Latest Odisha News

BREAKING NEWS

Browsing Category

ଫିଚର

ଲିଭୁନି ପର୍ବତର ନିଆଁ; କ’ଣ ରହିଛି ରହସ୍ୟ

ପାହାଡ଼ରୁ ଉଠୁଛି ନିଆଁ । ଦିନ ରାତି ଜଳୁଛି । ଲିଭିବାର ନାଁ ଧରୁନି । ଏହି ନିଆଁକୁ କୁହାଯାଉଛି ଯାନର ଡାଗ ବା ଜଳୁଥିବା ଥିବା ପାହାଡ। ବିଚିତ୍ର ଏ ବିଶ୍ୱ । ଅନେକ ଅବିଶ୍ୱାସନୀୟ ଜିନିଷ ଏଇ ପୃଥିବୀରେ ଭରି ରହିଛି । ସୋସିଆଲ ମିଡ଼ିଆ ଯୋଗୁ ଏହି ଅଜବ ଜିନିଷ ଆଜି ସମସ୍ତଙ୍କ ସାମ୍ନାକୁ ଆସି…

ପକ୍ଷାଘାତ ରୋଗୀଙ୍କ ବ୍ରେନ କଣ୍ଟ୍ରୋଲ ପାଇଁ ନିଓ ଡିଭାଇସ ସହ ପକେଟ ସିପିୟୁ ଉଦ୍ଭାବନ କଲେ ୧୧ ବର୍ଷର ବାଳକ

କାମାକ୍ଷାନଗର : ବୟସ ସିନା କମ୍ କିନ୍ତୁ ମୁଣ୍ଡରେ ଅନେକ ଇନଭେଟିଭ୍ ଆଇଡ଼ିଆ । ପକ୍ଷାଘାତ ରୋଗୀଙ୍କ ବ୍ରେନ କଣ୍ଟ୍ରୋଲ ପାଇଁ ନିଓ ଡିଭାଇସ ସହ ପକେଟ ସିପିୟୁ ଉଦ୍ଭାବନ କରି ଚର୍ଚ୍ଚାରେ ୧୧ ବର୍ଷର ବାଳକ ପ୍ରତୀକ । ପ୍ରତୀକ ତାଳଚେର ଥର୍ମାଲ ସ୍ଥିତ ଡିଏଭି (DAV) ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ।…

ଏସିଆନ୍ ଗେମ୍ସ ପୂର୍ବରୁ ଦୂତି ଚାନ୍ଦଙ୍କୁ ବଡ଼ ଝଟକା, ଡୋପ୍ ଟେଷ୍ଟରେ ଫେଲ୍

ଭୁବନେଶ୍ୱର: ସ୍ପ୍ରିଣ୍ଟର କ୍ୱିନ୍ ଦୂତି ଚାନ୍ଦଙ୍କୁ ବଡ଼ ଝଟକା ଲାଗିଛି । ଡୋପ୍ ଟେଷ୍ଟରେ ଫେଲ୍ ହେବା ପରେ ଦୂତି ଚାନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଦୂତି ଚାନ୍ଦଙ୍କୁ ସାମୟିକ ଭାବେ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ୨୦୨୨…

କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ: ଆଜି ବିଜେପିରେ ମିଶିବେ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ନେତା ତଥା ରାଜ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଦଳରେ ଗ୍ରୁପିଜିମ୍(ଅଲଗା ଅଲଗା ଦଳବଦ୍ଧ  ହୋଇ କାମ କରିବା) ଚାଲିଛି ବୋଲି ସେ ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ବେଳେ ଆଜି ସେ ବିଜେପିରେ ଯୋଗ ଦେବେ ବୋଲି…

ଜାମ୍ମୁ-କାଶ୍ମୀରରେ କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ପ୍ରବକ୍ତା ଦୀପିକା ପୁଷ୍କର ନାଥ

ଶ୍ରୀନଗର: ଭାରତ ଯୋଡ଼ ଯାତ୍ରା ପହଞ୍ଚିବା ପୂର୍ବରୁ ଦଳ ଛାଡ଼ିଲେ ଜାମ୍ମୁ-କାଶ୍ମୀର କଂଗ୍ରେସ ପ୍ରବକ୍ତା ଦୀପିକା ପୁଷ୍କର ନାଥ। ଜାମ୍ମୁ-କାଶ୍ମୀରର ପୂର୍ବତନ ମନ୍ତ୍ରୀ ଚୌଧୁରି ଲାଲ୍ ସିଂହ କଂଗ୍ରେସରେ ପୁଣିଥରେ ଯୋଗ ଦେବାକୁ ସେ ବିରୋଧ କରି ଦଳ ଛାଡ଼ିଥିବା ଦୀପିକା କହିଛନ୍ତି। ଲାଲ୍ ସିଂହ କାଠୁଆ…

ଅଷ୍ଟ୍ରେଲିଆନ ଓପନ ଟେନିସ: ଦ୍ୱିତୀୟ ରାଉଣ୍ଡରୁ ନାଡାଲ ବିଦା

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ବ୍ୟାଡମିଂଟନର ଦ୍ୱିତୀୟ ରାଉଣ୍ଡରୁ ଆଶ୍ଚର୍ଯ୍ୟଜନକ ଭାବେ ବିଦାୟ ନେଇଛନ୍ତି ସ୍ପେନର ରାଫେଲ ନାଡାଲ । ଆମେରିକାର ୬୫ତମ ମାନ୍ୟତାପ୍ରାପ୍ତ ମ୍ୟାକେଞ୍ଜି ମ୍ୟାକଡୋନାଲ୍ଡ ୬-୪, ୬-୪ ଓ ୭-୫ ସେଟରେ ନାଡାଲକୁ ପରାସ୍ତ କରିଥିଲେ । ଆରମ୍ଭରୁ ନାଡାଲ ଭଲ ପ୍ରଦର୍ଶନ…

ହକି ବିଶ୍ୱକପ: ୧୨ ଖେଳାଳି ନେଇ ଖେଳିଥିଲା ଜାପାନ !

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ମଙ୍ଗଳବାର ଦକ୍ଷିଣ କୋରିଆ ଚମତ୍କାର ପ୍ରଦର୍ଶନ କରି ଜାପାନକୁ ପରାସ୍ତ କରିଛି । ତେବେ ଏହି ମ୍ୟାଚର ଏକ ପରିଚାଳନା ତ୍ରୁଟି ନେଇ ବିବାଦ ଉପୁଜିଛି । ରିପୋର୍ଟ ମୁତାବକ ମ୍ୟାଚରେ ଏକ ସମୟରେ ଜାପାନର ୧୨ଜଣ ଖେଳାଳି ପଡିଆରେ ରହିଥିଲେ । ନିୟମ…

ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା; ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା GRP ପୋଲିସ  । ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର ପଟିଆ ରେଳଷ୍ଟେସନ ନିକଟରୁ ୨ ଜଣ ନାବାଳିକାଙ୍କୁ ଦୁଇ ଜଣ ଯୁବକ ବଳ ପୂର୍ବକ ଅପହରଣ କରିନେଇଥିଲେ । ପରେ…

ତେଲେଙ୍ଗାନା ବିଜେପି ମୁଖ୍ୟଙ୍କ ପୁଅ ବିରୋଧରେ ଥାନାରେ ମାମଲା ରୁଜୁ

ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ମୁଖ୍ୟ ସାସଂଦ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ଭଗିରଥଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ସାଂସଦଙ୍କ ପୁଅ କଲେଜ୍ କ୍ୟାମ୍ପସ ଭିତରେ ପଶି ହଷ୍ଟେଲ୍ ରୁମରେ ଏକ କଲେଜ୍ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସାଂସଦଙ୍କ ପୁଅ ଭଗିରଥଙ୍କ…

ବଳକା ଖାଦ୍ୟ ଫିଙ୍ଗୁଥିଲେ ଥରେ ଦେଖନ୍ତୁ ଏହି ଭିଡିଓ….ଆଖିରେ ଲୁହ ଆସିଯିବ…

ନୂଆଦିଲ୍ଲୀ : ଅଦ୍ଭୁତ ଏ ଦୁନିଆ । ମଣିଷ ବଞ୍ଚିବା ପାଇଁ ହେଲେ ଖାଦ୍ୟ, ପୋଷାକ ଏବଂ ଘର ଆବଶ୍ୟକତା ରହିଛି । କିଛି ଲୋକଙ୍କ ପାଖରେ ଏସବୁ ଦରକାର ଠୁ ବି ଅଧିକା ଥିବା ବେଳେ କିଛି ଲୋକ ଏସବୁରୁ ବଞ୍ଚିତ ଅଛନ୍ତି। ଏ ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ରୁଟି ଏକ ସ୍ୱପ୍ନ ।ସେଭଳି…