Latest Odisha News

BREAKING NEWS

Browsing Category

ଫିଚର

ହାଇଟେକ ମୋଡ଼୍‌ରେ ଭାରତୀୟ ସେନା

ନୂଆଦିଲ୍ଲୀ: ଏଣିକି ଶୂନ୍ୟରେ ଉଡ଼ିବେ ଭାରତୀୟ ସୈନ୍ୟ । ଜେଟପ୍ୟାକ ସୁଟ୍ ଆସିବ ସେମାନଙ୍କ ଲାଗି । ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ, ସେ ପୁଣି ୮୦ କିଲୋଗ୍ରାମ୍‌ ଭିତରେ  । ଏନେଇ ଆରମ୍ଭ ହୋଇଯାଇଛି ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା । ଫାଷ୍ଟଟ୍ରାକ…

ମୁଁ ବିବାହ କରିବାକୁ ଚାହେଁ, ମୋତେ ସରକାରୀ ଚାକିରି କରିଥିବା ଝିଅ ଦରକାର….

ଛିନ୍ଦଓ୍ୱାଡ଼ା: ପ୍ରତ୍ୟେକ ଯୁବକ ଯୁବତୀ ନିଜ ବିବାହକୁ ନେଇ ଇଚ୍ଛୁକ ଥାଆନ୍ତି  । ଆଉ ସେଥିପାଇଁ ଖବରକାଗଜ କିମ୍ବା ମ୍ୟାଟ୍ରୋମନିୟାଲରେ ନିଜ ପସନ୍ଦର ଜୀବନସାଥି ପାଇଁ ବିଜ୍ଞାପନ ଦେଇଥାଆନ୍ତି  । ଆଉ ସେଥିରେ ନିଜର ସୂଚନା ସହ ନିଜ ଭାବୀ ଜୀବନସାଥିଙ୍କ ପାଖରେ କେଉଁ ଯୋଗ୍ୟତା ଚାହାଁନ୍ତି…

ସ୍ମାର୍ଟଫୋନର ବ୍ୟବହାର ୨୦୩୦ ସୁଦ୍ଧା ଶେଷ ହୋଇଯିବ

ସ୍ମାର୍ଟଫୋନ ଆପଣମାନଙ୍କୁ ଛାଡିବା ପାଇଁ କହିଲେ ଛାଡି ପାରିବେ ? ବୋଧହୁଏ ସମସ୍ତେ ନାହିଁ କହିବେ । ତେବେ ଏଥିପାଇଁ ଆପଣମାନଙ୍କୁ ପ୍ରସ୍ତୁତ ରହିବାକୁ ପଡିବ । ରିପୋର୍ଟ ମୁତାବକ ୨୦୩୦ ସୁଦ୍ଧା ସ୍ମାର୍ଟଫୋନ ବ୍ୟବହାର ପ୍ରାୟତଃ ଶେଷ ହୋଇଯିବ । ନୋକିଆର ସିଇଓ ପେକା ଲୁଣ୍ଡମାର୍କ ଏହି ଭବିଷ୍ୟବାଣୀ…

ବଦଳିବ ଝାଡପଡା ସ୍ୱତନ୍ତ୍ର ଜେଲର ନାଁ ଓ ଠିକଣା: ମିଳିବ ତିହାର ଜେଲ ସୁବିଧା

ଭୁବନେଶ୍ୱର:ବଦଳିବ ଝାଡପଡା ସ୍ୱତନ୍ତ୍ର ଜେଲର ନାମ । ଖାଲି ନାମ ବଦଳିବନି । ଠିକଣା ମଧ୍ୟ ବଦଳିଯିବ ।  ରାଜଧାନୀ ଉପକଣ୍ଠକୁ ଉଠିଯିବ ଏହି ଜେଲ ଏବଂ ଏହାର ନୂଆ ପରିଚୟ  ହେବ ଭୁବନେଶ୍ୱର ସେଣ୍ଟ୍ରାଲ ଜେଲ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଆରମ୍ଭ ହେବ ନିର୍ମାଣ କାମ ।  ଏଥିପାଇଁ ରାଜ୍ୟ ସରକାର ୪୫…

ଭାରତୀୟ ସେନାକୁ ଛୋଟ ଝିଅର ଅଭିବାଦନ, ସୋସିଆଲ ମିଡିଆରେ ଭୁରିଭୁରି ପ୍ରଶଂସା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମସ୍ତଙ୍କ ମନ ପସନ୍ଦର ଭିଡିଓ ଖୁବ ସହଜରେ ମିଳିଥାଏ । ସେଥିରୁ କିଛି ଭିଡିଓ ମନକୁ ଛୁଇଯାଏ । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ  ଜଣେ ଶିଶୁ ଓ ଭାରତୀୟ ସେନାର ଯବାନଙ୍କୁ ଦେଖିବାକୁ ମିଳୁଛି । ସେନାର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର…

ବିଜେଡି ଦେଲା ପ୍ରତିଶ୍ରୁତି: ରାଜ୍ୟ ସରକାର ଗରିବଙ୍କୁ ଯୋଗାଇବେ ଘର

ଭୁବନେଶ୍ୱର: ବଢିଲା ଆବାସ କଳି । ମୁହାଁମୁହିଁ ହେଲେ ବିଜେଡି-ବିଜେପି । ଆଜି ପ୍ରେସମିଟ କରି ବିଜେପି ଉପରେ ବର୍ଷିଛି ବିଜେଡି । ବିଜେଡି ଅଭିଯୋଗ କରିଛି, ଗରିବ ଲୋକଙ୍କୁ ଘର କରାଇ ନ ଦେବାକୁ ଷଡଯନ୍ତ୍ର କରୁଛି ବିଜେପି  । ପିଏମଏୱାଇ ଘର ନିର୍ମାଣ ଅଟକାଇବାକୁ ଏହା ବିଜେପିର ନୂଆ ନାଟକ ।…

ଏମିତି ମନ୍ଦିର ଯେଉଁଠି ଭୋଗରେ ଫଳ ନୁହେଁ ଦିଆଯାଏ କାନ୍ଥ ଘଣ୍ଟା

ଭୋପାଳ: ଭିନ୍ନ ଲୋକ, ଭିନ୍ନ ଭାଷା, ଭିନ୍ନ ଚେହେରା, ଭିନ୍ନ ପରମ୍ପରା ଏହା କୈାଣସି ନୂଆ କଥା ନୁହେଁ । କିନ୍ତୁ ଯେତେବେଳେ ଭଗବାନଙ୍କ କଥା ଆସେ ସେତେବେଳେ ପୂଜା ପଦ୍ଧତି ପସନ୍ଦ ଅନୁଯାୟୀ ପରିବର୍ତ୍ତନ ହୁଏ ନାହିଁ । ପ୍ରତ୍ୟେକ ଧର୍ମରେ ଈଶ୍ୱରଙ୍କ ଉପାସନାର ଏକ ନିୟମ ରହିଛି ଏବଂ ସମସ୍ତେ ଏହାକୁ…

ମହାନତା ଦେଖାଇଲେ ନବୀନ ନନ୍ଦ: ପୁଅର ମୃତ୍ୟୁ ପରେ ବୋହୂର କରାଇଲେ ଦ୍ୱିତୀୟ ବିବାହ

ଭୁବନେଶ୍ୱର: ‘ଆଜିର ଦନଟି ମୋ ପାଇଁ ସ୍ମରଣୀୟ ହୋଇ ରହିବ । ମୁଁ ଭୁଲ କରୁଛି କି ଠିକ କରୁଛି, ଜାଣେନି । କିନ୍ତୁ ହିନ୍ଦୁ ରୀତିନୀତି ଓ ପରମ୍ପରାରୁ ବାହାରକୁ ଯାଇ ମୋ ବୋହୂର ଦ୍ୱିତୀୟ ବିବାହ କରାଇଛି ।’ ନିଜ ବୋହୂକୁ ଝିଅ ପରି ଶାଶୂ ଘରକୁ ବିଦା କଲାବେଳେ ଏମିତି ଭାବବିହ୍ୱଳ ହୋଇ…

ସର୍ଜିକାଲ୍‌ ଷ୍ଟ୍ରାଇକ୍ ପରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିଲା ପରମାଣୁ ଯୁଦ୍ଧ ପ୍ରସ୍ତୁତି: ମାଇକ୍ ପମ୍ପିଓଙ୍କ…

ନୂଆଦିଲ୍ଲୀ: ୨୦୧୯ରେ ବାଲାକୋଟ୍ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ଦେଖା ଦେଇଥିଲା। ଦୁଇ ଦେଶ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ। ଭାରତ-ପାକିସ୍ତାନକୁ ନେଇ ଏଭଳି ଆଶ୍ଚର୍ଯ୍ୟକର ତଥ୍ୟର ଖୁଲାସା କରିଛନ୍ତି ତତ୍‌କାଳୀନ ଆମେରିକା…

ସବୁଦିନ ପାଇଁ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ

ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଦେହାନ୍ତ । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଥିବା ସୂଚନା  । ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା କରାଯାଉଥିଲା । ସେଠାରେ ତାଙ୍କର ବିୟୋଗ ଘଟିଥିଲା  ।…