Latest Odisha News

BREAKING NEWS

Browsing Category

ଫିଚର

ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ଗିରଫ ଦାବି କଲା ବିଜେପି ଓ କଂଗ୍ରେସ

ଜଗତସିଂହପୁର: ଯେତେବେଳେ ମହିଳା ଥାନା ଅଧିକାରୀଙ୍କୁ ଅସମ୍ମାନ ଅଭିଯୋଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବହିଷ୍କାର ଦାବି କରିଛି ବିଜେଡି ସେତେବେଳେ ବିଜେପି ମଧ୍ୟ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଛି। କଂଗ୍ରେସ ମଧ୍ୟ…

ଟି୨୦ ମହିଳା ବିଶ୍ୱକପ କ୍ରିକେଟ: ସଂଘର୍ଷ କରି ହାରିଲା ଭାରତ

କ୍ୱେବାରାହ: ଏଠାରେ ଚାଲିଥିବା ଟି୨୦ ବିଶ୍ୱକପ କ୍ରିକେଟର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ ୧୧ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭ ୱିକେଟ ବିନିମୟରେ ୧୫୧ ରନ ସଂଗ୍ରହ କରିଥିଲା । ନାଟ ସ୍କାଇଭର ବ୍ରାଂଟ ୫୦ ଓ ଆମୀ ଜୋନ୍ସ ୪୦ ରନର ଇନିଂସ ଖେଳିଥିଲେ ।…

ରଣଜୀ ଟ୍ରଫି ଫାଇନାଲ: ସୌରାଷ୍ଟ୍ର ଦୃଢ଼ ସ୍ଥିତିରେ

କୋଲକାତା: ସ୍ଥାନୀୟ ଇଡେନଗାର୍ଡେନରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଫାଇନାଲରେ ସୌରାଷ୍ଟ୍ର ସୁବିଧାଜନକ ସ୍ଥିତିରେ ରହିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ବିପକ୍ଷରେ ଦଳ ଏବେ ବି ୬୧ ରନରେ ଆଗୁଆ ରହିଛି । ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ୧୭୪ ରନ ଜବାବରେ ସୌରାଷ୍ଟ୍ର ୪୦୪ ରନ କରି…

ପୁଣି ଜେରା କରିବ CBI, ସିସୋଦିଆ କହିଲେ ‘ବିରୋଧରେ ବ୍ୟବହାର ହେଉଛି ସବୁ କ୍ଷମତା’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତିକୁ ନେଇ ସିବିଆଇ ପୁଣି ଥରେ ମନୀଷ ସିସୋଦିଆଙ୍କୁ ପଚରାଉଚରା ପାଇଁ ଡାକିଛି । ଯାହାକୁ ନେଇ ସିସୋଦିଆ କହିଛନ୍ତି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପକ୍ଷରୁ ଏଜେନ୍ସି ଗୁଡ଼ିକ ମୋତେ ହଇରାଣ କରିବା ଲାଗି ସବୁ କ୍ଷମତା ଲଗାଇଛନ୍ତି । ସିସୋଦିଆ ଟ୍ୱିଟ୍ କରି…

ରାଜନୀତିରେ ମହିଳା ଅସ୍ତ୍ର !

ଭୁବନେଶ୍ୱର: ବିଜେଡି ଫୋକସରେ ସବୁବେଳେ ମହିଳା ରହି ଆସିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା କଥା ହେଉ କିମ୍ବା ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ଅଧିକ ସଂରକ୍ଷଣ କଥା ସବୁଥିରେ ବିଜେଡି ମହିଳାଙ୍କୁ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହୁଏ। ଏବେ ବିରୋଧୀ ଦଳ ନେତା…

ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବିଜେପି: ବିଜେଡି

ଭୁବନେଶ୍ୱର: ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମ ସହ କଥା ହେବାବେଳେ କହିଛନ୍ତି ଯେ ତାଙ୍କ ପୂର୍ବରୁ ନେତାମାନେ ଶାସକ ଦଳ ଦ୍ୱାରା ପରିଚାଳିତ (ମାନେଜ୍‍ଡ) ହୋଇଥିଲେ କିନ୍ତୁ ସେ ସେଭଳି ହୋଇପାରିବେ ନାହିଁ; ତେଣୁ ଶାସକ ଦଳ ତାଙ୍କ ପଛରେ ପଡିଛନ୍ତି । ଏଭଳି…

ମାଧୁରୀ, ବିଦ୍ୟା, ନୀନାଙ୍କୁ ନେଇ ଫିଲ୍ମ କରିବେ କରନ

ମୁମ୍ବାଇ: ବଲିଉଡରେ ରିମେକର ଟ୍ରେଣ୍ଡ ଚାଲିଛି । ପ୍ରତିଷ୍ଠିତ ଫିଲ୍ମ ମେକର ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନ ଓ ନୀନା ଗୁପ୍ତାଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ମରାଠା ଫିଲ୍ମ ଝିମ୍ମାର ରିମେକ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଫିଲ୍ମର କନସେପ୍ଟ ତାଙ୍କୁ ପସନ୍ଦ ଆସିବାରୁ…

ପୋଖରି ଖୋଳାକୁ ନେଇ ବିବାଦ, ପିଟି ପିଟି ଯୁବକଙ୍କୁ ମାରିଦେଲେ

ସୁବର୍ଣ୍ଣପୁର: ଜମିବାଡ଼ି ବିବାଦରୁ ଗଡ଼ିଲା ମୁଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କମିରା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସରକାରୀ ଜମିରେ ପୋଖରି ଖୋଳାକୁ ନେଇ ଦୁଇ ପରିବାର ମଧ୍ୟରେ ଉପୁଜି ଥିବା ବିବାଦ ପାଇଁ ମୁଣ୍ଡ ଗଡ଼ିଛି । ଠେଙ୍ଗା ମାଡ଼ ପରେ କାଠ ଗଣ୍ଡିରେ ଛେଚି ଜଣଙ୍କୁ…

ପାକିସ୍ତାନ ଦେବାଳିଆ ହୋଇଗଲା ବୋଲି କହିଲେ ଶରିଫଙ୍କ ମନ୍ତ୍ରୀ

ଇସଲାମାବାଦ: ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛି ପାକିସ୍ତାନ । ଦେଶର ଅବସ୍ଥା ଏତେ ବିଗିଡ଼ି ଯାଇଛି ଯେ ପାକିସ୍ତାନ ଦେବାଳିଆ ସ୍ଥିତିରେ । ଅହେତୁକ ଦରଦାମ ବୃଦ୍ଧି ଦେଶର ଲୋକଙ୍କୁ ଖଣ୍ଡିଏ ରୁଟି କିଣିବାକୁ କନ୍ଦାଇ ଦେଉଛି । ଆଉ ଏହାରି ଭିତରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ…

ଅଷ୍ଟ୍ରେଲିଆ ୬୨ ରନରେ ଅଗ୍ରଣୀ, ଅକ୍ଷର ବଂଚାଇଲେ ସମ୍ମାନ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ତାର ସ୍ଥିତି ମଜଭୁତ କରିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ଭାରତଠାରୁ ୬୨ ରନର ଅଗ୍ରଣୀ ହାସଲ କରିନେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୧ ୱିକେଟ ବିନିମୟରେ ୬୨ ରନ…