Latest Odisha News

BREAKING NEWS

Browsing Category

ଫିଚର

ବନ୍ୟାବେଳେ ଯାହା ଦେଇଥିଲା ତୁର୍କୀ, ଭୂକମ୍ପ ସହାୟତା ନାଁରେ ତାହା ଫେରାଇଲା ପାକିସ୍ତାନ

ଇସଲାମବାଦ:ଗତବର୍ଷ ବନ୍ୟାରେ ପାକିସ୍ତାନକୁ ସହାୟତା ଦେଇଥିଲା ତୁର୍କୀ । ଏବେ ସେହି ସହାୟତା ସାମଗ୍ରୀକୁ ସହାୟତା ଭାବେ ଫେରାଇଛି ପାକିସ୍ତାନ  । ଏକଥା ଆମେ କହୁନି, ନିଜେ ପାକିସ୍ତାନର ସାମ୍ବାଦିକମାନେ ଏପରି ସତ୍ୟକୁ ସାମ୍ନାକୁ ଆଣିଛନ୍ତି । ପାକିସ୍ତାନ ଏସବୁ ସାମଗ୍ରୀକୁ C-130 ବିମାନରେ …

ଫେବୃୟାରୀ ୨୨ରେ ହେବ ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ: ଯଦି ସବୁ କିଛି ଠିକ ଠାକ ରୁହେ ତାହାହେଲେ ଫେବୃୟାରୀ ୨୨ରେ ହେବ ଦିଲ୍ଲୀ ଏମସିଡି ମେୟର ନିର୍ବାଚନ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ନେଇ ବିଧିବଦ୍ଧ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ପତ୍ର ଲେଖାଇ ଜଣାଇଥିଲେ । ଉପ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫେବୃୟାରୀ…

ମହାଶିବରାତ୍ରିରେ ହିନ୍ଦୁ ଧର୍ମ ଗ୍ରହଣ କଲେ, ମନ୍ଦିର ଯାଇ ପୂଜାର୍ଚ୍ଚନା କଲେ ଶବନମ ଖାନ

ରାୟପୁର: ଆଜି ପବିତ୍ର ମହାଶିବରାତ୍ରି । ସାରା ଦେଶରେ ଶିବ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡି । ଏହି ଅବସରରେ ଛତିଶଗଡ ବାଲୋଦ ଜିଲ୍ଲାର ପାଣ୍ଡେପାରାରେ ରହୁଥିବା ଶବନମ ରାନୀ ନାମ୍ନୀ ଜଣେ ମହିଳା ମହାଦେବଙ୍କ ହିନ୍ଦୁ ଧର୍ମକୁ ସ୍ୱୀକାର କରିଛନ୍ତି । ସେ ନିଜ ନାଁ ବଦଳାଇ ରାନୀ ଗୌର କରିଛନ୍ତି ।…

‘ନବ ଦାସ ହତ୍ୟା ଗୁମର ଖୋଲିବାରୁ ବିଜେଡି ମୋ ବିରୋଧରେ ଏପରି ଷଡଯନ୍ତ୍ର ରଚିଛି’

ଭୁବନେଶ୍ୱର: ଗୋଟିଏ ପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଇସ୍ତଫା ଦାବି କରି ବିଜେଡି ଗର୍ଜୁଥିବାବେଳେ ବିଜେଡି ତଥା ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ଜୟନାରାୟଣ ମିଶ୍ର । ଏସବୁ ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ଜୟନାରାୟଣ ମିଶ୍ର । ଆଗାମୀ…

ଆଇପିଏଲରୁ ଓହରିଲେ ପ୍ରସିଦ୍ଧ କୃଷ୍ଣା

ମୁମ୍ବାଇ: ଆଇପିଏଲର ଆଗାମୀ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେବ । ତେବେ ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ବଡ ଝଟକା ଲାଗିଛି । ଦଳର ମୁଖ୍ୟ ପେସ ବୋଲର ପ୍ରସିଦ୍ଧ କୃଷ୍ଣା ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ପିଠି ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ଖୁବ ଶୀଘ୍ର…

ହରହର ମହାଦେବ ମନ୍ତ୍ରରେ କମ୍ପୁଛି ଗୁପ୍ତେଶ୍ୱର ପୀଠ  

କୋରାପୁଟ : ଜାଗରଯାତ୍ରାକୁ ନେଇ ଗୁପ୍ତେଶ୍ୱର ପୀଠରେ ଦେଖିବାକୁ ମିଳିଛି  ଭକ୍ତିମୟ ପରିବେଶ । ହରହର ମହାଦେବ ମନ୍ତ୍ରରେ ଗୁଞ୍ଜୁରୀ ଉଠିଛି ଗୁପ୍ତେଶ୍ୱର ପୀଠ  । ଗୁପ୍ତେଶ୍ୱରଙ୍କ ପୂଜାର୍ଚ୍ଚନା ସହ ଦର୍ଶନ କରୁଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ହଜାର ହଜାର ଭକ୍ତ l ଶିବରାତ୍ରି…

କାହିଁକି ତୁର୍କୀ ଗସ୍ତରେ ଯାଇଥିଲେ ପାକ ପ୍ରଧାନମନ୍ତ୍ରୀ ? କ୍ଷତିଗ୍ରସ୍ତଙ୍କ ସହାୟତା ଛାଡି ସରିଫଙ୍କୁ କାହିଁକି…

ଇସଲାମବାଦ: ଭୂକମ୍ପ ଝଟକା ପରେ ତୁର୍କୀର ସ୍ଥିତି ବିପର୍ଯ୍ୟସ୍ତ । ମୃତ୍ୟୁର ତାଣ୍ଡବ ସାରା ଦେଶକୁ ଭୟଭୀତ କରି ରଖିଛି । ଦେଶରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲାଣି । ଦେଶ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ଲାଗିଥିବାବେଳେ  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର…

ଜାଗର ପାଇଁ ସଜେଇ ହୋଇଛି ବାବା ଲୋକନାଥଙ୍କ ପୀଠ

ପୁରୀ : ଆଜି ପବିତ୍ର ଜାଗର ଯାତ୍ରା । ଜାଗର ପାଇଁ ଚଳଚଞ୍ଚଳ ବାବା ଲୋକନାଥଙ୍କ ପୀଠ । ସୁନ୍ଦର ଆଲୋକରେ ସୁସଜ୍ଜିତ ହୋଇଛି ପୁରୀର ବାବା ଲୋକନାଥଙ୍କ ପୀଠ । ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଲାଗିରହିଛି । ସେ ନେଇ ଶ୍ରୀଲୋକନାଥ ଦେବ ଟ୍ରଷ୍ଠ ବୋର୍ଡ ପକ୍ଷରୁ କରାଯାଇଛି…

୧୭ ରାଜ୍ୟରେ ଗ୍ରାମୀଣ ରୋଜଗାର ନାଁରେ କରୁଥିଲେ ଠକେଇ, ଧରିଲା ଇଓଡବ୍ଲୁ

ଭୁବନେଶ୍ୱର: ଚାକିରି ନାଁରେ ଠକେଇ କରୁଥିବା ଏକ ବଡ଼ ରାକେଟକୁ ଓଡ଼ିଶା ଇଓଡବ୍ଲୁ ଧରିବାରେ ସକ୍ଷମ ହୋଇଛି । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଦେଶର ପ୍ରାୟ ୧୭ଟି ରାଜ୍ୟରେ ଏହି ରାକେଟ ଠକେଇ କରୁଥିଲା । ସଂସ୍ଥାର ସମ୍ପାଦକ ଧର୍ମପାଲ ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା ବିହାରର…

ସମୁଦ୍ର ବେଳାଭୂମୀରେ ବାଲୁକା ନିର୍ମିତ ମହାଦେବ

ପୁରୀ : ପବିତ୍ର ଶିବରାତ୍ରୀ ପାଇଁ ଚଳଚଞ୍ଚଳ  ବିଭିନ୍ନ ଶୈବପୀଠ । ଚାଲିଛି ମହାପ୍ରଭୁଙ୍କୁ ଆବାହନ। ଜଗତକଲ୍ୟାଣ ପାଇଁ ଜଳୁଛି ମହାଦୀପ । ସେହିପରି ବାଲୁକା କଳା ମାଧ୍ୟମରେ ବିଶ୍ୱଶାନ୍ତି ପାଇଁ କରାଯାଉଛି ଆବାହନ। ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଠାରୁ ଜାଗର ଯାତ୍ରା ଆରମ୍ଭ…