Latest Odisha News

BREAKING NEWS

Browsing Category

ଫିଚର

ୟାନୋମାମି ଜନଜାତିର ଅଜବ ପରମ୍ପରା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଅଜବ ଏ ବିଶ୍ୱ । ଏ ବିଶ୍ୱ ବିଷୟରେ ଯେତେ ଜାଣିବାକୁ ଚାହିଁବା ସେତେ ଆଶ୍ଚର୍ଯ୍ୟ ହେବା । ଏଠି ଯେତେ ଲୋକ ସେତେ ପରମ୍ପରା । ହେଲେ ଏମିତି କିଛି ପରମ୍ପରା ଅଛି ଯାହା ଖାଲି ଚକିତ କରେନି, ଏହାକୁ ବିଶ୍ୱାସ କରିବା ମଧ୍ୟ ସହଜ ନୁହେଁ ।    ଆମେ ଏଠି ଦକ୍ଷିଣ ଆମେରିକାର ଏକ ଜନଜାତିଙ୍କ ଉପରେ  କହିବୁ…

କୋର୍ଟରେ ପଶିଲା ବାଘ, ଆକ୍ରମଣରେ ୧୦ ଆହତ ‌

ନୂଆଦିଲ୍ଲୀ: କୋର୍ଟରେ ବାଘ ଆତଙ୍କ । ଉତ୍ତର ପ୍ରଦେଶ ଗାଜିଆବାଦର ଏକ କୋର୍ଟ ପରିସରରେ ପଶିଲା କଲରାପତରିଆ ବାଘ । ବାଘ ଆକ୍ରମଣରେ ୫ ଜଣ ଆଇନଜୀବୀ ସମେତ ୧୪ ଜଣ ଲୋକ ଆହତ ‌ହୋଇଛନ୍ତି । ସୂଚନା ଅନୁଯାୟୀ, ଗାଜିଆବାଦ କୋର୍ଟରେ ଅପରାହ୍ନ ୪ଟାରେ ଗୋଟାଏ କଲରାପତରିଆ ବାଘ ପଶିଯାଇଥିଲା  । କୋର୍ଟ…

୭ ହଜାର କର୍ମଚାରୀ ଛଟେଇ କରିବ ଡିଜ୍‌ନୀ ଭିଡିଓ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମ

ନୂଆଦିଲ୍ଲୀ: ଗୁଗଲ, ଆମାଜାନ ଓ ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ କମ୍ପାନୀ କର୍ମଚାରୀ ଛଟେଇ କରିବା ପରେ ଏବେ ଡିଜ୍‌ନୀ ମଧ୍ୟ କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ୭୦୦୦ କର୍ମଚାରୀ ଛଟେଇ କରିବ ବୋଲି ସୂଚନା ମିଳିଛି। ଖର୍ଚ୍ଚ କାଟ କରିବାକୁ କମ୍ପାନୀ ଏହି ନିଷ୍ପତ୍ତି ନେଇଥିବା…

ଭାରତରେ ଆରମ୍ଭ ହେଲା ଟ୍ୱିଟର ବ୍ଲୁ ସର୍ଭିସ୍; ବ୍ଲୁ ଟିକ୍ ପାଇବାକୁ ହେଲେ ଦେବାକୁ ପଡ଼ିବ ଏତିକି ଟଙ୍କା

ନୂଆଦିଲ୍ଲୀ: ଟ୍ୱିଟର ଭର୍ତ୍ତମାନ ଖରାପ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି। ତେଣୁ ସ୍ଥିତିର ମୁକାଲିବା ପାଇଁ ଭାରତରେ ଟ୍ୱିଟର ବ୍ୱୁ ସବ୍ସକ୍ରିପ୍‌ସନ ସେବା ଆରମ୍ଭ କରିଛି କମ୍ପାନୀ। କେବଳ ଭାରତ ନୁହେଁ, ବ୍ରାଜିଲ୍, ଇଣ୍ଡୋନେସିଆରେ ମଧ୍ୟ ଟ୍ୱିଟର ବ୍ଲୁ ସବ୍ସକ୍ରିପ୍‌ସନ ସେବା ଆରମ୍ଭ ହୋଇଛି।…

ଆଜି ଚକୋଲେଟ ଡେ, ଚକୋଲେଟ ଦେଇ ମନ କଥା କହିବେ ପ୍ରେମୀ ଯୁଗଳ

‘ପ୍ରେମ’ ଏହି ଶଦ୍ଦରେ ଭରି ରହିଛି ମିଠା ଆଭାସ । ପ୍ରେମ ଶାଶ୍ବତ ଓ ଚିରନ୍ତନ । ବର୍ତ୍ତମାନ ଚାଲିଛି ପ୍ରେମ ସପ୍ତାହ । ଆଜି ପ୍ରେମ ଋତୁର ତୃତୀୟ ଦିନ ଅର୍ଥାତ୍‌ ଚକୋଲେଟ ଡେ । ଗତକାଲି ଗୋଲାପ ଦେଇ ପ୍ରପୋଜ କରିଥିବା ବେଳେ ଆଜି ଚକୋଲେଟ ଦେଇ ପ୍ରେମରେ ମିଠାସ ଭରିବେ ପ୍ରେମୀ ଯୁଗଳ । ପରସ୍ପରକୁ…

ଏଟିଏମରୁ ବାହାରିବ କଏନ; ୧୨ଟି ସହରରେ ମୁଦ୍ରା ଭେଣ୍ଡିଂ ମେସିନ୍‌ ଆରମ୍ଭ

ନୂଆଦିଲ୍ଲୀ: ଏଟିଏମରୁ ବାହାରିବ କଏନ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଦେଲେ ସୂଚନା। ମୁଦ୍ରାଗୁଡ଼ିକର ବ୍ୟବହାରକୁ ସହଜ କରିବା ପାଇଁ ଆରବିଆଇ QR କୋଡ୍ ଆଧାରିତ ମୁଦ୍ରା ଭେଣ୍ଡିଂ ମେସିନ୍ ଲଞ୍ଚ କରିବ । ଏ ନେଇ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ସୂଚନା…

ଫେବୃଆରୀରେ ଜଳିଲା ରାଜଧାନୀ;  ୩୫ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର: ଆଜିଠାରୁ ବଢିଲାଣି ତାପମାତ୍ରା  । ଜଳିଲାଣି ସହର । ଗତକାଲି ଭୁବନେଶ୍‌୰ର ତାପମାତ୍ରା ୩୫ ଡିଗ୍ରୀ ଟପିଥିଲା । ଗତକାଲି ରାଜଧାନୀର ତାପମାତ୍ରା ୩୫.୪ ଡିଗ୍ରୀ ଥିବା ରେକର୍ଡ କରାଯାଇଛି । ଖାଲି ରାଜଧାନୀ ନୁହେଁ, ନୟାଗଡ ତାପମାତ୍ରା ମଧ୍ୟ ୩୫ ଡିଗ୍ରୀ ଛୁଇଁଛି ।   ଦାରିଂବାଡି,…

ୱେବସାଇଟରେ ଅପଲୋଡ ହେଲା ମାଟ୍ରିକ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ

କଟକ:ୱେବ ସାଇଟରେ ମିଳିଲା ମାଟ୍ରିକ ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ୱେବସାଇଟରେ ଅପଲୋଡ କରାଯାଇଛି । ବୋର୍ଡ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ୨ୟ ସବମେଟିଭ ଆସେସମେଣ୍ଟ  (ଏସଏ-୨)ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଏଣିକି ୱେବ…

ବ୍ରିଟେନ ସଂସଦରେ ଜେଲେନସ୍କିଙ୍କ ଦମ୍ଭୋକ୍ତି: ଯୁଦ୍ଧରେ ରୁଷ ହାରିବ

ଲଣ୍ଡନ:ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମାର ଜେଲେନସ୍କି ବୁଧବାର ବିସ୍ଫୋରକ ବୟାନ ଦେଇ କହିଛନ୍ତି ରୁଷ ତାଙ୍କ ଦେଶ ସହ ଯୁଦ୍ଧ କରି ହାରି ଯାଇଛି । ମସ୍କୋ ସୈନ୍ୟ ଆକ୍ରମଣ କରିବାର ପ୍ରଥମ ଦିନରୁ ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନକୁ ବ୍ରିଟେନ ସମର୍ଥନ କରିଥିବାରୁ ଜେଲେନସ୍କି କୃତଜ୍ଞତା ପ୍ରକାଶ…

ପୋଲିସ୍ ହେପାଜତରେ କେତେ ଜଣଙ୍କ ମୃତ୍ୟୁ ଘଟିଛି, ସଂସଦକୁ ଉତ୍ତର ଦେଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଗତ ପାଞ୍ଚ ବର୍ଷ ମଧ୍ୟରେ ପୋଲିସ୍ ହେପାଜତରେ ୬୫୦ ରୁ ଅଧିକ ମୃତ୍ୟୁ ଘଟିଛି। ସଂସଦକୁ ଲିଖିତ ଉତ୍ତରରେ ଗୃହ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାକୁ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୬୬୯ ଟି ପୋଲିସ ହେପାଜତରେ…