Latest Odisha News

BREAKING NEWS

Browsing Category

ଫିଚର

ନକ୍ସଲ ଗୁଳିରେ ୩ ଜବାନ ସହିଦ; ୨ ଆହତ

ମାଲକାନଗିର: ପୁଣି ଛତିଶଗଡ଼ରେ ଲାଲ୍‌ ବାହିନୀଙ୍କ ଆତଙ୍କ। ନକ୍ସଲ ଗୁଳିରେ ସହିଦ ହେଲେ ଜବାନ। ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ନକ୍ସଲଙ୍କ ଗୁଳିରେ ତିନି ଡିଷ୍ଟ୍ରିକ୍ଟ ରିଜର୍ବ ଗାର୍ଡ (ଡିଆରଜି) ଜବାନ ଶହିଦ ହୋଇଛନ୍ତି। ଏହି ଘଟଣାରେ ଦୁଇ ଜବାନ ଆହତ ମଧ୍ୟ ହୋଇଛନ୍ତି। ସହିଦ…

ଏହି ୫ଟି ବ୍ୟାଙ୍କରୁ ଟଙ୍କା ଉଠାଇପାରିବେ ନାହିଁ ଜମାକାରୀ, ଆରବିଆଇ ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆର୍ଥିକ ଅବସ୍ଥା ବିଗିଡିଯାଇଥିବା ୫ଟି କୋପରେଟିଭ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପ୍ରତିବନ୍ଧକ ଲଗାଇଛି। ଏହି ପ୍ରତିବନ୍ଧକ ମଧ୍ୟରେ ଟଙ୍କା ଉଠାଣ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି | ଏହି ବ୍ୟାଙ୍କଗୁଡିକ ଉପରେ ପ୍ରତିବନ୍ଧକ ୬ ମାସ ପର୍ଯ୍ୟନ୍ତ…

ଋଷ ଭାରତ ଓ ଚୀନ ପାଇଁ ୟୁକ୍ରେନ୍ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରୁ ନାହିଁ: ଆଣ୍ଟୋନି ବ୍ଲିଙ୍କେନ୍

ନୂଆଦିଲ୍ଲୀ: ଋଷିଆ ଯୁଦ୍ଧ ସମାପ୍ତ ପାଇଁ ୟୁକ୍ରେନ୍ ଉପରେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରିସାରନ୍ତାଣି। କେବଳ ଭାରତ ଓ ଚୀନ ପାଇଁ ସେ  ଏପରି କରିପାରୁ ନାହିଁ ବୋଲି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି। ଆଗକୁ ଜି-୨୦ ସମ୍ମଳନୀରେ ଯୋଗ ଦେବା ପାଇଁ ବ୍ଲିଙ୍କେନ ଭାରତ…

ବରଯାତ୍ରୀଙ୍କ ଉପରକୁ ମାଡ଼ିଗଲା କାର୍‌, ଜଣେ ମୃତ ୭ ଗୁରୁତର

ବଲାଙ୍ଗୀର : ମଦୁଆ ଡ୍ରାଇଭରଙ୍କ ଉନ୍ମତକାଣ୍ଡ। ବରଯାତ୍ରୀଙ୍କ ଉପରେ ଚଢାଇ ଦେଲା ଗାଡି। ଘଟଣାସ୍ଥଳରେ ଜଣେ ମୃତ ୭ ଜଣ ଗୁରୁତର । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ବାଘଝରଣ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ବାଘଝରଣ ଗାଁ ର ହୂତାସନ ବରିହା…

ପରିବାରର ଲୋକଙ୍କ ସହ ମ୍ୟାଚ୍ କରୁନି ଲିଭର, ଚିକିତ୍ସା ପାଇଁ ହାଇଦ୍ରାବାଦ ଯିବେ ପିଣ୍ଟୁ ନନ୍ଦ

ଭୁନେଶ୍ୱର: ଲିଭର ସୋରୋସିସ୍‌ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦଙ୍କ ପାଇଁ ଏବେ ଆଉ ଏକ ସମସ୍ୟା ଦେଖା ହୋଇଛି। ପରିବାର ଲୋକଙ୍କ ସହ ମିଶୁନି ଅଭିନେତା ପିଣ୍ଟୁ ନନ୍ଦଙ୍କକ ଲିଭର। ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ନିଆଯିବ ବୋଲି ସୂଚନା ମିଳିଛି। ସୂଚନା ଥାଉକି,…

କ୍ଷେପଣାସ୍ତ୍ର ପ୍ରସ୍ତୁତ କରି ରଖିଛୁ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧମକ ଦେଲା ଇରାନ

ତେହେରାନ: ଇରାନର ବରିଷ୍ଠ କମାଣ୍ଡର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଏଥିପାଇଁ ୧୬୫୦ କିଲୋମିଟର ଦୂର ଲକ୍ଷ୍ୟଭେଦ କରିପାରୁଥିବା ଏକ କ୍ରୁଜ୍ କ୍ଷେପଣାସ୍ତ୍ର ପ୍ରସ୍ତୁତ କରାଯାଇଥିବାର ମଧ୍ୟ ଦାବି କରିଛନ୍ତି | ଇରାନର ବରିଷ୍ଠ କମାଣ୍ଡର…

ଏପ୍ରିଲରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ; ବୋର୍ଡ ୱେବସାଇଟରେ ଜାରି ହେଲା ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ସରକାରୀ ସ୍କୁଲରେ ହାଇସ୍କୁଲ ପାଠ୍ୟକ୍ରମରେ ଏଣିକି ଏପ୍ରିଲ ମାସରୁ ଆରମ୍ଭ ହେବ ନୂଆ ଶିକ୍ଷବର୍ଷ । ନୂଆା ଶିକ୍ଷାବର୍ଷ ଏପ୍ରିଲର ଆାରମ୍ଭ ହୋଇ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ନୂତନ…

ଭିଏଚ୍‌ପି ଓ ବଜରଙ୍ଗ ଦଳକୁ ଆତଙ୍କାଦୀ ସଂଗଠନ ଘୋଷଣା କରି ବ୍ୟାନ୍ କରାଯାଉ: ମୌଲାନା ତୌକୀର ରାଜା ଖାନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଭିୱାନୀ ହତ୍ୟାକାଣ୍ଡକୁ ନେଇ ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଇତ୍ତିହାଦ-ଏ- ମିଲତ କାଉନ୍‌ସିଲ୍ ମୁଖ୍ୟ ମୌଲାନା ତୌକୀର ରାଜା ଖାନ ଏନେଇ ଏକ  ବିବାଦୀୟ ବୟାନ ଦେଇଛନ୍ତି। ଭାରତରେ ଯେମିତି ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଫ୍‌ଆଇ)କୁ ବ୍ୟାନ୍ କରାଗଲା ସେହିପରି…

ଫ୍ରିଜରେ ରଖନ୍ତୁ ନାହିଁ ଏସବୁ ଫଳ ଓ ପନିପରିବା

ଫଳ ଏବଂ ପନିପରିବାକୁ ସତେଜ ରଖିବା ପାଇଁ ଅନେକ ଲୋକ ଫ୍ରିଜ୍ ବ୍ୟବହାର କରନ୍ତି | ଫ୍ରିଜରେ ରଖିବା ଦ୍ୱାରା ଫଳ ଏବଂ ପନିପରିବା ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ | ତଥାପି, କିଛି ଲୋକ ଫ୍ରିଜରେ କଦଳୀ ଏବଂ ଟମାଟୋ ପରି ଫଳ ଓ ପନିପରିବା ମଧ୍ୟ ଫ୍ରିଜରେ ରଖନ୍ତି , ଯାହାକୁ କୋଠରୀ…

ପାକିସ୍ତାନର ଟପ-୫ ଧନୀ ହିନ୍ଦୁଙ୍କ ବାବଦରେ ଜାଣିଛନ୍ତି କି?

କରାଚୀ: ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେବା ଏବଂ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିବା ଭଳି ଘଟଣା ପାକିସ୍ତାନରେ ସବୁବେଳେ ଘଟୁଥିବାବେଳେ ଏବେ ବି ପାକିସ୍ତାନରେ ଏଭଳି କିଛି ଧନୀ ହିନ୍ଦୁ ଅଛନ୍ତି ଯାହାଙ୍କ ନାମରେ ରେକର୍ଡ ଅଛି | ଆଜି ଆମେ ଆପଣଙ୍କୁ ସେହି ସବୁ ଧନୀ ହିନ୍ଦୁଙ୍କ ବାବଦରେ ସୂଚନା…