Latest Odisha News

BREAKING NEWS

Browsing Category

ଫିଚର

ଗୁଜରାଟ ଯିବା ବେଳେ ବିମାନ ବନ୍ଦରରେ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କ ମନ ଖୋଲା ହସ

ଝାରସୁଗୁଡା (କେ ରୋଷନ ପୃଷ୍ଟି): ନିଜ ଖବର ଯେକେହି ଯେତେବେଳେ ଟିଭି କିମ୍ବା ଖବରକାଗଜରେ ଦେଖନ୍ତି ସେତେବେଳେ ଖୁସି ହେବା ସ୍ବାଭାବିକ। କିନ୍ତୁ ଯଦି ସଂପୃକ୍ତ ବ୍ୟକ୍ତି ସେ କରିଥିବା ଅପରାଧ ବାବଦରେ ଖବରକାଗଜରେ ପଢୁଥିବେ କିମ୍ବା ଟିଭିରେ ଦେଖୁଥିବେ ତାହେଲେ କିପରି ଲାଗିବ? ମାନବୀୟ…

ଡିଜିଟାଲ ମାର୍କେଟିଂ ଜରିଆରେ ରୋଜଗାର ଆଶା ଦେଖାଇ ଯୁବତୀଙ୍କଠୁ ୨୭ ଲକ୍ଷ ଲୁଟ୍

ଭୁବନେଶ୍ୱର: ଡିଜିଟାଲ ମାର୍କେଟିଂ ବାହାନାରେ ଭୁବନେଶ୍ୱରର ଜଣେ ମହିଳାଙ୍କ ଠାରୁ ବିଭିନ୍ନ କିସ୍ତିରେ ୨୭ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକମାନେ। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଚାକିରି ପାଇଁ ନକରି ଡଟ୍ କମ ଓ୍ବେବସାଇଟରେ ନାମ ପଞ୍ଜିକରଣ କରିଥିଲେ। କିନ୍ତୁ ଦୀର୍ଘ ଦିନ ଧରି…

୨୦୦୪-୨୦୧୪ ବିଫଳ ଦଶନ୍ଧୀ ଥିଲା: ସବୁ ସୁଯୋଗକୁ କଂଗ୍ରେସ ବିପଦରେ ପରିଣତ କରିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସଂସଦରେ ଭାଷଣ ବେଳେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ୨୦୦୪ ଠାରୁ ୨୦୧୪ ପର୍ଯ୍ୟନ୍ତ ବିଫଳତାର ଦଶନ୍ଧୀ ଥିଲା ବୋଲି ମୋଦୀ କହିଛନ୍ତି। କଂଗ୍ରେସ ସରକାର ସମୟରେ ଆସିଥିବା ପ୍ରତି ସୁଯୋଗକୁ ଦଳ ବିପଦରେ ପରିଣତକ କରିଦେଇଛି। ହେଲେ ଆଜି ସାରା ବିଶ୍ୱ ଭାରତର…

ବିବାଦ ଭିତରେ ବାଉନ୍ସ ବ୍ୟାକ କଲେ କି ଗୌତମ ଆଦାନୀ?

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିବାଦରେ ରହିଥିବା ବିଜନେସ ଟାଇକୁନ ଗୌତମ ଆଦାନୀ ବାଉନ୍ସ ବ୍ୟାକ କଲେ କି? ଏଭଳି କହିବାର କାରଣ ଗୌତମ ଆଦାନୀଙ୍କ କମ୍ପାନୀଗୁଡିକର ଅଂଶଧନ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଭଲ ଅଭିବୃଦ୍ଧି ଦେଖିଛି। ମାତ୍ର ୨୭୦ ମିନିଟରେ ଆଦାନୀଙ୍କ ନେଟଓ୍ୱର୍ଥ ମୂଲ୍ୟ…

ଓଡ଼ିଶାର ୨୦% ଲୋକଙ୍କ ପାଖରେ ପହଞ୍ଚି ପାରିନି ମୋବାଇଲ୍ ସେବା

ଭୁବନେଶ୍ୱର: ଡିଜିଟାଲ୍ ଇଣ୍ଡିଆ କଥା ଉଠୁଛି । ସରକାର ଅନଲାଇନ୍ ଦେଣନେଣ ଠୁ ନେଇ ସବୁ ସେବା ଡିଜିଟାଲ୍ ମୋଡରେ ଯୋଗାଇବାକୁ ଚେଷ୍ଟା କରୁଛନ୍ତି । ଏପରିକି ଜନ୍ମ, ମୃତ୍ୟୁ ପଞ୍ଜିକରଣ ଆବେଦନ ବି ଅନଲାଇନରେ କରାଯାଉଛି । ଅଥଚ ଓଡ଼ିଶାର ସମସ୍ତଙ୍କ ପାଖରେ ମୋବାଇଲ୍ ସେବା ପହଞ୍ଚି ପାରିନି ।…

ଭୂମିକମ୍ପ ପରେ ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ, ଜଣେ ନିଖୋଜ

ନୂଆଦିଲ୍ଲୀ: ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୱାର୍କ ଭିଜିଟରେ ତୁର୍କୀ ଯାଇଥିବା ଜଣେ ଭାରତୀୟ ନିଖୋଜ ଥିବା ଜଣାପଡ଼ିଛି । ଭୂମିକମ୍ପରେ ତୁର୍କୀରେ ପ୍ରାୟ ୮ ହଜାର ୫୦୦ରୁ ଅଧିକ ଲୋକ ଜୀବନ ହରାଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ,…

‘ଖୁବଶୀଘ୍ର ଭଦ୍ରକ ଏବଂ ଢେଙ୍କାନାଳ ଗସ୍ତରେ ଆସିବେ ଅମିତ ଶାହ’

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଏହି ଗସ୍ତ ସମ୍ପୂର୍ଣ୍ଣ ଭାବରେ ଦଳୀୟ ଗସ୍ତ ରହିବ ବୋଲି ସୂଚନା ରହିଛି। ଯଦିଓ ଆସିବା ସୁନିଶ୍ଚିତ ହେଲେ ତାରିଖ ସ୍ଥିର ହୋଇନଥିବା ରାଜ୍ୟ ବିଜେପି ସଂପାଦକ କାଳନ୍ଦୀ ସାମଲ କହିଛନ୍ତି। ସେ କହିଛନ୍ତି, ଲୋକସଭା…

ସାନି ଏତଲା ପରେ ବିଜୟଙ୍କୁ ନେଇ ତିର୍ତ୍ତୋଲ ଗରମ, ପୋଲିସ କାହିଁକି ଚୁପ୍ ?

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ପ୍ରେମିକା ସୋମାଲିକାଙ୍କ ସାନି ଏତଲା ପରେ ବିଜୟ ଶଙ୍କରଙ୍କ ବିରୋଧରେ ରାଜନୈତିକ ପ୍ରତିବାଦ ଶାଣିତ ହେବାରେ ଲାଗିଛି । ମଙ୍ଗଳବାର କଂଗ୍ରେସ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି…

ଋଷଭ ପନ୍ତଙ୍କୁ ‘ଚାପୁଡା’ ମାରିବାକୁ କାହିଁକି ଚାହୁଁଛନ୍ତି କପିଲ ଦେବ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ଦଳର ଓ୍ବିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଆହତ ହେବା ପରେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଏବେବି ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଆଗାମୀ ବିଶ୍ୱକପରେ ଋଷଭ ପନ୍ତ ଖେଳିବା ସମ୍ଭାବନା ନାହିଁ। ଏପରି ସ୍ଥିତିରେ ଦଳର ପୂର୍ବତନ ଅଧିନାୟକ…

କେବଳ ଆମେରିକା ନୁହେଁ ଚାଇନାର ଗୁଇନ୍ଦା ବେଲୁନ ଭାରତକୁ ବି ଟାର୍ଗେଟ କରିଥିଲା: ରିପୋର୍ଟ

ନୂଆଦିଲ୍ଲୀ: ଯଦିଓ ଆମେରିକାର ଏଫ-୨୨ ଫାଇଟର ଜେଟ୍ ସାହାଯ୍ୟରେ ଆକାଶରେ ଉଡୁଥିବା ଚାଇନାର ଗୁଇନ୍ଦା ବେଲୁନକୁ ଆମେରିକା ନଷ୍ଟ କରିଦେଇଛି। ହେଲେ ଏହାକୁ ନେଇ ଏବେ ଆଉ କିଛି ରିପୋର୍ଟ ପ୍ରକାଶ ପାଇଛି। ଯାହା ଭାରତ ସମେତ ଅନ୍ୟ ଦେଶ ପାଇଁ ଉଦ୍ଦିଷ୍ଟ। ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଭାରତ…