Latest Odisha News

BREAKING NEWS

Browsing Category

ଫିଚର

ବିବାଦରେ ହ୍ୟୁମାନ ସାଗର: ଶାରିରୀକ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଏଫ୍‌ଆଇଆର୍ ଦେଲେ ପତ୍ନୀ

କଟକ: ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର। ତାଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଇଛି ବୋଲି ମଙ୍ଗଳବାର ସେ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତା ସହିତ କଟକ ଡିସିପି ପିନାକ ମିଶ୍ରଙ୍କୁ…

ତାଲିବାନର କ୍ରୁର ଶାସନ: ଚୋରି ପାଇଁ ୪ ଜଣଙ୍କ ହାତ କାଟ, ୯ ଜଣଙ୍କୁ ଚାବୁକ ମାଡ଼

କାବୁଲ: ଆଫଗାନିସ୍ତାନରେ ତାଲିବାନର କ୍ରୁର ଶାସନ ପୁଣି ଆରମ୍ଭ ହୋଇଯାଇଛି। ମହିଳାଙ୍କ ଉପରେ ନାନା କଟକଣା ଲଗାଇବା ସହ ଚୋରି ନାରୀ କଲେ ଏମିତି ଦଣ୍ଡ ମିଳୁଛି ଯେ ଦେଖିଲା ଲୋକର ଛାତି ଥରି ଉଠିବ। ମଙ୍ଗଳବାର ଚୋରି ଅଭିଯୋଗରେ ୪ ଜଣଙ୍କର ସର୍ବସମୁଖରେ ହାତ କାଟି ଦେଇଛି ତାଲିବାନ। ମଙ୍ଗଳବାର…

ଆଜି ଘୋଷଣା ହେବ ୩ ରାଜ୍ୟର ନିର୍ବାଚନ ତାରିଖ : ରାଜ୍ୟଗୁଡ଼ିକରେ ବିଜେପିର ସ୍ଥିତି କେମିତି ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ୩ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବ। ବୁଧବାର ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁର ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ। ଏଥିପାଇଁ ଆଜି ଦିନ ୨.୩୦ ମିନିଟ୍‌ରେ ସାମ୍ବାଦିକ ସମ୍ମିଳନୀ କରି କମିଶନ ନିର୍ବାଚନ ଚାରିଖ ଘୋଷଣା କରିବେ ବୋଲି ସୂଚନା ମିଳିଛି।…

ପ୍ରଖ୍ୟାତ ଉର୍ଦ୍ଦୁ କବି ପ୍ରଫେସର ୱାସୀମ ବରେଲଭିଙ୍କ କାର ଦୁର୍ଘଟଣାଗ୍ରସ୍ତ

ଲକ୍ଷ୍ନୌ: ପ୍ରଖ୍ୟାତ ଉର୍ଦ୍ଦୁ କବି ପ୍ରଫେସର ୱାସୀମ ବରେଲଭିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ରବିବାର ସକାଳେ ହାପୁର ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ତାଙ୍କର ହାତରେ ଭାଙ୍ଗିଯାଇଥିବା ସୂଚନା ମିଳିଛି। ୮୨ ବର୍ଷୀୟ…

ଚୀନରେ ଦ୍ରୁତ ଗତିରେ ହ୍ରାସ ପାଉଛି ଜନସଂଖ୍ୟା

ବେଜିଂ: ଚୀନରେ କମୁଛି ଜନସଂଖ୍ୟା । ଵିଶ୍ଵର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ଏବେ ଦ୍ରୁତ ଗତିରେ ହ୍ରାସ ପାଉଛି ଜନସଂଖ୍ୟା । ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ପରିବର୍ତ୍ତନ ଦେଖା ଦେଇଛି । ନାଶନାଲ ବ୍ୟୁରୋ ଅଫ ଷ୍ଟାଟିଟିକ୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି…

ପଟିଆ ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ…

ଭୁବନେଶ୍ୱର: ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର। ସୋମବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର ପଟିଆ ରେଳଷ୍ଟେସନ ନିକଟରୁ ୨ ଜଣ ନାବାଳିକାଙ୍କୁ ଦୁଇ ଜଣ ଯୁବକ ବଳ ପୂର୍ବକ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପଟିଆ ନିକଟସ୍ଥ ମାଛ ଦୋକାନରେ କାମ କରୁଥିବା ଦୁଇ ଭଉଣୀକୁ ଦୁଇ ଜଣ ଯୁବକ…

ଓଡ଼ିଶା ସୀମାରେ ଡାକୋଟା ବିମାନ…

ଭୁବନେଶ୍ୱର :  ଓଡ଼ିଶା ଆସିଲା ବିଜୁ ବାବୁଙ୍କ ଡାକୋଟା ବିମାନ। କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଏହା ଜାତୀୟ ରାଜପଥ ଦେଇ ଭୁବନେଶ୍ୱର ଆସୁଛି । କୋଲକାତା ବିମାନବନ୍ଦରରୁ ସ୍ୱତନ୍ତ୍ର ଟ୍ରକ୍ ଯୋଗେ ଆସୁଛି ଓଡ଼ିଶା  । ଦୁଇଟି ଟ୍ରକରେ ଭାଗଭାଗ ହୋଇ ଭୁବନେଶ୍ୱରକୁ ଅଣାଯାଉଛି…

କାହାର ଏ ଚାପ ? ୨୪ ଘଣ୍ଟା ଯାଇନି କାହିଁକି ବଦଳିଗଲା ପାକ ପ୍ରଧାନମନ୍ତ୍ରୀ ସ୍ୱର

ନୂଆଦିଲ୍ଲୀ: ଶିକ୍ଷା ଲାଭ କରିଥିଲେ । ହେଲେ ଶିକ୍ଷା ଭୁଲିଗଲେ କି ପାକ ପ୍ରଧାନମନ୍ତ୍ରୀ ? ପ୍ରଥମେ ନେହୁରା ହେଲେ କିନ୍ତୁ ପରେ ପଲଟି ଗଲେ କାହିଁକି ? ୨୪ ଘଣ୍‌ଟା ପରେ କାହିଁକି ବଦଳିଗଲା ସ୍‌:ର ? ଯୁଦ୍ଧ ବରବାଦି ଆଣି ଦେଇଛି ବୋଲି କହୁଥିଲେ । ଶାନ୍ତିପୂର୍ଣ୍ଣ ଆଲୋଚନା ଚାହୁଁଥିଲେ । ହେଲେ…

ଆପଣ ପତଳା ହେବାକୁ ଚାହୁଁଛନ୍ତି ଆପଣାନ୍ତୁ ଏହି ଉପାୟ….

ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ସେବନ ଓଜନ ବୃଦ୍ଧିର ମୁଖ୍ୟ କାରଣ। ଓଜନ ହ୍ରାସ ପାଇଁ ସଭିଏଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଥିବା ଦେଖାଯାଏ। କିଛି ଲୋକ ପତଳା ହେବା ପାଇଁ ବିଭିନ୍ନ ପ୍ରକାର ଯୋଗ କରିବା ସହ ଡାଏଟ ପ୍ଲାନ୍‌ କରିଥାଆନ୍ତି  । କିନ୍ତୁ ବର୍ତ୍ତମାନ ଶୀତ ଦିନେ…

ହିନ୍ଦୁ ନୁହଁନ୍ତି ବୋଲି ମନ୍ଦିର ଭିତରକୁ ପ୍ରବେଶ କରିପାରିଲେନି ଅଭିନେତ୍ରୀ: କହିଲେ, ଦୁଃଖ ଲାଗୁଛି…

ଏର୍ଣ୍ଣାକୁଲମ: ହିନ୍ଦୁ ହୋଇ ନଥିବାରୁ ମନ୍ଦିର ଭିତରେ ପ୍ରବେଶ କରିପାରିଲେ ନାହିଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅମାଲା ପୌଲ୍। ଏହି ଅଭିଯୋଗ ସେ ନିଜେ କରିଛନ୍ତି। ସୋମବାର କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଥିବା ଥିରୁବରଣୀକୁଲମ ମହାଦେବ ମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଇଥିଲେ ଅଭିନେତ୍ରୀ। ହେଲେ…