୍ରିୟ ପଖାଳ, ଘିଅ ପଖାଳ ବାସ୍ନାରେ ମହକିବ ବଡ଼ଦେଉଳ

‘ପଖାଳ’ ତା’ର ସ୍ୱାଦ ମଧୁର । କୋଟି କୋଟି ଓଡ଼ିଆଙ୍କ ପସନ୍ଦ ପଖାଳ । ଖାଲି ଓଡ଼ିଆ ମାନଙ୍କର ପଖାଳ ପସନ୍ଦ ତାହା ନୁହେଁ ମହାପ୍ରଭୁ ମଧ୍ୟ ପଖାଳ ପ୍ରିୟ । ବଡ଼ଦେଉଳରେ ମହାପ୍ରଭୁଙ୍କ ପାଖରେ ଛପନ ପଉଟି ଭୋଗ ଲାଗି ହୋଇଥାଏ ହେଲେ ମହାପ୍ରଭୁଙ୍କର ଆଦର ରହିଥାଏ ପଖାଳରେ । ତେଣୁ ମହାପ୍ରଭୁଙ୍କ…

ଆତ୍ମସମର୍ପଣ କଲେ ଅମୃତପାଲଙ୍କ ଦାଦା, ଡ୍ରାଇଭର: ଅମୃତପାଲଙ୍କୁ ଧରିବା ପୋଲିସ ନାକେଦମ

ଚଣ୍ଡିଗଡ:ଖଲିସ୍ତାନ ସମର୍ଥକ ତଥା ବାରିସ ପଞ୍ଜାବ ଦେର ମୁଖ୍ୟ ଅମୃତପାଲ ସିଂଙ୍କ ସହ ତାଙ୍କ ସହଯୋଗୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ରବିବାର ବିଳମ୍ବିତ ରାତିରେ ଅମୃତପାଲ ସିଂହଙ୍କ ଚାଚା ହରଜିତ ସିଂହ ଏବଂ ତାଙ୍କର ଡ୍ରାଇଭର ପଞ୍ଜାବ ପୋଲିସ  ପାଖରେ ଆତ୍ମସମର୍ପଣ କରିଛନ୍ତି ।…

ରାଜ୍ୟରେ ପ୍ରଥମ ଥର ଆରମ୍ଭ ହେଲା ପକ୍ଷୀ ସର୍ବେକ୍ଷଣ; ଈ-ବାର୍ଡ ଆପ୍‌ରେ ମିଳିବ ସମସ୍ତ ତଥ୍ୟ

ଅନୁଗୁଳ: ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଗୋଳ ଜିଲ୍ଲା ସାତକୋଶିଆରେ ଆରମ୍ଭ ହୋଇଛି ପକ୍ଷୀ ସର୍ବେକ୍ଷଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାତକୋଶିଆରେ ପକ୍ଷୀମାନଙ୍କର ବିବିଧତା ଓ ପ୍ରଜାତି ବିଷୟରେ ତଥ୍ୟ ସଂଗ୍ରହଣ କରାଯିବ। ସବୁଠାରୁ ମଜା କଥା ହେଲା ଇ-ବାର୍ଡ ଆପରେ ପକ୍ଷୀମାନଙ୍କ…