Latest Odisha News

BREAKING NEWS

Browsing Category

ଫିଚର

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ:ରୋଇଂରେ ଓଡିଶାକୁ ପ୍ରଥମ ପଦକ, ସେମିରେ ହକି ଟିମ

ଭୁବନେଶ୍ୱର: ଭୋପାଳରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ପ୍ରତିଯୋଗୀଙ୍କ ଭଲ ପ୍ରଦର୍ଶନ ଜାରୀ ରହିଛି । ବୁଧବାର ରୋଇଂରେ ଓଡିଶା ପ୍ରତିଯୋଗୀ ପ୍ରଥମ ପଦକ ଜିତିଛନ୍ତି । ପୁରୁଷ ଜେଏମ୪ଏକ୍ସରେ ସୌରଭ, କପୀଶ କୁମାର, ରାହୁଲ ରାଠୋର ଓ ଚନ୍ଦନ ରାଜା ସ୍ୱାଇଁ ରୌପ୍ୟ ପଦକ ହାସଲ କରିଥିଲେ ।…

ରୋଗ ପୂର୍ବାନୁମାନ ଏବଂ ତ୍ବରିତ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ଉପଯୋଗୀ ସାଜିବ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ

ଭୁବନେଶ୍ୱର: ଜରୁରୀକାଳୀନ କ୍ଷେତ୍ରରେ ତ୍ବରିତ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ରୋଗର ଶୀଘ୍ର ଚିହ୍ନଟ କରିବା ବେଶ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ କର୍କଟ କିମ୍ବା ପକ୍ଷାଘାତ (ପାରାଲିସିସ୍‌/ବ୍ରେନ୍‌ ଷ୍ଟ୍ରୋକ୍) ରୋଗୀଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ରୋଗୀଙ୍କୁ…

ଓଡ଼ିଶା ପ୍ରତି ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନରେ ପିନାକୀ ମିଶ୍ର ଅସହିଷ୍ଣୁ କାହିଁକି ? : ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର: ବରିଷ୍ଠ ବିଜେଡି ସାଂସଦ ପିନାକୀ ମିଶ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ପ୍ରତି ଅବଦାନରେ ଅସହିଷ୍ଣୁ ହୋଇ ଯାଇଛନ୍ତି । ତେଣୁ ସେ ଲୋକସଭାରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି ବୋଲି ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…

ସର୍ବଭାରତୀୟ ସଫ୍ଟବଲ ଚାମ୍ପିୟନଶିପ: ଉଭୟ ବିଭାଗର ଫାଇନାଲରେ ପଞ୍ଜାବ

ପୁରୀ: ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଚାଲିଥିବା ସର୍ବଭାରତୀୟ ସଫ୍ଟବଲ ଚାମ୍ପିୟନଶିପର ପଞ୍ଜାବ ଉଭୟ ବିଭାଗର ଫାଇନାଲରେ ପ୍ରବେଶ କରିଛି । ଗୁରୁବାର ଫାଇନାଲ ମ୍ୟାଚ ଆୟୋଜିତ ହେବ । ମହିଳା ବିଭାଗ ଫାଇନାଲରେ ପଞ୍ଜାବ ଓ ମହାରାଷ୍ଟ୍ର ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହେବେ । ସେମିରେ…

ଆଦାନୀ ଗ୍ରୁପକୁ ଆମେରିକା କୋର୍ଟକୁ ଡାକୁଛି ହିଣ୍ଡେନବର୍ଗ, ପୂର୍ବରୁ କ’ଣ ହୋଇଛି ପରିଣାମ ଜାଣନ୍ତୁ ଏହି…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଦାନୀ ଗ୍ରୁପ ବଡ଼ ଗଡ଼ବଡ଼ କରିଛି। ଜାଲିଆତି କରି ଆଦାନୀ ଗ୍ରୁପ ବ୍ୟବସାୟରେ ଉପରକୁ ଉଠିଛି। ଆମେରିକାର ହିଣ୍ଡେନବର୍ଗ କମ୍ପାନୀ ଏହି ରିପୋର୍ଟ ପ୍ରକାଶ କରିଛି। ଏହାପରେ ସାରା ଦେଶ ତଥା ବିଶ୍ୱରେ ଆଦାନୀ ଗ୍ରୁପକୁ ନେଇ ଚର୍ଚ୍ଚା ବଢ଼ିଛି। ଏହାପରେ ଆଦାନୀ ଗ୍ରୁପ…

ହୀନ ରାଜନୀତି ଛାଡୁନି ପାକିସ୍ତାନ: ୱାଘା ସୀମାରେ ୧୯୦ ହିନ୍ଦୁଙ୍କୁ ଅଟକାଇଲେ ପାକ ଅଧିକାରୀ

ଇସଲାମବାଦ: ଗୋଟିଏ ପଟେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଦେଶର ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଅନ୍ୟ ରାଷ୍ଟ୍ର ପାଖରେ ହାତ ପତଉଛି । ଦେଶ ଭିକାରୀ ହୋଇଗଲାଣି କହି ମୁଣ୍ଡ ପିଟୁଛନ୍ତି ପାକ ପ୍ରଧାନମନ୍ତ୍ରୀ  । ହେଲେ ଭାରତ ବିରୋଧୀ ବୟାନବାଜିରୁ କିନ୍ତୁ ଓହରି…

‘ଟିଭିରେ ଚମକିଲେ ମୋଦୀ ହେବେନି’

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ଅଭିଭାଷଣ ଦେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ଏହାସହ ବିରୋଧୀଙ୍କ କଥାକୁ ଲୋକେ ବିଶ୍ୱାସ କରିବେ ନାହିଁ ବୋଲି କହିଛନ୍ତି। କିନ୍ତୁ ଯେଉଁମାନେ ଅହଙ୍କାରରେ ବଞ୍ଚିଥାନ୍ତି,…

ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ନିଆଯିବ ଗୁଜରାଟ, ଜାଣନ୍ତୁ କେମିତି ହୁଏ ପରୀକ୍ଷା…

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଟେଷ୍ଟ । ଏଥିପାଇଁ ଗୋପାଳ ରାଜି ହୋଇଥିବା ବେଳେ କୋର୍ଟ ବି ଦେଇଛନ୍ତି ଅନୁମତି । ନାର୍କୋ ଟେଷ୍ଟ ସହ ଗୋପାଳର ପଲିଗ୍ରାଫ ଟେଷ୍ଟ ହେବ । ଏଥିସହ କ୍ରାଇମବ୍ରାଞ୍ଚ ଗୋପାଳକୁ ଆଉ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି…

ଡବ୍ଲ୍ୟୁଟିସି ଫାଇନାଲ ଦି ଓଭାଲରେ ୭ ଜୁନରୁ ଖେଳାଯିବ

ଦୁବାଇ: ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ କେବେ ଓ କେଉଁଠାରେ ଖେଳାଯିବ ତାହା ଆଇସିସି ଚୂଡାନ୍ତ କରିଛି । ଦି ଓଭାଲରେ ୭ରୁ ୧୧ଜୁନ ପର୍ଯ୍ୟନ୍ତ ଆୟୋଜିତ ହେବ । ଆଇସିସି ବୁଧବାର ତାରିଖର ଘୋଷଣା କରିବା ସହ ରିଜର୍ଭ ଡେ ରଖାଯିବା ନେଇ ସ୍ପଷ୍ଟ କରିଛି । ୧୨ଜୁନ ରିଜର୍ଭ ଡେ ଭାବେ ରଖାଯିବ । ୱାର୍ଲ୍ଡ…

ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ଯୋଜନା କରିଛନ୍ତି ସେ ହିଁ ନବ ଦାସଙ୍କ ହତ୍ୟାକାରୀ-ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ନବ ଦାସଙ୍କ ମୃତ୍ୟୁ ଘଟଣାରେ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ । କହିଲେ ମୁଖ୍ୟମନ୍ତ୍ରୀ ଆଶା ହିଁ କାଳ ହେଲା ନବଙ୍କ ପାଇଁ । ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ପରେ ତାଙ୍କ ପଦରେ ବସିବାକୁ ଚାହୁଁଛନ୍ତି ସେମାନେ ହିଁ ନବ ଦାସଙ୍କୁ ରାସ୍ତାରୁ ହଟାଇଛନ୍ତି ବୋଲି କହିଛନ୍ତି…