Latest Odisha News

BREAKING NEWS

Browsing Category

ଫିଚର

ଯୌତୁକ ପାଇଁ… ବିଷ ଦେଇ ମାଆ ସହ ଗର୍ଭସ୍ଥ ଛୁଆକୁ ମାରିଦେଲେ !

ଯାଜପୁର: ସ୍ତ୍ରୀ ମୃତ୍ୟୁ ଶଯ୍ୟାରେ ସଂଘର୍ଷ କରୁଥିଲା, ହେଲେ ସ୍ୱାମୀ ଦେଖିବାକୁ ଆସୁନଥିଲା । ଶ୍ୱଶୁର ଘର ଲୋକେ ବି ବୋହୂକୁ ଦେଖିବାକୁ ଆସିଲେନି । ଶେଷରେ ହସ୍ପିଟାଲ୍ ବେଡରେ ଜୀବନ ସହ ସଂଘର୍ଷ କରି ଆଖି ବୁଜିଦେଲେ ମିଲି । ଏଭି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଗୁହାଳି…

ଜୟନାରାୟଣଙ୍କୁ ବିରୋଧିଦଳ ନେତା ପଦରୁ ହଟାଯାଉ- ବିଜେଡି

ଭୁବନେଶ୍ୱର: କର୍ତ୍ତବ୍ୟରତ ମହିଳା ପୁଲିସ୍‍ଙ୍କୁ ଜୟନାରାୟଣଙ୍କ ଆକ୍ରମଣକୁ ନେଇ ତାତିଲା ବିଜେଡି । ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ ବୋଲି କହି ତାଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବା ପାଇଁ ଦାବି କଲା ବିଜେଡି । ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍‍ ଅଧିକାରୀଙ୍କୁ ସର୍ବସମ୍ମୁଖରେ…

କିଏ, କାହାକୁ ଧକ୍କା ମାରିଲା ? ଜୟନାରାୟଣ ନା IIC ?

ସମ୍ବଲପୁର: ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ଯାଇଥିବା ବିଜେପି ଅଭିଯୋଗ କରି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି । ସମ୍ବଲପୁରରେ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଛି ଅସ୍ୱାଭାବିକ ସ୍ଥିତି । ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜଣେ ମହିଳା ପୋଲିସଙ୍କୁ…

ସାଙ୍ଗ ହୋଇ ବୁଲୁଥିଲେ..ସାଙ୍ଗ ହୋଇ ଚାଲିଗଲେ ଦୁଇ ବନ୍ଧୁ

ବଲାଙ୍ଗିର: ସେମାନେ ସାଙ୍ଗ ଥିଲେ । ଖୁବ ଭଲ ସାଙ୍ଗ । ଯୁଆଡେ ଯାଉଥିଲେ, ଯାହା କରୁଥିଲେ ଏକାଠି ହିଁ କରୁଥିଲେ। ବୋଧହୁଏ କେହି କାହାରିକୁ ଛାଡିବେ ନାହିଁ ବୋଲି ପରସ୍ପରକୁ କଥା ଦେଇଥିଲେ । ନିଷ୍ପତ୍ତି ନେଇଥିଲେ ଏକାଠି ଜିଇଁବେ-ଏକାଠି ମରିବେ । ଆଉ ଏହି ନିଷ୍ପତ୍ତିକୁ ବି କରି ଦେଖାଇ ଦେଲେ ।…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩୦ରୁ ଅଧିକ ଘର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଯାଇଛି ୩୦ରୁ ଅଧିକ ବଖରା ଘର । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ନଷ୍ଟ ହୋଇଯାଇଛି । ଆସବାବପତ୍ର ,ଧାନ, ଚାଉଳ ,ଦରକାରୀ କାଗଜପତ୍ର, ଗାଡି ,ସୁନା ଗହଣା ସବୁ ପୋଡି ପାଉଁଶ । ସମସ୍ତଙ୍କ…

ପୋଲିସକୁ ଫିଟନେସ୍ ଚିନ୍ତା, କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ଫିଟ୍ ରହିବ ପୋଲିସ । ଶାରିରୀକ ସୁସ୍ଥତା ଏବଂ ଫିଟନେସ୍ ଉପରେ ଗୁରୁତ୍ୱ ଦେଇଛି କମିଶନରେଟ୍ ପୋଲିସ । ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ରହିଥିବା ବିଭିନ୍ନ ପୋଲିସ ଅଧିକାରୀଙ୍କ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ଅନେକ ସମୟରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବାଧାପ୍ରାପ୍ତ ହୋଇଥାଏ । ଯାହାକୁ…

ନ୍ୟୁଜିଲାଣ୍ଡରେ ଭୂମିକମ୍ପ; ୬.୧ ତୀବ୍ର ଝଟ୍‌କାରେ ଥରିଲା ଦେଶ

ୱେଲିଂଟନ: ଶକ୍ତିଶାଳି ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ। ରାଜଧାନୀ ୱେଲିଂଟନ ନିକଟସ୍ଥ ଲୋୟେର ହଟ୍‌ରୁ ୭୮ କିଲୋମିଟର ଦୂରରେ ଭୁମିକମ୍ପ ହୋଇଛି। ୟୁରୋପିୟନ ଭୂମଧ୍ୟସାଗରୀୟ ଭୂବିଜ୍ଞାନ କେନ୍ଦ୍ର(EMSC)ର ସୂଚନା ଅନୁସାରେ ଏହି ଭୂମିକମ୍ପର ତୀବ୍ରତା ୬.୧ ରହିଛି। ତେବେ ୪୮ କିମି ଗଭୀରରୁ ଏହି…

ୱାଶିଂମେସିନରେ ପଡିଗଲା ଦେଢ ବର୍ଷର ଶିଶୁ, ସର୍ପ ପାଣିରେ ୧୫ ମିନିଟ ବୁଡି ରହିବା ପରେ ବାହାରିଲା

ନୂଆଦିଲ୍ଲୀ: ପରିବାର ଲୋକଙ୍କ ଅନ୍ୟମନସ୍କତା ହେଉ ବା ଦାୟିତ୍ୱହୀନତା,  ୱାଶିଂମେସିନରେ ପଡି ଯାଇଥିଲା ଦେଢବର୍ଷର ଶିଶୁ । ୧୫ ମିନିଟ ପରେ ପରିବାର ଲୋକ ଜାଣିବାକୁ ପାଇଲେ ପୁଅ ୱାଶଂମେସିନ ଭିତାରେ ବୋଲି । ମେସିନ ବନ୍ଦ କରି  କୁନି ପୁଅକୁ ଉଦ୍ଧାର କରିଥଲେ । ହେଲେ ସେତେବେଳେକୁ କୁନି ପୁଅଟି…

ଗତ ୩ ବର୍ଷରେ ୧.୧୨ ଲକ୍ଷ ଦିନ ମଜୁରିଆ କରିଛନ୍ତି ଆତ୍ମହତ୍ୟା; ଜୀବନ ହାରିଛନ୍ତି ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଗତ ୩ ବର୍ଷରେ ୧.୧୨ ଲକ୍ଷ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି। ୧୦୧୯-୨୦୨୧ ମଧ୍ୟରେ ଏତେ ସଂଖ୍ୟକ ଦିନ ମଜୁରିଆ ଆତ୍ମହତ୍ୟା କରିଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଲୋକସଭାରେ ଏସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏପରି…