Latest Odisha News

BREAKING NEWS

Browsing Category

ଫିଚର

ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତର ୩ ପୁରୁଷ ରେସ ୱାକର

ନୋମି: ଜାପାନର ନୋମିରେ ଅନୁଷ୍ଠିତ ୨୦କିମି ଏସୀୟ ରେସ ୱାକିଂ ଚାମ୍ପିୟନଶିପରେ ପ୍ରଭାବୀ ପ୍ରଦର୍ଶନ କରି ଭାରତର ବିକାଶ ସିଂ ଓ ପରମଜିତ ବିଷଟ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପୁରୁଷ ବିଭାଗ କାଟାଗୋରୀରେ ବିକାଶ ୧:୨୦:୦୫ ଓ ପରମଜିତ ୧:୨୦:୦୮ ସେକେଣ୍ଡରେ ସେମାନଙ୍କ…

ଦିନିକିଆ ଇତିହାସରେ ଭାରତର ସବୁଠାରୁ ଲଜ୍ଜାଜନକ ପରାଜୟ, ୨୩୪ ବଲ ବାକି ଥାଇ ଜିତିଲା ଅଷ୍ଟ୍ରେଲିଆ

ବିଶାଖପଟନମ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ଲଜ୍ଜାଜନକ ପରାଜୟବରଣ କରିଛି । ଦିନିକିଆ ଇତିହାସରେ ଏହା ଭାରତର ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ । ଅଷ୍ଟ୍ରେଲିଆ ୨୩୪ ବଲ ବାକି ଥାଇ ଭାରତକୁ ପରାଜିତ କରିଛି । ଏହା ପୂର୍ବରୁ ୨୦୧୯ରେ…

ଏପ୍ରିଲ ୬ରୁ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ‘ଗାଁ ଗାଁ ଚାଲ; ଘର ଘର ଚାଲ’ ଅଭିଯାନ

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୨୩ ବର୍ଷ ଧରି ନିରନ୍ତର ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ଆଦୌ ଦରଦ ନାହିଁ ଏବଂ ତାଙ୍କୁ ବିକାଶ ଧାରାରୁ ବଞ୍ଚିତ ରଖୁଛନ୍ତି । ଓଡ଼ିଶାରେ ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗର । ଆଜି…

ବିଦେଶୀ ଗୁଇନ୍ଦା ପାରାକୁ ଠାବ କରିବେ ତାଲିମପ୍ରାପ୍ତ ଦେଶୀ ପାରା, ଗୋଡ଼ରେ ଲଗାଯିବ କ୍ୟାମେରା ଓ ଅତ୍ୟାଧୁନିକ ଯନ୍ତ୍ର

ଭୁବନେଶ୍ବର : ପ୍ରଥମେ ପାରାଦୀପ ଓ ପରେ ଅସ୍ତରଙ୍ଗରୁ ସମାନ ସନ୍ଦିଗ୍ଧ ପାରା ମିଳିବାପରେ ତତ୍ପରତା ଦେଖାଇଛି ଓଡ଼ିଶା ପୋଲିସର ପିଜିଅନ ସର୍ଭିସ ବିଭାଗ । ସୂଚନା ଅନୁସାରେ ବିଦେଶୀ ଗୁଇନ୍ଦା ପାରାକୁ ଠାବ କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରଜାତିର ଦେଶୀ ପାରାଙ୍କୁ ଓଡ଼ିଶା ପୋଲିସର ପିଜିଅନ ସର୍ଭିସ…

୨୩ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଆଉ ୪ ଦିନ ଭିଜିବ ଓଡ଼ିଶା । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଥିବା ବେଳେ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିଛି । ଏବେ ପୂର୍ବ ରାଜସ୍ଥାନ ଏବଂ ସଂଲଗ୍ନ ପଶ୍ଚିମ ମଧ୍ୟପ୍ରଦେଶରୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଦେଇ ଉତ୍ତର ଛତିଶଗଡ଼, ଝାଡ଼ଖଣ୍ଡ ଓ…

ବ୍ଲାକମେଲ୍ ପାଇଁ ଆତ୍ମହତ୍ୟା କଲେ କି ଡିଜେ ଆଜେକ୍ସ ?

ଭୁବନେଶ୍ୱର: ଶନିବାର ସନ୍ଧ୍ୟାରେ ବର୍ଷା ପବନ ହେଉଥିଲା । ଜର ହେଉଛି କହି ଘରେ ଶୋଇଥିଲେ ଡିଜେ ଆଜେକ୍ସ । ଆଉ ରାତି ୧୦ଟାରେ ବିଦ୍ୟୁତ୍ ଆସିଲା ବେଳକୁ ବେଡସିଟ୍ ବାନ୍ଧି ଝୁଲି ପଡ଼ିଥିଲେ ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ । ତେବେ କାହିଁକି ଅକ୍ଷୟ ଜୀବନ ହାରିଲେ ? ମାନସିକ ଚାପ ଯୋଗୁଁ ଅକ୍ଷୟ…

ପ୍ରଣବଙ୍କ ମନ୍ତବ୍ୟକୁ ନେଇ ଘେରିଲା ବିଜେପି, ପଚାରିଲା CMO କିଏ ?

ଭୁବନେଶ୍ୱର: CMO କିଏ ? 5Tକୁ ନେଇ ପ୍ରଶ୍ନ ପରେ ବିଜେପି ପଚାରିଲା ସିଏମଓ କିଏ ? ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର 5T କଣ ଏକ ବିଭାଗ ବୋଲି ପ୍ରଶ୍ନ କରି ଘେରିବାକୁ ଚେଷ୍ଟା କରିଥିଲେ । ଯାହାର ଜବାବରେ ବିଜେଡି କହିଥିଲା 5T ହେଉଛି ଏକ ଚିନ୍ତାଧାରା । ଚିନ୍ତାଧାରା ପୁଣି କଣ…

ଗାଁକୁ ନାହିଁ ରାସ୍ତା, ନଦୀ ପାର୍‌ ହେବା ପାଇଁ ଭାରରେ ବୁହା ହେଲେ ରୋଗୀ

କୋରାପୁଟ : ପୁଣି ଭାରରେ ବୁହା ହେଲେ ରୋଗୀ । ବାରମ୍ବାର ଏଭଳି ଚିତ୍ର ସମ୍ନାକୁ ଆସୁଥିବା ବେଳେ ସ୍ଥିତି ସୁଧୁରୁନି। ଯାତାୟତ ପାଇଁ ନା ଗାକୁ ଅଛି ରାସ୍ତା ନା ନିର୍ମାଣ ହୋଇପାରୁଛି ପୋଲ । ସ୍ୱାସ୍ଥ୍ୟ ଖରାପ ହେଲେ ଡାକ୍ତରଖାନା ଯିବା ପାଇଁ ଆଣ୍ଠୁଏ ପାଣି ଭିତରେ ପଶି ନଦୀ ପାର୍‌ ହୋଇ…

୪୩ ବର୍ଷରେ ଏଟିପି ମାଷ୍ଟର୍ସ ୧୦୦୦ ପ୍ରତିଯୋଗିତା ଜିତି ଇତିହାସ ରଚିଲେ ବୋପାନ୍ନା

ଇଣ୍ଡିଆନ ୱେଲ୍ସ: ଭାରତର ରୋହନ ବୋପାନ୍ନା ୪୩ ବର୍ଷରେ ଏଟିପି ମାଷ୍ଟର୍ସ ୧୦୦୦ ଟାଇଟଲ ଜିତି ଇତିହାସ ରଚିଛନ୍ତି । ସବୁଠାରୁ ବୟସ୍କ ଖେଳାଳି ଭାବେ ସେ ଏହି ଟାଇଟଲ ଜିତିଛନ୍ତି । ରୋହନ ଅଷ୍ଟ୍ରେଲିଆର ମ୍ୟାଟ ଏଡବେନଙ୍କୁ ସାଥୀ କରି ବିଏନପି ପାରିବାସ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ…

ସାହିତ୍ୟ ମୋର ସୁଖ ଦୁଃଖର ସାଥି : ନାରାୟଣ ସାହୁ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ନାରାୟଣ ସାହୁଙ୍କ ସହ ‘ସ୍ୱଳ୍ପ ଆଳାପ’…