Latest Odisha News

BREAKING NEWS

Browsing Category

ଫିଚର

ଦେଶରେ କମିଲା ବେରୋଜଗାରୀ ହାର୍; ନିଯୁକ୍ତି ଦେବାର ସବୁଠାରୁ ଖରାପ ପ୍ରଦର୍ଶନ କରିଛି ଏହି ରାଜ୍ୟ

ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୂର କରିବାକୁ ଉଭୟ ସରକାର ପଦକ୍ଷେପ ନେଉଥିବା କହୁଥିବା ବେଳେ ଏବେ ଏହାକୁ ନେଇ ଖୁସୀ ଖବର ସାମ୍ନାକୁ ଆସିଛି। ଦେଶରେ ବେରୋଜଗାରୀ ହାର ଗତ ୪ ମାସ ତୁଳନାରେ ୨୦୨୩ ଜାନୁଆରୀରେ ସର୍ବନିମ୍ନ…

ରାଖୀ ସାୱନ୍ତଙ୍କ ମୁଣ୍ଡରେ ଟେନ୍‌ସନ୍‌, କହିଲେ ବିପଦରେ ମୋ ବିବାହ

ମୁମ୍ବାଇ : ଟେନ୍‌ସନ୍‌ରେ ରାଖୀ ସାଓ୍ୱନ୍ତ । ନୂଆବର୍ଷରେ ରାଖୀ ସାୱନ୍ତଙ୍କ ଜୀବନରେ ସୁଖ ଆଣିବା ପରିବର୍ତ୍ତେ ଦୁଃଖର ପାହାଡ଼ ଲଦି ହୋଇଯାଇଛି ବୋଲି କହିଛନ୍ତି ରାଖୀ । ପ୍ରଥମେ ରାଖୀଙ୍କ ବିବାହ ବିଷୟରେ ପ୍ରକାଶ ପାଇଲା କିନ୍ତୁ ଆଦିଲ ଏହି ବିବାହକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ।…

ଧନୀ ତାଲିକାରେ ୧୫ ତମ ସ୍ଥାନକୁ ଖସିଲେ ଅଡାନୀ; ଏସିଆର ଶ୍ରେଷ୍ଠ ଧନୀ ଏବେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଧୀରେ ଧୀରେ ଆଡାନୀଙ୍କ ସମ୍ପତ୍ତିରେ ହ୍ରାସ ପାଇବାରେ ଲାଗିଛି। ଦିନେ ସେ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ୩ ନମ୍ବର ସ୍ତାନରେ ଥିଲେ। ହେଲେ ଏବେ ତାଲିକାରେ ସେ ୧୫ ତମ ସ୍ଥାନକୁ ଖସି ଆସିଛି। କେବଳ ସେତିକି ନୁହେଁ, ଏସିଆରେ ସର୍ବଶ୍ରେଷ୍ଠ ଧନୀ ପଦବୀ ହରାଇଛନ୍ତି ଅଡାନୀ। ଫଳରେ ପୁଣି…

ନବ ଦାସ ହତ୍ଯା ମାମଲାର ପ୍ରମାଣ ପାଇଖାନା ଟାଙ୍କିରେ?

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ କରିବାକୁ ଯାଇ ରାତି ଅଧରେ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡା ବିମାନ ବନ୍ଦର ଥାନାର ପାଇଖାନା ଟାଙ୍କି ଖୋଳିଛି। ଗୁଳିମାଡ କରିବା ପରେ ଅଭିଯୁକ୍ତ ଗୋପାଳ ଦାସକୁ ପୋଲିସ ଏହି ଥାନାରେ ଅଟକ ରଖିଥିଲା। ଏହି ସମୟରେ କିଛି କାଗଜ…

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ଼, ମାଲିକ ସମେତ ୩ ଗିରଫ

ଭୁବନେଶ୍ବର: ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ଼ ମାରିବା ଘଟଣା । ଘଟଣାକୁ ନେଇ ପୋଲିସ୍‌ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  । ମାଲିକ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି  । ସୂଚନା ଅନୁଯାୟୀ, ସର୍ବେଶ୍ୱରଙ୍କ ନିଶା ଛଡ଼ାଇବା ପାଇଁ ପରିବାର ଲୋକ ଗତ ୨୭…

ଗୁପ୍ତ ଦସ୍ତାବିଜ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ଏଫବିଆଇର ରେଡ୍

ୱାଶିଂଟନ: ଆମେରିକାର ତଥା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା ଜୋ ବାଇଡେନଙ୍କ ଘରେ ରେଡ୍ । ସିକ୍ରେଟ ଡକ୍ୟୁମେଂଟ ବା ଗୁପ୍ତ ଦସ୍ତାବିଜ ମାମଲାରେ ଏହି ରେଡ୍ କରିଛି ଫେଡେରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ଏଫବିଆଇ) । ଡେଲାୱେରର ରେହବୋଥ ବିଚରେ ଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ…

ଶୁଭମନ ଏବଂ ହାର୍ଦ୍ଦିକଙ୍କ ଧୂଆଁଧାର ପ୍ରଦର୍ଶନ, ତୃତୀୟ ଟି-୨୦ ମ୍ୟାଚ ଜିତି ସିରିଜ ସିଲ୍ କଲା ଭାରତ

ଅହମଦାବାଦ: ଦିନିକିଆ ପରେ ଟି-୨୦ ସିରିଜ ଜିତିଲା ଭାରତ । ନ୍ୟୁଜିଲାଣ୍ଡ ଟିମ୍ ରାଞ୍ଚିରେ ମ୍ୟାଚ ଜିତି ଯେଉଁ ଜୋଶରେ ଆରମ୍ଭ କରିଥିଲା ତାହା ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦେଖିବାକୁ ମିଳିନାହିଁ। ଯାହାର ଫାଇଦା ନେଇଛି ଘରୋଇ ଦଳ। ଆଉ ସିରିଜ ନିଜ ନାଁରେ କରିଛି ଭାରତ । ଦୁଇ ଦଳ ମଧ୍ୟରେ…

ଏଫପିଓ ପ୍ରତ୍ୟାହାର, ନିବେଶକଙ୍କ ଟଙ୍କା ଫେରସ୍ତ କରିବ କହିଲା ଆଦାନୀ

ନୂଆଦିଲ୍ଲୀ: ହିଣ୍ଡେନବର୍ଗର ରିପୋର୍ଟ ପରେ ଅଡୁଆରେ ପଡିଥିବା ଆଦାନୀ ଗ୍ରୁପ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଘୋଷଣା କରିଛି। ବିଜନେସ ଟାଇକୁନ୍ ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଏହି ଗ୍ରୁପ ଏହାର ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ଏଫିଓ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି।…

ଗଣ୍ଡଗୋଳ ଏବଂ ବଟି ମାଗିବା ଅଭିଯୋଗ, ବିଧାୟକ ସାଲୁଜାଙ୍କ ପୁଅ ଗିରଫ

ବଲାଙ୍ଗୀର: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ସାଲୁଜା ଗିରଫ । ସ୍ଥାନୀୟ ସିନେମା ହଲରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । କଣ୍ଟାବାଞ୍ଜି ପୁଲିସ ତାଙ୍କୁ ଗିରଫ କରି ବେଲପଡା ଥାନାରେ ପଚରାଉଚରା କରୁଥିବା ସୂଚନା ରହିଛି । ଦୁଇ ଦିନ…

ଜୁନିୟର ମହିଳା ହକି: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷିତ ଦଳରେ ୫ ଓଡିଆ

ବାଙ୍ଗାଲୋର: ଜାତୀୟ ଜୁନିୟର ମହିଳା ହକି ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ । ଏ ନେଇ ଆଜି ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରାଯାଇଛି । ଘୋଷିତ ଟିମରେ ଓଡିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଗୋଲକିପର ମାଧୂରୀ କିଣ୍ଡୋ, ଡିଫେଣ୍ଡର ମମିତା ଓରାମ, ଜ୍ୟୋତି ଛତ୍ରୀ, ନିକିତା…