Latest Odisha News

BREAKING NEWS

Browsing Category

ଫିଚର

ମୋତେ ୫୨ ବର୍ଷ ହେଲା, ନିଜର ଘର ଖଣ୍ଡେ ବି ନାହିଁ: ରାହୁଲ ଗାନ୍ଧୀ

ରାୟପୁର: ଛତିଶଗଡର ରାୟପୁରରେ ଚାଲିଥିବା ୮୫ ତମ କଂଗ୍ରେସ ସମ୍ମିଳନୀର ଶେଷ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ବେଶ ଭାବୁକ ହୋଇପଡିଥିବାବେଳେ ତାଙ୍କର ଜୀବନ ଯାତ୍ରା ବାବଦରେ କହିଥିଲେ | ଏହି ଅବସରରେ ସେ…

ଆଉ ୫ ଦିନ ପରେ ଅସହ୍ୟ ହେବ ତାତି

ଭୁବନେଶ୍ୱର: ବଢୁଛି ତାତି । ଆଗକୁ ତାତି ଆହୁରି ବଢିବ । ଏ ନେଇ ପାଣିପାଗ ବିଭାଗ କରିଛି ପୂର୍ବାନୁମାନ । ଆସନ୍ତା ୫ ଦିନ ପରେ ରାଜ୍ୟର ତାତି ଆହୁରି ବଢିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । ଏବେଠାରୁ ଅସହ୍ୟ ହେଲାଣି ଖରା । କିଛି ସ୍ଥାନରେ ତାପମାତ୍ରା ୩୮…

ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତିଙ୍କ ପରଲୋକ ହୋଇଛି। ରବିବାର ମଧ୍ୟାହ୍ନ ୧୨.୩୦ ମିନିଟ ସମୟରେ ଭୁବନେଶ୍ୱର AIIMS ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବିୟୋଗ ହୋଇଥିବା ସଚନା ମିଳିଛି। ଖବର ଅନୁସାରେ, ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ଜୀବନ ସହିତ…

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହୃଦରୋଗ ଚିକିତ୍ସା

ନବରଙ୍ଗପୁର: ନବରଙ୍ଗପୁରବାସୀଙ୍କ ପାଇଁ ଖୁସୀ ଖବର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହୃଦ ରୋଗ ଚିକିତ୍ସା। ଏଥିପାଇଁ ଆବଶ୍ୟକୀୟ ମେସିନ୍‌ କଣିଯିବା ସହ ଓ ଡାକ୍ତର ନିଯୁକ୍ତ କରାଯାଇଛି। ହୃଦରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦନ ଦାଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ରର ଦୁଇ ଦିନ…

କୋଟିଆ ପରେ ଲାଉଗୁଡ଼ା ଉପରେ ଆନ୍ଧ୍ରର ଆଖି, ମନରେଗାରେ ଖୋଳିଲା ପୋଖରି

ଗୁଣପୁର: କୋରାପୁଟର କୋଟିଆ ପରେ ରାୟଗଡ଼ାର ଲାଉଗୁଡ଼ା ଉପରେ ଆଖି ପକାଇଛି ଆନ୍ଧ୍ରପ୍ରଦେଶ । ରାୟଗଡ଼ା ରାମନାଗୁଡ଼ା ବଲସୁଲୁଡ଼ି ମୌଜା ଲାଉଗୁଡ଼ାରେ ଆନ୍ଧ୍ରପ୍ରଦେଶର ମନମାନି ଦେଖିବାକୁ ମିଳିଛି । ଓଡ଼ିଶା ସୀମାରେ ପଶି ମନରେଗା ଯୋଜନା ଅଧିନରେ ଆନ୍ଧ୍ର ପୋଖରି ଖୋଳୁଥିବା ନେଇ ଗ୍ରାମବାସୀଙ୍କ…

ଜଣେ ରାଜକୁମାରୀଙ୍କ ବାହାଘର; ବାପ ଦେଲେ ୩ କିଲୋ ସୁନା ସହ ରୂପାର ଖଟ ଓ ସୋଫା

ଜୟପୁର(ରାଜସ୍ଥାନ): ରାଜକୁମାରୀଙ୍କ ଭୋଗ ବିଳାସ, ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନକାହାଣୀ ସମସ୍ତେ ଜାଣିଥିବେ । ରୂପା ପଲଙ୍କ..ସୁନା ଥାଳିଆା.. କଥା ଶୁଣିଲେ ହିଁ ମନେ ପଡିଯାଏ କାହାଣୀର ସେଇ ରାଜକୁମାରୀଙ୍କ କଥା । ହେଲେ ଆମେ ଏଠି ଯାହା କଥା କହିବାକୁ ଯାଉଛୁ ସେ କୌଣସି ରାଜଙ୍କ କୁମାରୀ ନୁହଁନ୍ତି…

ରାଜନୀତିରୁ ସନ୍ନ୍ୟାସ ନେବା ପ୍ରସଙ୍ଗରେ ମତ ସ୍ପଷ୍ଟ କଲେ ସୋନିଆ

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ରାଜନୀତିରୁ ସନ୍ନ୍ୟାସ ନେବେ । ଗତକାଳି ଦଳର ଜାତୀୟ ଅଧିବେଶନରେ ଏମତି କିଛି ଇସାରା ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅବସର କଥା କହିବାର ଦିନକ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସୋନିଆ । ସୋନିଆ କହିଛନ୍ତି, ସେ…

ବେଦୀକୁ ଯିବା ପୂର୍ବରୁ ଟଳିପଡ଼ିଲା କନ୍ୟା, ସେହି ବେଦୀରେ ବାହାହେଲା କନ୍ୟାର ସାନ ଭଉଣୀ

ଗୁଜୁରାଟ : ବାଜୁଥିଲା ଶାହାନାଇ । ଚାଲିଥିଲା ବାହାଘର । ହେଲେ ହୋମ ନିଆଁ ଜଳିବା ପୂର୍ବରୁ ଜଳିଲା ଜୂଇ । ବାହା ବେଦୀକୁ ଯିବାପୂର୍ବରୁ ଟଳି ପଡ଼ିଥିଲେ କନ୍ୟା । ହଠାତ୍ ବିବାହ ଗୀତ ବାଜୁଥିବା ଘରେ ଶୋକର ଛାୟା ଖେଳିଯାଇଥିଲା। ଏଭଳି ହୃଦୟ ବିଦାରକ ଘଟଣା ଗୁଜୁରାଟର ଭାବନଗର ଅଞ୍ଚଳରେ ଦେଖିବାକୁ…

କେନ୍ଦ୍ରମନ୍ତ୍ରୀଙ୍କ କାର୍କେଡ୍ ଉପରକୁ ଟେକା ପଥର ମାଡ; ଭାଙ୍ଗିଲା ମନ୍ତ୍ରୀଙ୍କ ଗାଡିର ଡୋର କାଚ

କୋଲକାତା: କେନ୍ଦ୍ର ଗୃହ, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତୀଶ ପ୍ରାମାଣିକଙ୍କ କାର୍କେଡ୍ ଉପରେ ଆକ୍ରମଣ। ଟେକାପଥର ମାଡ଼ରେ ଭାଙ୍ଗିଲା ମନ୍ତ୍ରୀଙ୍କ ଗାଡ଼ି ଡୋର କାଚ। ତୃଣମୁଳ କଂଗ୍ରେସର ସମର୍ଥନକାରୀ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶନିବାର ନୀତୀଶ ପଶ୍ଚିମବଙ୍ଗର…

ୟୁକ୍ରେନ ବିବାଦର ସମାଧାନ ପାଇଁ ଭାରତ ରାଜି; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ସହଯୋଗ କରିବାକୁ ରାଜି। ଶନିବାର  ଜର୍ମାନୀ ଚାନ୍‌ସେଲର ଓଲାଫ ସୋଲ୍‌ଜଙ୍କ ସହ ବୈଠକ ପରେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତ ଋଷ ବିରୋଧୀ ଭୋଟିଂରୁ ବିରତ…