Latest Odisha News

BREAKING NEWS

Browsing Category

ଫିଚର

ଡବ୍ଲ୍ୟୁପିଏଲ: ୫୦ ଲକ୍ଷ ବେସ ପ୍ରାଇସରେ ୨୪ ଖେଳାଳି

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ କ୍ରିକେଟ ଚଳିତ ବର୍ଷ ମାର୍ଚ୍ଚ ୪ରୁ ଆରମ୍ଭ ହେବ । ବିସିସିଆଇ ପକ୍ଷରୁ ୪୦୯ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ୫୦ ଲକ୍ଷ ବେସ ପ୍ରାଇସରେ ୨୪ ଖେଳାଳିଙ୍କୁ ରଖାଯାଇଛି । ଏଥିରେ ଟିମ ଇଣ୍ଡିଆର ଅଧିନାୟିକା ହରମନପ୍ରୀତ କୌର, ସ୍ମୃତି ମାନ୍ଧନା, ଦୀପ୍ତି ଶର୍ମା…

ବନ ବିଭାଗ ହେପାଜତରେ ମୃତ୍ୟୁ ମାମଲା, ୬ ବନ କର୍ମଚାରୀ ଗିରଫ

କଟକ: ଆଠଗଡ଼ ବଡ଼ମ୍ବା ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା । ପୋଲିସ ହାତରେ ବନ୍ଧା ହେଲେ ୬ ଜଣ ବନ କର୍ମଚାରୀ । ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସହ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଓ ପ୍ରଭାତ ପ୍ରଧାନ ଗିରଫ ହୋଇଛନ୍ତି…

ଭାରତ-ଅଷ୍ଟ୍ରେଲିଆ ସିରିଜରେ ଭାଙ୍ଗିବ ଏହି ରେକର୍ଡ

ନାଗପୁର: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜରେ ଅନେକଗୁଡିଏ ରେକର୍ଡ ଭାଙ୍ଗିପାରେ । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ୬୪ ରନ ସଂଗ୍ରହ କଲେ ବିଶ୍ୱ କ୍ରିକେଟରେ ଷଷ୍ଠ ଖେଳାଳି ଭାବେ ୨୫୦୦୦ ଆନ୍ତର୍ଜାତୀୟ ରନ ପୂର୍ଣ୍ଣ…

ପୁଣି ଥରିଲା ତୁର୍କୀ: ରିକ୍ଟର ସ୍କେଲରେ ତୀବ୍ରତା ୪.୩

ଇସ୍ତାନବୁଲ:ଗୋଟିଏ ପରେ ଗୋଟିଏ ଝଟକା ତୁର୍କୀକୁ ମାଟିରେ ମିଶାଇ ଦେଲାଣି । ୪ ଥର ବଡ ଧରଣର ଭୂୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ମୃତ୍ୟୁ ସଂଖ୍ୟା ୯ ହଜାର ପାର କରିଗଲାଣି । ଆହତଙ୍କ ସଂଖ୍ୟା ବି ୫୦ ହଜାର ପରେ । ଏହା ଭିତରେ ପୁଣି  ଭୂକମ୍ପ ଝଟକା ଅନୁଭୁତ ହୋଇଛି । ୟୁନାଇଟେଡ ଷ୍ଟେଟ…

ବିପଦରେ ଲକ୍ଷ ଲକ୍ଷ ଏଣ୍ଡ୍ରୟଡ୍ ମୋବାଇଲ୍ ବ୍ୟବହାରକାରୀଙ୍କ ତଥ୍ୟ

ନୂଆଦିଲ୍ଲୀ: ଭାରତରେ 5G ଆରମ୍ଭ ସହ ସ୍ମାର୍ଟଫୋନ୍ ବ୍ୟବହାର ବଢ଼ୁଛି । ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ କେନ୍ଦ୍ର ସରକାରଙ୍କ ସଂସ୍ଥା ଚେତାବନୀ ଦେଇଛି । ସାମସଙ୍ଗ ଗାଲାକ୍ସି, ୱାନ୍ ପ୍ଲସ୍, ଅପୋ, ଭିଭୋ, ସାଓମି ଭଳି ସ୍ମାର୍ଟଫୋନ୍ ସାମିଲ୍ ରହିଛି । ଏସବୁ ଫୋନ୍…

ମା’ ହେଲେ ଟ୍ରାନ୍ସଜେଣ୍ଡର ଦମ୍ପତି, ପୁଅ କି ଝିଅ ଦେଲେନି ସୂଚନା

ଥିରୁଭାନନ୍ତପୁରମ: କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍‌ ଜିୟା ଓ ଜହାଦ ଖୁବ୍‌ଶୀଘ୍ର ଘରକୁ ଆସିଲା ନୂଆ ଅତିଥି । ଶେଷରେ ପୂରଣ ହେଇଛି ସ୍ୱପ୍ନ  । ଟ୍ରାନ୍ସଜେଣ୍ଡର ଦମ୍ପତି ଶିଶୁକୁ ଦେଲେ ଜନ୍ମ  । ଟ୍ରାନ୍ସଜେଣ୍ଡର ଦମ୍ପତି ଜାହାଦ କେରଳର ଏକ ସରକାରୀ ଡାକ୍ତରଖାନାରେ ପ୍ରସବ…

ହାତ ଧରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ !

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇ ପାରନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ନେତା ଅମୀୟ ପାଣ୍ଡବଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପରେ ରାଜ୍ୟ ରାଜନୀତିକୁ ଏହା ଖୋରାକ୍ ଯୋଗାଇଛି । ହେଲେ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ୍ ହେବେ କି ନା ସେ ନେଇ କିଛି ମନ୍ତବ୍ୟ…

ଗୋପାଳର ହେବ ନାର୍କୋ ଟେଷ୍ଟ, ମିଳିଲା ୫ ଦିନିଆ ରିମାଣ୍ଡ ଅନୁମତି

ଝାରସୁଗୁଡ଼ା: ପୁଣି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବ ଗୋପାଳ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗୋପାଳ ଦାସକୁ ପୁଣି ଥରେ ରିମାଣ୍ଡରେ ନେବ । ତୃତୀୟ ପର୍ଯ୍ୟାୟରେ ଗୋପାଳକୁ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି…

ଚର୍ଚ୍ଚାରେ ମୋଦୀଙ୍କ ନୀଳ ରଙ୍ଗର ଜ୍ୟାକେଟ୍‌, ଜାଣନ୍ତୁ ଏହା ପଛର କାରଣ… 

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ମୋଦୀଙ୍କ ଜ୍ୟାକେଟ୍‌  । ସବୁ ସମୟରେ ନିଜର ପୋଷାକକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ  । ବିରୋଧି ଦଳ ମଧ୍ୟ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ପୋଷାକର ଦାମକୁ ନେଇ ଆଲୋଚନା କରନ୍ତି। ସଂସଦ ହେଉକି ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସବୁ ସମୟରେ…

ନବ ଦାସ ହତ୍ୟା ପଛରେ ବହୁତ ବଡ଼ ବଡ଼ ମୁଣ୍ଡ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ଗୋପାଳ ହେଉଛି ସୁଟର, ହ୍ୟାଣ୍ଡଲର କିଏ ? ନବ ଦାସଙ୍କୁ ହତ୍ୟା ପଛର ନାୟକ କିଏ ? କାହା ପ୍ରରୋଚନାରେ ଏତେ ବଡ଼ ହତ୍ୟାକାଣ୍ଡ ଘଟିଲା ତାହା ମୁଖ୍ୟ । ଗୋପାଳ ତ ମାନିଛି ସେ ମାରିଛି । ହେଲେ କାହିଁକି ମାରିଲା, କାହା ପ୍ରରୋଚନାରେ ମାରିଲା କହି ପୋଲିସ ଓ କ୍ରାଇମବ୍ରାଞ୍ଚକୁ ସମାଲୋଚନା…