Latest Odisha News

BREAKING NEWS

Browsing Category

ଫିଚର

ରାସ୍ତା ପାଇଁ ଦହଗଞ୍ଜ, ଭାରରେ ବୁହା ହେଲେ ପ୍ରସୂତି ଓ ନବଜାତ

କୋରାପୁଟ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଲୋକଙ୍କ ପାଖରେ ରାସ୍ତା ପହଞ୍ଚି ପାରିନି । ଆଉ ରାସ୍ତା ନ ଥିବାରୁ ଲୋକେ ସ୍ୱାସ୍ଥ୍ୟ ସେବା ଠିକ୍ ସମୟରେ ପାଇ ପାରୁ ନାହାଁନ୍ତି । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲ୍ଲି ପଞ୍ଚାୟତ ରାମଗଡ଼ ଗାଁରୁ ଆସିଛି ଅଭାବନୀୟ ଦୃଶ୍ୟ । ଗାଁର ସମ୍ବାରୁ…

ବିଜୟ ଶଙ୍କରଙ୍କ ବିରୋଧରେ ଏତଲା, ସୋମାଲିକାଙ୍କ ବୟାନର ଭିଡିଓ ଗ୍ରାଫି କଲା ପୋଲିସ

ଜଗତସିଂହପୁର: ସାନି ଏତଲା ପରେ ଆକ୍ସନ ମୋଡରେ ପୋଲିସ । ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଦାଶଙ୍କ ସାନି ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଜି ଦୀର୍ଘ ୬ ଘଣ୍ଟା ଧରି ପୋଲିସ ଅଭିଯୋଗ ଆଣିଥିବା ସୋମାଲିକାଙ୍କୁ ପଚରାଉଚରା କରିବା ସହ ବୟାନର ଭିଡିଓ…

ଗତ ୨୪ ଘଣ୍ଟାରେ ତୃତୀୟ ଭୂମିକମ୍ପ; ଏଥର ୬.୦ ତୀବ୍ରତାରେ ପୁଣି ଥରିଲା ତୁର୍କୀ; ଗଲାଣି ୧୮୦୦ରୁ ଅଧିକ ଜୀବନ

ଇସ୍ତାନବୁଲ: ତୁର୍କିରେ ବିପଦ ଟଳିବାର ନାଁ ନେଉ ନାହିଁ। ଗୋଟିଏ ପରେ ଗୋଟିଏ ଭୂମିକମ୍ପ ପୂରା ଦେଶକୁ ଥରାଇ ସାରିଲାଣି। ଗତ ୨୪ ଘଣ୍ଟାରେ ତୁର୍କିରେ ଦୁଇଟି ବଡ଼ ବଡ଼ ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ବେଳେ ଏବେ ପୁଣି ତୃତୀୟ ଭୂମିକମ୍ପ ହୋଇଛି। ଯଦିଓ ତୃତୀୟ ଭୂମିକମ୍ପ ପୂର୍ବ ଦୁଇଟି ତୁଳନାରେ ସେତେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଲିଖିତ ପୁସ୍ତକକୁ ରୋକ ଲଗାଇଲା ଆମାଜନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲିଖିତ ପୁସ୍ତକ ମୋଦି ଆଣ୍ଡ ମିକୁ ବ୍ୟାନ କରିଛି ଆମାଜନ । ସୌରଭ ଦତଙ୍କ ଏହି ପୁସ୍ତକ ହିନ୍ଦୁତ୍ୱ ଉପରେ ଆଧାରିତ ହୋଇଥିବାରୁ ବ୍ୟାନ କରାଯାଇଛି ବୋଲି ଯୁକ୍ତି ବାଢ଼ିଛି ଆମାଜନ । ସୌରଭ ଆମାଜନ ପକ୍ଷରୁ ଦିଆଯାଇଥିବା ସୂଚନାକୁ ଟୁଇଟ…

ରାଫେଲ ଡିଲକୁ ନେଇ କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ୍‌; ମିଛ ଯେତେ ବଡ଼ ହେଲେ ବି ସତ ଆଗରେ ଦିନେ ହାରିବ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର(ଫେବ୍ରୁଆରୀ ୬) କର୍ଣ୍ଣାଟକ ତୁମକୁରରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍(HAL)ର ହେଲିକପ୍ଟର ଫ୍ୟାକ୍ଟ୍ରିର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଲାଇଟ୍‌ ୟୁଟିଲିଟ ହେଲିକପ୍ଟରର ଅନାବରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦୀଙ୍କ…

ସରିଫ ମାନିଲେ, ପାକିସ୍ତାନ ଏବେ ଭିକ ମାଗି ବଞ୍ଚିଛି, କଶ୍ମୀର ଏଜେଣ୍ଡା ପାଇଁ ସମ୍ବଳ ନାହିଁ

ଇସଲାମବାଦ: ପାକିସ୍ତାନ ଏବେ ଭିକାରୀ, ଏମିତି ସ୍ଥିତିରେ କଶ୍ମୀର ଏଜେଣ୍ଡାକୁ ଆମେ କାର୍ଯ୍ୟକାରୀ  କରିପାରିବୁ ନାହିଁ- କହୁ କହୁ ଏମିତି ବଡ କଥା କହିଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ । ନିଜେ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି, ପାକିସ୍ତାନର ଆର୍ଥିକ ସ୍ଥିତି ସଙ୍କଟରେ । ଏକ…

କିଏ ଏହି ଗବେଷକ ? ତୁର୍କି ସମେତ ୪ ଦେଶରେ ଭୂମିକମ୍ପ ହେବା ନେଇ ସତର୍କ କରାଇଥିଲେ

ନୂଆଦିଲ୍ଲୀ: ତୁର୍କୀ ସମେତ ଲେବାନନ, ସିରିୟା ଓ ଇସ୍ରାଏଲରେ ଏବେ ଭୟଙ୍କର ଭୂମିକମ୍ପ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ଓ ଭୟଭୀତ କରାଇ ଦେଇଛି । ଏହି ପ୍ରାକୃତିକ ଦୁର୍ବିପାକରେ ଏ ପର୍ଯ୍ୟନ୍ତ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରି ସାରିଛନ୍ତି । ତେବେ ଭୂମିକମ୍ପ ନେଇ ଜିଓଲୋଜିକାଲ ଇନଷ୍ଟିଚ୍ୟୁଟର…

ତୃତୀୟ ଥର ପାଇଁ ସ୍ଥଗିତ ହେଲା ଦିଲ୍ଲୀ ମେୟର ନିର୍ବାଚନ: ସୁପ୍ରିମକୋର୍ଟ ଯିବ ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନକୁ ଦୁଇ ମାସ ବିତିଯାଇଥିଲେ ବି ମେୟର କି ଡେପୁଟି ମେୟର ନିର୍ବାଚନ ହୋଇପାରିଲା ନାହିଁ। ମେୟର ନିର୍ବାଚନ ଆୟୋଜନ ପୂର୍ବରୁ ଦୁଇଥର ଫେଲ୍ ମାରିଥିବା ବେଳେ ସୋମବାର ତୃତୀୟ ଥର ଫେଲ୍ ମାରିଛି। ଆଜି(ଫେବ୍ରୁଆରୀ-୬) ପୁଣିଥରେ ସଦନରେ ମୁହାଁମୁହିଁ ହୋଇଛନ୍ତି…

ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ନଚେତ ଇସ୍ତଫା ଦିଅନ୍ତୁ-ପିସିସି ସଭାପତି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏତେ ବଡ ଘଟଣାରେ ଲୋକଙ୍କୁ ଅନ୍ଧାରରେ ରଖି କ୍ରାଇମବ୍ରାଞ୍ଚ କାହାଣୀ ଶୁଣାଉଛି । ଗୃହମନ୍ତ୍ରାଳୟ ନିଜ ହାତରେ ଥିଲେ ବି ମୁଖ୍ୟମନ୍ତ୍ରୀ ଚୁପ…

ତୁର୍କିରେ ଭୂମିକମ୍ପ ପାଇଁ ସହଯୋଗର ହାତ ବଢ଼ାଇଲା ଭାରତ, ରିଲିଫ ସାମଗ୍ରୀ ସହ ଯିବ ଏନ୍‌ଡିଆର୍‌ଏଫ୍ ଟିମ୍

ତୁର୍କି: ତୁର୍କିରେ ଗୋଟିଏ ଦିନରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଦେଶକୁ ଛାରଖାର କରିଦେଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ସୁଧା ୧୨୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଆହତ ହୋଇଛନ୍ତି। ପାଖାପାଖି ୧୭୦୦ ବିଲ୍ଡିଂ ଭାଙ୍ଗି ଚୁରମାର ହୋଇଯାଇଛି। ଏଭଳି ଏକ ବିପଦ ସମୟରେ ତୁର୍କିକୁ…