Latest Odisha News

BREAKING NEWS

Browsing Category

ଫିଚର

ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ ଓ ଡିଜେଲ ଦର। ଅପେକ୍ଷା ରହିଛି ଫେବୃଆରୀ ମାସର ମୁଦ୍ରାସ୍ପୀତି ରିପୋର୍ଟକୁ। ଏହାପରେ କେନ୍ଦ୍ର ସରକାର ଦର କମାଇବା ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି। ମହଙ୍ଗା ମାଡ଼ ପାଇଁ ଅନେକ ଦରଦାମ ବୃଦ୍ଧି ପାଇଛି। ଅନ୍ୟପଟେ ଅଶୋଧିତ ତେଲର ଦାମ ମଧ୍ୟ…

ଆଇସିସିର ବଡ଼ ତ୍ରୁଟି: ଜାଣିପାରିଲାନି ଟେଷ୍ଟରେ କିଏ ଏକ ନମ୍ବର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୁଧବାର ଅପରାହ୍ନରେ ଆଇସିସି ଟେଷ୍ଟ ମାନ୍ୟତା ଦୃଷ୍ଟିରୁ ଭାରତକୁ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଦଳ ବୋଲି ଘୋଷଣା କରିଥିଲା। ଏସିଆ ମହାଦେଶର ପ୍ରଥମ ଦଳ ଭାବେ କ୍ରିକେଟର ସବୁ ଫର୍ମାଟରେ ମ୍ୟାନ୍ ଇନ ବ୍ଲୁ ଏକ ନମ୍ବର ହୋଇଥିଲା। ଯାହାକୁ ନେଇ ସାରା ଭାରତର କ୍ରିକେଟ…

ପଠାନକୁ ସୁଚିନ୍ତିତ ଷଡଯନ୍ତ୍ରଭାବେ କରାଯାଇଛି କି ସୁପରହିଟ?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ଏବଂ କରୋନା ମହାମାରୀ ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଧରାଶାୟୀ ହେବାରେ ଲାଗିଲା । ଅପରପକ୍ଷରେ ସାଉଥର ଫିଲ୍ମ ପ୍ରତି ଲୋକଙ୍କ ପସନ୍ଦ ବଢ଼ିବାରେ ଲାଗିଲା । ଏହି ସମୟରେ ବଲିଉଡର ସବୁଠାରୁ ବଡ ଷ୍ଟାର ଶାହାରୁଖ ଖାଁଙ୍କ ପଠାନ…

୬୩ ବର୍ଷ ହେବ କୋଟଲାରେ ଭାରତ ହାରିନି ଟେଷ୍ଟ ମ୍ୟାଚ

ନୂଆଦିଲ୍ଲୀ: ନାଗପୁର ପରି ଅଷ୍ଟ୍ରେଲିଆକୁ ଅରୁଣ ଜେଟଲୀ ଷ୍ଟାଡିୟମରେ ଆଉ ଏକ ସ୍ପିନ ଚକ୍ରବ୍ୟୁହର ସାମ୍ନା କରିବାକୁ ପଡିବ । ଫିରୋଜ ଶାହା କୋଟଲାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯିବ । ଭାରତ ପାଇଁ ଏହି ପିଚ ଅଭ୍ୟେଦ ଦୁର୍ଗ ସଦୃଶ ରହିଛି । ୬୩ ବର୍ଷ ହେବ ଭାରତ ଏହି…

ଶକ୍ତି ସାଉଣ୍ଟୁଛି କଂଗ୍ରେସ, ବିଜୟଙ୍କ ପରେ ହାତ ଧରିଲେ ସିକ୍ତା

ଭୁବନେଶ୍ୱର: କଂଗ୍ରେସ ପାଇଁ ସୃଷ୍ଟି ହେଉଛି ସମ୍ଭାବନା । ବିଜୟ ପଟ୍ଟନାୟକଙ୍କ ପରେ ଏବେ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଡକ୍ଟର ସିକ୍ତା ପତିଙ୍କ ଯୋଗଦାନ। ରାଜନୈତିକ ଚର୍ଚ୍ଚା ଦୃଷ୍ଟିକୋଣରୁ ଏହା ବିଶେଷ ଗୁରୁତ୍ୱ ରଖୁଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ଓଡ଼ିଶାରେ…

ଆଜମ ଖାଁଙ୍କ ପୁଅ ଅବଦୁଲ୍ଲାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ନେତା ଆଜମ ଖାଁଙ୍କ ଅଡୁଆ କମିବାରେ ନାମ ଧରୁନି । ବୁଧବାର ତାଙ୍କ ପୁତ୍ର ଅବଦୁଲ୍ଲା ଆଜମ ଖାଁଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଛି । ୧୫ ବର୍ଷ ତଳର ଏକ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୁଆର ନିର୍ବାଚନ…

ଟ୍ରେନ୍ ଉପରେ ଚଢ଼ି ସେଲଫି ନେବା ବେଳେ ଜଳିଗଲେ ଯୁବକ

ରାୟଗଡ଼ା: ବିବାହ ଉତ୍ସବକୁ ମନ ଖୁସିରେ ଯାଇଥିଲେ । ହେଲେ ସେଲଫି ନେବା ବେଳେ ଚାଲିଗଲା ଜୀବନ । ରାୟଗଡ଼ା ଜିଲ୍ଲା ଭାଲୁମସ୍କା ଗାଁକୁ ଏକ ବିବାହ ଉତ୍ସବକୁ ଯାଇଥିଲେ ୩ ଜଣ । ସେଠାରେ ରେଳ ଷ୍ଟେସନ ନିକଟରେ ବୁଲୁଥିବା ବେଳେ ଦେବେନ୍ଦ୍ର ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ସେଲଫି ନେବା ଲାଗି…

ଚମତ୍କାର: ଆସନ୍ତୁ ଜାଣିବା କିପରି ଦେଢ଼ ବର୍ଷର ଶିଶୁ ମୃତ୍ୟୁ ମୁଖରୁ ବଂଚିଲା

ନୂଆଦିଲ୍ଲୀ:ରଖେ ହରି ମାରେ କିଏ । ଏ ଭଳି ଏକ ଘଟଣା ଭାରତର ରାଜଧାନୀରେ ଘଟିଛି । ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାକୁ ଅବା କିଏ ମାରିପାରେ । ଦେଢ଼ ବର୍ଷର ଶିଶୁ ଖେଳୁଥିବା ବେଳେ ହଠାତ ସାବୁନ ଫେଣରେ ଭର୍ତି ୱାଶିଙ୍ଗ ମେସିନ ମଧ୍ୟରେ ପଡି ଯାଇଥିଲା । ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ…

ରାଜ୍ୟରେ ବିଜୟ ହେବେ କି ବିଆରଏସର ଭବିଷ୍ୟତ ?

ଭୁବନେଶ୍ୱର: ଭାରତ ରାଷ୍ଟ୍ର ସମିତି ବା ବିଆରଏସର ଫୋକସ ଓଡିଶା। କେବଳ ଦକ୍ଷିଣ ଓଡିଶା ନୁହେଁ ଉପକୂଳର ପ୍ରଭାବଶାଳୀ ନେତା ମାନଙ୍କୁ ବିଆରଏସ ନିଜ ଆଡକୁ ନେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କୁ ବିଆରଏସ୍ ନେତା ଭେଟିବା ପରେ ଏହାକୁ…

କ୍ରିକେଟର ତିନି ଫର୍ମାଟରେ ଭାରତ ହେଲା ଏକ ନମ୍ବର

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ବୁଧବାର ଆଉ ଏକ କୀର୍ତିମାନ ସ୍ଥାପନ କରିଛି । ଦକ୍ଷିଣ ଆଫ୍ରିକା ପରେ ଦ୍ୱିତୀୟ ଟିମ ୩ଟି ଯାକ ଫର୍ମାଟରେ ଭାରତ ଏକ ନମ୍ବର ଟିମ ହୋଇଛି । ଦିନିକିଆ ଏବଂ ଟି୨୦ରେ ପୂର୍ବରୁ ଭାରତ ଶୀର୍ଷ ସ୍ଥାନରେ ରହିଥିଲା । ଚଳିତ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ବୃହତ…