Latest Odisha News

BREAKING NEWS

Browsing Category

ଫିଚର

ବାରୁଣୀ ଯାତ୍ରାରେ ଚଳଚଞ୍ଚଳ ହୋଇପଡ଼ିଛି ମା କନକଦୁର୍ଗାଙ୍କ ପୀଠ

ଜଗତସିଂହପୁର : ପବିତ୍ର ବାରୁଣୀ ଯାତ୍ରା ନିମନ୍ତେ ଚଳଚଞ୍ଚଳ ପିତେଇପୁରର ମା କନକଦୁର୍ଗାଙ୍କ ପୀଠ। ଏହି ବାରୁଣୀ ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଦାଣ୍ଡ ପହଁରା ଓ କୁକୁଡ଼ା ଉଡ଼ା । ମା’ଙ୍କ ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ପରମ୍ପରା ଅନୁସାରେ ସକାଳୁ ମାଆଙ୍କୁ ସ୍ନାନ କରାଯାଇ ନୀତିକାନ୍ତି…

ଆରମ୍ଭ ହେଲା ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା, ଦଶାସ୍ୱମେଧ ଘାଟରେ ବୁଡ଼ ପକାଉଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ଯାଜପୁର : ଆଜି ହେଉଛି ପବିତ୍ର ବାରୁଣୀ ସ୍ନାନ । ଯାଜପୁର ଦଶାଶ୍ୱମେଧଘାଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି  ହଜାର ହଜାର ଶ୍ରଦ୍ଧାଳୁ । ଏଥିସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି  । ବିଶ୍ୱାସ ରହିଛି ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ମୋକ୍ଷ ମିଳିଥାଏ । ତେଣୁ ହଜାର ହଜାର ଭକ୍ତ…

STF କବ୍‌ଜାରେ ଜନ୍ତୁ ଶିକାରୀ, ଗୋଟିଏ କଲରାପତରିଆ ବାଘ ଓ ୨ଟି ହରିଣ ଛାଲ ଜବତ

ବୌଦ୍ଧ : STF କବ୍‌ଜାରେ ବନ୍ୟପ୍ରାଣୀ ସ୍ମଗଲର୍ ଗିରିଶ କୁମାର ସାହୁ । ଗ୍ରାହକ ବେଶରେ ଜିଲ୍ଲାର ହରଭଙ୍ଗାରେ ଡିଲ୍‌ ବେଳେ ଶିକାରୀ ଗିରିଶ କୁମାର ସାହୁକୁ ମାଡି ବସିଥିଲେ ଏସ୍‌ଟିଏଫ୍‌ ଅଧିକାରୀ। ଅଭିଯୁକ୍ତ ଗିରିଶଠାରୁ ଗୋଟିଏ କଲରାପତରିଆ ବାଘ ଓ ୨ଟି ହରିଣ ଛାଲ ଜବତ କରିଛି ସ୍ପେଶାଲ୍ ଟାସ୍କ…

ଓସ୍କାର ପୁରସ୍କାର: ଆରଆରଆର ଟିମ କାର୍ଯ୍ୟକ୍ରମ ପାଇଁ କିଣିଥିଲେ ସିଟ

ନୂଆଦିଲ୍ଲୀ: ଆରଆରଆରର ସଙ୍ଗୀତ ନାଟୁ ନାଟୁ ଓସ୍କାର ପୁରସ୍କାର ହାସଲ କରି ଭାରତକୁ ଗୌରବାନ୍ୱିତ କରିଛି । ତେବେ ଓସ୍କାର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେବା ପାଇଁ ଆରଆରଆର ଟିମକୁ ସିଟ କିଣିବାକୁ ପଡିଥିଲା । ଏହା ବିଶ୍ୱାସ ନ ହେଲେ ବି ସତ । ଏସଏସ ରାଜମୌଲୀ ନିଜେ ଏହା ପ୍ରକାଶ କରିଛନ୍ତି ।…

ଦକ୍ଷିଣ ଆମେରିକା ଦେଶ ଇକୁଆଡରରେ ଶକ୍ତିଶାଳି ଭୂମିକମ୍ପ; ୧୩ ମୃତ, ଭାଙ୍ଗିଲା, ଘର, ସ୍କୁଲ ଓ ହସ୍‌ପିଟାଲ୍

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକା ଦେଶ ଇକୁଆଡର ଓ ଉତ୍ତର ପେରରୁ ଶକ୍ତିଶାଳି ଭୂମିକମ୍ପରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ଏଠାରେ ୬.୮ ତୀବ୍ରତାର ଭୂମିକମ୍ପ ଝଟ୍‌କା ଲାଗିଥିଲା। ଫଳରେ ଦେଶରେ ଅନେକ ସ୍କୁଲ୍, ମେଡିକାଲ ଓ ଘର ଭାଙ୍ଗିଯାଇଥିଲା। ଏହାପରେ ଦେଶର ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

ବଡ଼ ଧରଣର ଦୁର୍ଘଟଣା; ନାଳକୁ ଖସିପଡିଲା ଯାତ୍ରୀବାହୀ ବସ୍, ୧୬ ମୃତ, ୩୦ ଆହତ

ଢାକା: ବାଂଲାଦେଶର ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ସକାଳେ ମଦିରାପୁର ଶିବଚର ଉପଜିଲ୍ଲାର କୁତୁବପୁର ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ପଦ୍ମା ବ୍ରିଜ୍ ଦେଇ ରାଜଧାନୀ ଢାକାକୁ ଫେରୁଥିବା ବେଳେ  ଦୁର୍ଘଟଣାଗ୍ରସ୍ତ ହୋଇ ନାଳକୁ…

ବିଦ୍ୟୁତ ସଂସ୍ପର୍ଶରେ ଆସି ପୁଣି ଏକ ଦନ୍ତାହାତୀର ମୃତ୍ୟୁ

କେନ୍ଦୁଝର : ବିଦ୍ୟୁତ ସଂସ୍ପର୍ଶରେ ଆସି ପୁଣି ଏକ ଦନ୍ତାହାତୀର ଜୀବନ ଯାଇଛି। ସୂଚନା ଅନୁସାରେ କେନ୍ଦୁଝର ଚମ୍ପୁଆ ରେଞ୍ଜ୍ ବାମେବାରି ଫରେଷ୍ଟ ସେକ୍ସନ ନୟାଗଡ଼ ବିଟ୍ ବସନ୍ତପୁର ଜଡ଼ିପଦାସାହିରେ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ…

ସନ୍ଦେହଜନକ ଭାବେ ଲୋକପ୍ରିୟ ଡିଜେ ଆଜେକ୍ସଙ୍କ ମୃତ୍ୟୁ

ଭୁବନେଶ୍ୱର: ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି  । ଭୁବନେଶ୍ୱର ସ୍ଥିତ ଘରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ଖାରବେଳନଗର ଅଂଚଳରେ ରହୁଥିଲେ ଡିଜେ…

୬ ମାସରେ ରାଜସ୍ୱ ବିଭାଗରେ ୩ ହଜାର ପଦବି ପୂରଣ ହେବ: ରାଜସ୍ୱ ମନ୍ତ୍ରୀ 

ଭୁବନେଶ୍ୱର: ଖୁବ୍‌ଶୀଘ୍ର ରାଜ୍ୟରେ ରାଜସ୍ୱ ବିଭାଗ ଅଧୀନରେ ଖାଲିପଡ଼ିଥିବା ପ୍ରାୟ ୩ ହଜାର ପଦବି ପୂରଣ ହେବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଗତକାଲି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ରଖି ଶ୍ରୀ ମଲ୍ଲୀକ ଏହି ସୂଚନା ଦେଇଛନ୍ତି।…

ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି

ଭୁବନେଶ୍ୱର:୧୯/୩/୨୩: ଝାରସୁଗୁଡାର ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ନେତା ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୋକ ବାର୍ତ୍ତା ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ…