Latest Odisha News

BREAKING NEWS

Browsing Category

ଫିଚର

ମାଉସୀ ଘର ଛାଡ଼ି ଦେବା ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଗଣବଳାତ୍କାର

ଜବଲପୁର: ପୁଣି ସାମ୍ନାକୁ ଆସିଲା ଦୁଷ୍କର୍ମ ଘଟଣା । ୧୨ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ। ଏଭଳି ଘଟଣା ମଧ୍ୟପ୍ରଦେଶ ଜବଲପୁରରେ ଘଟିଛି  । ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।…

ଶାହରୁଖ ଖାନ୍‌ ବିଶ୍ବର ୪ର୍ଥ ଧନୀ ଅଭିନେତା

ନୂଆଦିଲ୍ଲୀ : ବଲିଉଡ୍‌ର ଲୋକପ୍ରିୟ କଳାକାର ଶାହରୁଖ ଖାନ୍‌ ସବୁବେଳେ ଚର୍ଚ୍ଚାରେ ରହନ୍ତି । ଯାହାଦ୍ବାରା ତାଙ୍କର ୪ବର୍ଷ ହେବ କୌଣସି ଫିଲ୍ମ ରିଲିଜ୍‌ ହୋଇ ନ ଥିଲେବି  ତାଙ୍କ ଷ୍ଟାର୍‌ଡମ୍‌ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁସ୍‌, ଜର୍ଜ କ୍ଲୁନି, ଜ୍ୟାକି…

ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ ଲାଇନଚ୍ୟୁତ

କୋରାପୁଟ: ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ ଲାଇନଚ୍ୟୁତ । ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ ଆଜି ଲାଇନଚ୍ୟୁତ ହୋଇଛି। କୋଟାୱାଲସା-ଆରକୁ ଶିବଲିଙ୍ଗପୁରମ୍ ନିକଟରେ ଏହି ଅଘଟଣ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହଠାତ ବଡ ଶବ୍ଦ ହେଲା ଏବଂ ତା ପରେ ଟ୍ରେନଟି…

୯୦୦ ପେଟି ମଦ ଚୋରାଇ ଅୟସ କରୁଥିଲେ, ପହଞ୍ଚିଗଲା ପୋଲିସ

ଭୁବନେଶ୍ୱର:ଏକ ମଦ କମ୍ପାନିର ୯୦୦ ପେଟି ମଦ ହରଣଚାଲ କରିନେଲେ। ୭୫୦ ପେଟି ମଦ ବିକି ଅୟସ କରୁଥିଲେ। ଶେଷରେ ପୁଲିସ ହାତରେ ଧରା ପଡ଼ିଗଲେ। ପରିବହନ ଆଳରେ ଲକ୍ଷ ଲକ୍ଷ ଟଙ୍କାର ମଦ ହରଣଚାଲ କରିଥିବା ଜଣେ ହତ୍ୟା ଅପରାଧୀ ସମେତ ୩ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ସେମାନେ ହେଲେ…

ସାମ୍ବାଦିକ ସମ୍ମିଳନୀରେ କାହିଁକି ଭୋ ଭୋ କାନ୍ଦିଲେ କେନ୍ଦ୍ର ମନ୍ତ୍ରୀ

ପାଟନା: କେନ୍ଦ୍ର ମନ୍ତ୍ରୀ ପ୍ରେସ ମିଟରେ କାନ୍ଦିଲେ । ନିଜ ସାଥୀଙ୍କୁ ମନେ ପକାଇ ଭୋ ଭୋ କାନ୍ଦିଲେ । କାନ୍ଦୁ କାନ୍ଦୁ କଥା କହି ପାରିଲେନି । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ସୋମବାର । କେନ୍ଦ୍ର ମନ୍ତ୍ରୀ ତଥା ବିହାର ବକ୍ସରର ସାଂସଦ ଅଶ୍ୱିନୀ ଚୌବେ ସୋମବାର ମିଡିଆ ସାମ୍ନାରେ…

ବିଚିତ୍ର ଦୃଶ୍ୟ: ଗରମ ତେଲରେ ପଡ଼ିବା କ୍ଷଣି ବଞ୍ଚି ଉଠିଲା ମଲା ମାଛ

ବିଚିତ୍ର ଏ ବିଶ୍ୱ । ବିଚିତ୍ର ବିଶ୍ୱର ବିଚିତ୍ର ଦୃଶ୍ୟ ଏବେ ସମସ୍ତଙ୍କ ଆଖି ସାମ୍ନାରେ । ବିଶ୍ୱରେ ଏମିତି କିଛି ଜିନିଷ ନାହିଁ ଯାହା ଇଣ୍ଟରନେଟ ସହାୟତାରେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏମିତି ଏକ ବିଚିତ୍ର ଦୃଶ୍ୟ ଆପଣଙ୍କୁ ଦେଖାଇବୁ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।…

ମହିଳାମାନେ ପୂଜା କରୁଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଲା ଶିବ ମନ୍ଦିର

ନୂଆଦିଲ୍ଲୀ: ପୂଜା କରୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଶିବ ମନ୍ଦିର। ମନ୍ଦିର ଭିତରେ ଫସି ରହିଗଲେ ମହିଳା। ଏଭଳି ଘଟଣା ଘଟିଛି ରାଜସ୍ଥାନ କରୌଲିର ସପୋତ୍ର ବଜାରରେ। ଆଜି ସକାଳେ କିଛି ମହିଳା ନିକଟସ୍ଥ ଏକ ଶିବ ମନ୍ଦିରରେ ପୂଜା କରୁଥିଲେ। ଏହି ସମୟରେ ଡ୍ରେନ୍ ସଫା କାମ ପାଇଁ ଆସିଥିବା ଏକ ଡୋଜର…

ଭାରତ ଯୋଡ଼ୋ ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି: ଭିଡଠେଲି ପଶି ଆସି ରାହୁଲଙ୍କୁ କୁଣ୍ଢାଇ ପକାଇଲେ

ଚଣ୍ଡିଗଡ:ପଞ୍ଜାବ ହୋଶିଆର ପୁରରେ ଭାରତ ଯୋ୍ଡ଼ୋ ଯାତ୍ରା ସମୟରେ ପୁଣି ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭାଙ୍ଗି ପଶି ଆସିଲେ ଏବଂ ରାହୁଲଙ୍କୁ କୁଣ୍ଢାଇକୁ ଚେଷ୍ଟା କରିଥିଲେ । ତେବେ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ତୁରନ୍ତ ତାଙ୍କୁ ଟାଣି…

ଭ୍ୟାକ୍ସିନ ୱାର ଶୁଟିଂ ଅବସରରେ ଆହତ ହେଲେ ପଲ୍ଲବୀ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ତଥା ବିବେକ ଅଗ୍ନିହୋତ୍ରୀଙ୍କ ପତ୍ନୀ ପଲ୍ଲବୀ ଯୋଶୀ ଆଜି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଦି ଭ୍ୟାକ୍ସିନ ୱାର ଶୁଟିଂ ଅବସରରେ ଏକ କାର ଭାରସମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା । ଗାଡି ମାଡ ହେବା ପରେ ପଲ୍ଲବୀଙ୍କୁ ସଙ୍ଗେ ସଙ୍ଗେ ହାଇଦ୍ରାବାଦର ଏକ…

ହାଫିଜର ଭିଣୋଇ ଅବଦୁଲ ରେହମାନ ବିଶ୍ୱ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ହାଫିଜ ସଏଦର ଭିଣୋଇ ଅବଦୁଲ ରେହମାନ ମକ୍କିଙ୍କୁ ଆଜି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରାଯାଇଛି । ଲଶ୍କର-ଇ-ତୋଇବାର ମକ୍କି ୨୬/୧୧ ଘଟଣାର ମାଷ୍ଟର ମାଇଣ୍ଡ । ଏହି ଘୋଷଣା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି ।…