Latest Odisha News

BREAKING NEWS

Browsing Category

ଫିଚର

ସମସ୍ତଙ୍କୁ ଚକିତ କରି ୟୁକ୍ରେନରେ ପଂହଚିଲେ ଜୋ ବାଇଡେନ

କୀଭ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ କମିବାର ନାମ ଧରୁନି । ଏହା ଏବେ ବର୍ଷେ ପୂରିବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଠିକ ଏହା ପୂର୍ବରୁ ୟୁକ୍ରେନ ଗସ୍ତରେ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା । ଯୁଦ୍ଧ ପରେ…

ବାପା-ମା’ଙ୍କୁ ଦେଢ଼ ଶହ କୋଟିର ଘର ଉପହାର ଦେଲେ ଧନୁଷ  

ମୁମ୍ବାଇ : ସାଉଥ୍‌ର ଲୋକପ୍ରିୟ ଅଭିନେତା ଧନୁଷ । ସେ ସବୁବେଳେ ଲୁକ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଫ୍ୟାନ୍ସଙ୍କ ନଜରରେ ରହିଥିବା ବେଳେ ବର୍ତ୍ତମାନ ଏପରି କିଛି କାମ କରିଛନ୍ତି ଯାହା ଫ୍ୟାନ୍ସଙ୍କ ମନ ଜିତିନେଇଛନ୍ତି  । ଧନୁଷ ନିଜ ବାପା-ମା’ଙ୍କୁ ଆଲିସାନ୍‌ ବଙ୍ଗଳା ଉପହାର ଦେଇଛନ୍ତି । ଯାହାର…

ଜେଡିୟୁ ଛାଡିଲେ ଉପେନ୍ଦ୍ର କୁଶୱାହା, ଗଠନ କଲେ ରାଷ୍ଟ୍ରୀୟ ଲୋକ ଜନତା ଦଳ

ପାଟନା: ନୀତିଶ କୁମାରଙ୍କ ଓ ଉପେନ୍ଦ୍ର କୁଶୱାହାଙ୍କ ରାସ୍ତା ଏବେ ଅଲଗା ହୋଇ ଯାଇଛି । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଶେଷରେ ଉପେନ୍ଦ୍ର ଦୀର୍ଘ ଦିନର ସାଥୀ ନୀତିଶ ଓ ଜେଡିୟୁକୁ ବାଏ ବାଏ କହିଛନ୍ତି । ସୋମବାର ସେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିବା ସହ…

ଚେପକରେ ଧୋନୀ ଖେଳିବେ ବିଦାୟକାଳୀନ ମ୍ୟାଚ

ଚେପକ: ଆଇପିଏଲର ୧୬ତମ ସଂସ୍କରଣ ୩୧ ମାର୍ଚ୍ଚରୁ ଆରମ୍ଭ ହୋଇଯିବ । ରିପୋର୍ଟ ମୁତାବକ ଖେଳାଳି ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଏହା ଶେଷ ସିଜନ ହୋଇପାରେ । ଚେନ୍ନାଇ ସୁପର କିଙ୍ଗସର ଜନୈକ ଅଧିକାରୀଙ୍କ କହିବା ଅନୁସାରେ ଯଦି ଟିମ ପ୍ଲେ ଅଫ ପାଇଁ କ୍ୱାଲିଫାଇ କରି ନ ପାରିବ ତାହାହେଲେ ମେ ୧୪ରେ…

ସ୍ୱାମୀ ଓ ଶାଶୂଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ସ୍ତ୍ରୀ

ଗୌହାଟୀ: ଆସାମରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ଏଥର ଲିଭ୍‌ ଇନ୍‌ ପାର୍ଟନରଙ୍କୁ ନୁହେଁ । ସ୍ବାମୀ ଏବଂ ଶାଶୁକୁ ହତ୍ୟା କଲା ପିଶାଚି ବୋହୂ । ପରକୀୟା ପ୍ରୀତିର ମାୟାରେ ବାୟା ହୋଇ ସ୍ବାମୀ ରକ୍ତରେ ହୋଲି ଖେଳିଲା ସ୍ତ୍ରୀ । ସ୍ବାମୀ ଏବଂ ଶାଶୁକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି…

ବ୍ୟକ୍ତିଗତ କାରଣରୁ ସ୍ୱଦେଶ ଫେରିଲେ କୁମିନ୍ସ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ସିରିଜରେ ଭାରତ ୨-୦ର ଅଗ୍ରଣୀ ହାସଲ କରିଛି । ତେବେ ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କୁମିନ୍ସ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ତେବେ ତୃତୀୟ ଟେଷ୍ଟ ପାଇଁ ଆଉ ୧୦ ଦିନ ସମୟ ଥିବାରୁ ସେ ଏହା ପୂର୍ବରୁ ଫେରି ଆସିବେ । ଦଳର ପ୍ରଦର୍ଶନ ନେଇ…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାପାଳ

ସମ୍ବଲପୁର : ସରିଲା ନିର୍ବନ୍ଧ । ହେବ ବାହାଘର । ବାଜିବ ବାଜା, ଫୁଟିବ ବାଣ  । ଆଉ ସମ୍ବଲପୁର ଜିଲ୍ଲାପାଳଙ୍କ ହାତ ଧରିବେ ବଲାଙ୍ଗୀର ଜିଲ୍ଲାପାଳ  । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରଣା।  ଏହି…

ବ୍ୟକ୍ତିଗତ ଫଟୋ ପୋଷ୍ଟକୁ ନେଇ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କ ମଧ୍ୟରେ ଲାଗିଲା କଳି

ବାଙ୍ଗାଲୋର: କର୍ଣ୍ଣାଟକରେ ଦୁଇଜଣ ମହିଳା ଅଧିକାରୀଙ୍କ ମଧ୍ୟରେ କଳହ ଲାଗି ରହିଛି। କର୍ଣ୍ଣାଟକ ହସ୍ତତନ୍ତ ବିକାଶ ନିଗମର ଏମଡି ଆଇପିଏସ ଅଧିକାରୀ ରୁପା ମୋଦଗିଲ, ଆଇଏଏସ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରୋହିଣୀ…

ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା, ଅନ୍ୟ ଜଣେ ଗୁରୁତର

ନୟାଗଡ଼: ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲେ ସଂଘବଦ୍ଧ ବ୍ୟକ୍ତି । ଏହି ଘଟଣାରେ ମୃତକର ସାନଭାଇ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ଗାଁର କିଛି ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏଭଳି ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନସ୍ଥ କାଦୁଆପଡ଼ା ଗାଁରେ…