Latest Odisha News

BREAKING NEWS

Browsing Category

ଫିଚର

ଭରଣପୋଷଣ ଦାବି ନେଇ ତୈଳ ବିଶୋଧନାଗାର ସମ୍ମୁଖରେ ଶବ ରଖି ଧାରଣା ଦେଲେ ପରିବାର

ପାରାଦୀପ : ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା । ପାରାଦୀପ ତୈଳବିଶୋଧନାଗାରାରେ କାର୍ଯ୍ୟ କରୁଥିବା ଶ୍ରମିକ ମୃତ୍ୟୁକୁ ନେଇ ମୁଖ୍ୟ ଫାଟକ ସମ୍ମୁଖରେ ଶବରଖି ଧାରଣାରେ ବସିଲେ ପରିବାର ସମେତ ଗ୍ରାମବାସୀ  । ଯେପର୍ଯ୍ୟନ୍ତ ତୈଳବିଶୋଧନାଗାର ତରଫରୁ ମୃତ୍ୟୁ ବରଣ କରିଥିବା ଶ୍ରମିକ ସୁବାଷ ବେହରା…

ରାସ୍ତାରେ ବୁଲୁଥିଲେ, ଏବେ କମ୍ପାନୀ ଭିତରେ ପଶିଲେ ସିଂହ

ରାଜୁଲା(ଗୁଜରାଟ):ପୁଣି ସହର ଭିତରେ ବୁଲିଲେ ସିଂହ । ଯେମିତି ସ୍ଥାନୀୟ ବାସିନ୍ଦା । ଡର ନାହିଁ କି ଭୟ ନାହିଁ । ଏପଟେ ସିଂହକୁ ଦେଖି ଲୋକଙ୍କ ଘରେ ପଡି ଯାଇଛି ତାଟି କବାଟ । ରାସ୍ତାରେ ବୁଲୁଥିବା ସିଂହ ପାଚେରୀ ଡେଇଁ ଲୋକଙ୍କ ଘର ଭିତରେ ପଶୁଥିବାର ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇଥିଲୁ । ଏବେ…

ଜରାଜୀର୍ଣ୍ଣ ଅବସ୍ଥାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଡାକ୍ତରଖାନା, ଖତ ଖାଉଛି ଆମ୍ବୁଲାନ୍ସ

ନବରଙ୍ଗପୁର : ଜରାଜୀର୍ଣ୍ଣ ଅବସ୍ଥାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଡାକ୍ତରଖାନା। ଖତ ଖାଉଛି ଯନ୍ତ୍ରପାତି,ଡାକ୍ତରଖାନା ଉପରୁ ତୁଟିଯାଇଛି ଲୋକଙ୍କ ଆଶା । ଚାକିରୀ ବଞ୍ଚାଇବା ପାଇଁ ଡ୍ୟୁଟି କରୁଛନ୍ତି ଷ୍ଟାଫ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳ…

ଦୁନିଆର ସବୁଠାରୁ ଛୋଟ ଦେଶ, ଯେଉଁଠି ରୁହନ୍ତି ମାତ୍ର ୨୭ ଜଣ

ଚୀନ୍ ହେଉଛି ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । କିନ୍ତୁ କ’ଣ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ କେବଳ ୨୭ ଜଣ ଲୋକ ବାସ କରନ୍ତି । ଏହା ଜାଣି ଆପଣ ବିଶ୍ୱାସ କରିବେ ନାହିଁ? କିନ୍ତୁ ଏହା ସଂପୂର୍ଣ୍ଣ ସତ  । ଦୁନିଆର ସବୁଠାରୁ ଛୋଟ ଦେଶ ଇଂଲଣ୍ଡ ନିକଟରେ…

ବିଧାୟକ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀଙ୍କୁ ବିଚ ରାସ୍ତାରେ ଗୁଳିକରି ହତ୍ୟା

ପ୍ରୟାଗରାଜ: ବିଏସପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀଙ୍କୁ ବିଚ ରାସ୍ତାରେ ଗୁଳିକରି ହତ୍ୟା କରାଯାଇଛି । ଗୁଳିମାଡରେ ତାଙ୍କର ସୁରକ୍ଷାକର୍ମୀଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ତାଙ୍କ ବାସଭବନ ସମ୍ମୁଖରେ ଗାଡିରୁ ଓହ୍ଲାଉଥିବାବେଳେ…

ଗଛ ସହ କଥା ହେବା ସହ ସଙ୍ଗୀତ ଶୁଣାନ୍ତି ବିଶ୍ଵନାଥ

କାମାକ୍ଷାନଗର : ହାରମୋନିୟମ ବଜାନ୍ତି, ଗୀତ ବି ଗାଆନ୍ତି । ଏହା କୌଣସି ମଣିଷ ପାଇଁ ନୁହେଁ ବରଂ ଗଛ ପାଇଁ । ଆପଣଙ୍କର ବିଶ୍ୱାସ ନହେଉଥିଲେ ମଧ୍ୟ ଏହା ସତ। ଗଛ ସହ କଥା ହେଉଛନ୍ତି ସେମାନଙ୍କୁ ଗୀତ ବି ଶୁଣାଉଛନ୍ତି । ସମ୍ପୂର୍ଣ୍ଣ ଘର ପାଲଟିଛି ପୁଷ୍ପପାରିଜାତର ରଙ୍ଗମହଲ । କୌଣସି ସହରୀ…

ଯାତ୍ରୀସେବା ନା ନିର୍ବାଚନୀ ଥୋପ ? ଓଡ଼ିଶା-ତେଲେଙ୍ଗାନା ମଧ୍ୟରେ ୨୩ ବସ ଗଡିବା ପାଇଁ ଅନୁମତି ଦେଲେ କେସିଆର

ଭୁବନେଶ୍ୱର: ଧୀରେ ଧୀରେ ଓଡ଼ିଶାରେ କାୟା ବିସ୍ତାର କରୁଛି କି ଭାରତ ରାଷ୍ଟ୍ର ସମିତି ବା ବିଆରଏସ ? ସେବା ଯୋଗାଇ ଗୋଟାଉଛି କି ସମର୍ଥନ ବଳ ? ଯାତ୍ରୀ ସେବାରୁ ଆରମ୍ଭ କରୁଛି କି ନୀର୍ବାଚନୀ ଗୋଟି ଚାଳନା ? ଅବିଭକ୍ତ କୋରାପୁଟରୁ ତେଲେଙ୍ଗାନା ରୁଟରେ ୨୩ ବସ ଚଳାଚଳ ପାଇଁ ଦୁଇରାଜ୍ୟ…

ଭାସୁଥିବା ବରଫ ଉପରେ ଚିତ୍ର କରି ଚର୍ଚ୍ଚାରେ ବ୍ୟକ୍ତି

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଚମତ୍କାର ପ୍ରତିଭାର ଅଧିକାରୀ । ସେମାନେ ନିଜର ଦକ୍ଷତା ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ।  ସେମାନଙ୍କର କିଛି ଭିଡିଓ ଏବଂ ଚିତ୍ର ଏତେ ଆଶ୍ଚର୍ଯ୍ୟକର ହୋଇଥାଏ ଯେ ସେଥିରୁ ଆଖି ହଟାଇବାକୁ ଇଚ୍ଛା ହୁଏ ନାହିଁ । ତେବେ ଏମିତି ଜଣେ…

ବଦଳିଲା ଏହି ଦୁଇଟି ଜିଲ୍ଲାର ନାମ, କେନ୍ଦ୍ର ଦେଲା ଗ୍ରୀନ ସିଗନାଲ

ମୁମ୍ବାଇ: କେନ୍ଦ୍ର ସରକାର ମହାରାଷ୍ଟ୍ରର ଦୁଇଟି ଜିଲ୍ଲାର ନାମ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି | କେନ୍ଦ୍ର ସରକାର ଔରଙ୍ଗାବାଦ ଜିଲ୍ଲାର ନାମ ଛତ୍ରପତି ସଂଭାଜୀନଗରରେ ପରିବର୍ତ୍ତନ କରିଥିବାବେଳେ ଏଥି ସହିତ ଓସମାନାବାଦକୁ ଧାରାଶିବ ନାମରେ ନାମିତ କରିବାକୁ ଅନୁମୋଦନ ମଧ୍ୟ ଦିଆଯାଇଛି।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତିନି ଥର ଗ୍ରାମୀ ଆୱାର୍ଡ ୱିନର ସଂଗୀତ ନିର୍ଦ୍ଦେଶକ ରିକି କେଜ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭେଟିଲେ ତୃତୀୟ ଥର ଗ୍ରାମୀ ଆୱାର୍ଡ ବିଜେତା ସଂଗୀତ ନିର୍ଦ୍ଦେଶକ ଡ. ରିକି କେଜ୍‌। ଶୁକ୍ରବାର ସେ ନବୀନ ନିବାସ ଯାଇ ସେଠାରେ  ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛଛ ନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ଉପଲବ୍‌ଧି ପାଇଁ ରିକି କେଜ୍‌ଙ୍କୁ ବଧେଇ…