Latest Odisha News

BREAKING NEWS

Browsing Category

ଫିଚର

ହୁତୁହୁତୁ ହୋଇ ଜଳିଗଲା ଘର, ଗୋଟିଏ ପରିବାରର ୩ ଆହତ

ଝାରସୁଗୁଡ଼ା : ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଟାଭଟା ପଡ଼ାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲେ ଗୋଟିଏ ପରିବାରର ତିନି ଜଣ  । ସୂଚନା ଅନୁଯାୟୀ,  ଇଟାଭଟା ପଡ଼ାର ଜଣକ ଘରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଶୋଇଥିବା ବେଳେ ଘରେ ହଠାତ ନିଆଁ ଲାଗିଯାଇଥିଲା  । ନିଆଁର…

ଫେବୃୟାରୀ ୨୧ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର:ଫେବୃଆରୀ ୨୧ରୁ ବସିବ ବିଧାନସଭା ବଜେଟ ଅଧିବେଶନ । ୨ଟି ପର୍ଯ୍ୟାୟରେ ଏହି ବଜେଟ ଅଧିବେଶନ ଚାଲିବ । ଫେବୃଆରୀ ୨୧ରୁ ଆରମ୍ଭ ହୋଇ  ଏପ୍ରିଲ ୬ ପର୍ଯ୍ୟନ୍ତ ବଜେଟ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ । ୨ୟ ପର୍ଯ୍ୟାୟ ମାର୍ଚ୍ଚ…

ନବଙ୍କ ମୃତ୍ୟୁ ଖବର ଜାଣିବା ପାଇଁ ଉତ୍ସୁକ ଥିଲେ ଗୋପାଳ, ସୁରକ୍ଷା କର୍ମୀଙ୍କୁ ପଚାରି ବୁଝିଥିଲେ

ଭୁବନେଶ୍ୱର: ଅନେକ ଦିନରୁ ନବ ଦାସଙ୍କୁ ହତ୍ୟା କରିବା ପାଇଁ ବୋଧହୁଏ ସୁଯାେଗ ଖୋଜୁଥିଲେ  ଅଭିଯୁକ୍ତ ଗୋପାଳ ଦାସ  ।  ସେଥିପାଇଁ ନବଙ୍କ ପାଖେ ପାଖେ ଘୁରି ବୁଲୁଥିଲେ । ନବ ଦାସ ଯେଉଁ କାର୍ଯ୍ୟକ୍ରମକୁ ଯାଉଥିଲେ ସେଠରେ ତାଙ୍କର ପାଖେ ପାଖେ ଦେଖିବାକୁ ମିଳୁଥିବା ଗୋପାଳଙ୍କୁ ।  ତା’ ପୁଣି…

ରାମଚରିତମାନସ ଉପରେ ବିବାଦୀୟ ଟିପ୍ପଣୀ: ସପା ଓ ଆର୍‌ଜେଡି ବିରୋଧରେ ଫେରାଦ ହେବ ଭିଏଚ୍‌ପି

ନୂଆଦିଲ୍ଲୀ: ରାମଚରିତମାନସ ଉପରେ ବିବାଦୀୟ ଟିପ୍ପଣୀ ନେଇ ସମାଜବାଦୀ ପାର୍ଟି ଓ ଆର୍‌ଜେଡି ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି)। ଏହି ଦୁଇ ଦଳର ମାନ୍ୟତା ରଦ୍ଦ କରିବା ଦାବି କରି ଭିଏଚ୍‌ପି ଇସିଙ୍କୁ ଭେଟି ଅଭିଯୋଗ ଜଣାଇବ। ଏଥିପାଇଁ…

ମାଟିତଳୁ ଶିଶୁପୁତ୍ର ଉଦ୍ଧାର, ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା କାଣ୍ଡସରରେ ଅଭାବନୀୟ ଘଟଣା । ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ । ଅଭିଯୋଗକୁ ଆଧାର କରି ଶ୍ମଶାନରେ ପୋତା ଯାଇଥିବା ଶବକୁ ମାଟି ତଳୁ ଉଦ୍ଧାର କରିଛି ପୁଲିସ୍ । ମୃତ ଶିଶୁପୁତ୍ର ଜଣକ ହେଲେ ସ୍ବର୍ଗତ ଦିଲ୍ଲୀପ ନାଏକଙ୍କ ପୁଅ…

FPO ରଦ୍ଦ କଲେ ଅଦାନୀ; ନିବେଶକଙ୍କୁ ଫେରାଇବେ ଟଙ୍କା

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟରେ ହ୍ରାସ ପାଇବା କାରଣରୁ ଗତକାଲି ବିଳମ୍ବିତ ରାତିରେ ଅଦାନୀଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଛି। କମ୍ପାନୀ ୨୦ ହଜାର କୋଟିର ଫୁଲ୍ଲି ସବ୍ସକ୍ରାଇବ୍ଡ FPOକୁ ରଦ୍ଦ କରିଦେଇଛି। ଅଡାନୀ ଗ୍ରୁପର ମାଲିକ ଗୌଡମ ଅଦାନୀ ଖୋଦ୍…

ରହସ୍ୟ ଖୋଜିବାକୁ ଯାଇ ରହସ୍ୟମୟ ଭାବେ ହଜି ଯାଆନ୍ତି ଲୋକେ

ପୃଥିବୀରେ ଏମିତି ଅନେକ ରହସ୍ୟ ଅଛି, ଯାହା କି ବିଜ୍ଞାନ ପାଇଁ ଏକ ବଡ ଆହ୍ୱାନ । ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟ ଘାଟି ବିଷୟରେ କହିବୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏମିତି ଏକ ଘାଟି ଅଛି ଯାହାକୁ କେହି ଖୋଜି ପାଇ ନାହାଁନ୍ତି । ଯିଏ ଜାଣିବାକୁ ଚେଷ୍ଟା କରିଛି ସେ ସବୁଦିନ…

ନବଦାସ ହତ୍ୟା ମାମଲା: ପାଇଖାନା ଟାଙ୍କିରୁ ବାହାରିଲା ଗୋପାଳଙ୍କ ହାତ ଲେଖା କାଗଜ

ଝାରସୁଗୁଡା:ପାଇଖାନା ଟାଙ୍କିରୁ ମିଳିଲା ଗୋପାଳ ପକାଇଥିବା କାଗଜ । ଗତକାଲି ରାତିରୁ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କି ଖୋଜାଖୋଜି ପରେ ପୋଲିସ ହାତରେ ଲାଗିଛି ବଡ ସୁରାକ ।  ସ୍ୱରେଜ ଟାଙ୍କିରୁ ମିଳିଲା ଗୋପାଳଙ୍କ ହାତଲେଖା କାଗଜର ୧୨ଟି ଟୁକୁଡା । ଏସବୁ ଗୋପାଳ ନିଜେ…

ମାଲବାହୀ ଟ୍ରେନ ଲାଇନଚ୍ୟୁତ: ଟ୍ରାକରୁ ବାହାରିଗଲା ୧୨ ବଗି

କୋରାପୁଟ:  ଓଡ଼ିଶା-ଆନ୍ଧ୍ର  ସୀମା  ବିଶାଖାପାଟଣାର ଶିବଲିଙ୍ଗପୁରଠାରେ ଏକ  ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଗୁୁରୁବାର ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି ।  ବିଶାଖାପାଟଣା କିରଣ୍ଡୁଲ ଟ୍ରେନର ୧୧ ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିବା ଜଣାଯାଇଛି।  ବଗିଗୁଡିକ ଟ୍ରେନ୍ ଲାଇନରୁ ବାହାରି…

ବେରୋଜଗାରୀ ଦୂର କରିବା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି ଓଡ଼ିଶା

ଭୁବନେଶ୍ୱର: ଦେଶରେ ବେରୋଜଗାରୀ ହାର କମିଛି। ଗତ ୪ ମାସ ତୁଳନାରେ ୨୦୨୩ ଜାନୁଆରୀରେ ବେରୋଜଗାରୀ ହାର ସର୍ବନିମ୍ନ ସ୍ତରକୁ ଖସି ୭.୪ ପ୍ରତିଶତ ରହିଛି। CMIEM ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ବେରୋଜଗାରୀ ଦୂର କରିବା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଭଲ ପ୍ରଦର୍ଶନ କରିଛି। ୨୦୨୩…