Latest Odisha News

BREAKING NEWS

Browsing Category

ଫିଚର

ନିଶାରେ ଚୁର୍‌ ହୋଇଗଲା ବର…ଭୁଲିଗଲା ନିଜ ବାହାଘର…

ନୂଆଦିଲ୍ଲୀ : ବିବାହ ଏକ ପବିତ୍ର ବନ୍ଧନ । ସମସ୍ତେ ନିଜ ବିବାହକୁ ନେଇ ବହୁତ୍‌ ଉତ୍ସାହିତ ରହିଥାଆନ୍ତି । ସେଥିପାଇଁ ଖାଦ୍ୟ ପାନୀୟରେ ଅଧିକ ଗୁରୁତ୍ୱ ଦେଇଥାଆନ୍ତି  । ବିବାହ ଉତ୍ସବରେ ମଦ୍ୟପାନ ସାଧାରଣ କଥା । ମଦ୍ୟପାନ କରି ବରଯାତ୍ରୀ ମାନେ ନାଚୁଥିବାର ମଧ୍ୟ ଆମେ ଦେଖିଛନ୍ତି । ଅନେକ ଥର…

ଖଲିସ୍ତାନ ନେତା ଅମ୍ରିତପାଲ ସିଂହ ଫେରାର୍; ପଳାତକ ଘୋଷଣା କଲା ପଞ୍ଜାବ ପୁଲିସ୍

ଅମୃତସର: ଖଲିସ୍ତାନ ସମର୍ଥକ ତଥା 'ୱାରିସ ପଞ୍ଜାବ ଦି' ସଂଗଠନର ମୁଖ୍ୟ ବିଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହକୁ ଧରିବାରେ ବିଫଳ ହେଲା ପୁଲିସ। ତା’ର କିଛି ସମର୍ଥକ ଧରାପଡ଼ିଥିବା ବେଳେ ସେ ଏବେ ବି ଫେରାର୍ ଅଛି। ପଞ୍ଜାବ ପୁଲିସ ପକ୍ଷରୁ ତାକୁ ପଳାତକ ଘୋଷଣା କରାଯାଇଛି। ଅମ୍ରିତପାଲ ଫେରାର୍…

କୁଆପଥର ମାଡ଼ ସହ ଆଜି ବି ହେବ ବର୍ଷା; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବି ରାଜ୍ୟରେ କେତେକ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଓ ପବନ ହୋଇପାରେ।  ବର୍ଷାରେ କୁଆପଥର ମାଡ଼ ସହ ୪୦ରୁ ୫୦ କିମି ବେଗରେ ବହିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୫ ଜିଲ୍ଲାକୁ ୟେଲୋ…

ପୂର୍ବତନ କଂଗ୍ରେସ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ

ଝାରସୁଗୁଡ଼ା: ଝାରସୁଗୁଡ଼ାର ପୂର୍ବତନ କଂଗ୍ରେସ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ହୋଇଛି। ରବିବାର ଭୋରରୁ ୭୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିରେନ୍ଦ୍ର। ସେ କିଛିଦିନ ହେଲା ଯକୃତ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ…

ପଟିଆରେ ନିଯୁକ୍ତି ମେଳା : ୧୨୫ ଯୁବକ, ଯୁବତୀ ପାଇଲେ ନିଯୁକ୍ତି

ଭୁବନେଶ୍ୱର: ପଟିଆରେ ନିଯୁକ୍ତି ମେଳା ଅନୁଷ୍ଠିତ । କିଟ୍‍ ପକ୍ଷରୁ ୧୨୫ଜଣଙ୍କୁ ମିଳିଲା ନିଯୁକ୍ତି । ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଟିଆ ଗାଁର ୧୨୫ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ପଟିଆର କିଛି…

ଆସନ୍ତା ସପ୍ତାହରେ ୬୦ ହଜାର ଟପିବ ସୁନା ଦର

ଭୁବନେଶ୍ୱର : ପୁଣି ବଢ଼ିପାରେ ସୁନା ଦର  । ଆକାଶ ଛୁଆଁ ହେବ ସୁନା  । କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ  । ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୫୯ ହଜାର ୪୨୦ ଟଙ୍କା ରହିଛି । ଏପ୍ରିଲ୍‌ ମାସରେ ଡେଲିଭରି ଦିଆଯିବାକୁ ଥିବା ସୁନା ଦାମ୍‌ ୧ ହଜାର ୪୧୪ ଟଙ୍କା ବୃଦ୍ଧି ପାଇଛି । ତେଣୁ ଆସନ୍ତା…

ଠିଆ ହୋଇ ପାଣି ପିଉଛନ୍ତି କି ? ହୋଇପାରେ ଏହିସବୁ ରୋଗ…..

ମଣିଷ ଜୀବନରେ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାଣି ବିନା ମଣିଷ ବଞ୍ଚିବା ଅସମ୍ଭବ । ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ଜଣେ ମଣିଷ ସମୟ ସମୟରେ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ  । ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ…

ମାଟ୍ରିକ ପରୀକ୍ଷା ବେଳେ ବିଜୁଳି କାଟ: ଟିପିସିଓଡିଏଲ ଏବଂ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଚାଲିଥିବାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଘୋଷିତ ଓ ଅନିୟମିତ ବିଜୁଳି କାଟ୍ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ବାହାନାରେ ଟାଟା ପାଓ୍ୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ…

‘ପରୀକ୍ଷା ପ୍ରଶ୍ନ ପତ୍ର ଲିକ ହୋଇନି, ସାମାଜିକ ବିଜ୍ଞାନ ପ୍ରଶ୍ନରେ ମୁଦ୍ରଣ ଜନିତ ତ୍ରୁଟି ରହିଛି’

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାର ପ୍ରଶ୍ନପତ୍ର ତ୍ରୁଟି ହେବା ଘଟଣା ଅନେକ ଛାତ୍ରଛାତ୍ରୀଙ୍କୁ ହତବାକ୍ କରିଦେଇଛି। ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ପରୀକ୍ଷାର୍ଥୀ ଦର୍ଶାଇବା ପରେ ଏହି ମାମଲା ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀଙ୍କ…

‘ଅଫିସର ରାଜ’ ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ, ବିରୋଧୀ ଦେଖାଇଲେ ମନ୍ତ୍ରୀ ରୀତା ସାହୁ ଓ ନିରଞ୍ଜନଙ୍କ…

ଭୁବନେଶ୍ୱର: ଓଡ଼ିଶାରେ 'ଅଫିସର ରାଜ୍' ଚାଲିଛି ବୋଲି ଅଭିଯୋଗ କରି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ଶନିବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ଗୃହରେ ଦିନସାରା ବିଭିନ୍ନ ମୁଲତବୀ ଆଲୋଚନା ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ବିଧାୟକଙ୍କ ସହ କୋଇଡା…