Latest Odisha News

BREAKING NEWS

Browsing Category

ଫିଚର

ଚା’ ଦୋକାନ ପାଇଁ ଛାଡ଼ିଦେଲେ ବ୍ରିଟିଶ କାଉନ୍ସିଲ୍ ଚାକିରି

ନୂଆଦିଲ୍ଲୀ: ବାଣିଜ୍ୟେ ବସତି ଲକ୍ଷ୍ମୀ । ବ୍ୟବସାୟ ଯେଉଁଠି ଲକ୍ଷ୍ମୀଙ୍କ ବସିତି ସେଇଠି । ସେଥିପାଇଁ ସେ ସୁନ୍ଦର ଚାକିରି, ଉଚ୍ଚ ଦରମାକୁ ଏଡାଇ ଦେଇ ବାଣିଜ୍ୟ ବ୍ୟବସାୟ କରିବାକୁ ଆଗେଇ ଆସିଲେ । ବ୍ରିଟିଶ କାଉନସିଲ ପରି ଚାକିରି ଛାଡ଼ି ଶେଷରେ ଚା’ ଦୋକାନ କରିବାକୁ ଆଗେଇ ଆସିଲେ । ସମସ୍ତେ…

କେନ୍ଦ୍ରାପଡ଼ାରେ ୧୨ ଘଣ୍ଟିଆ ଅଖ ଚକ ବନ୍ଦ

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡ଼ା ବନ୍ଦ ପାଳନ ଡାକରା ଦିଆଯାଇଛି  । ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ  । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ଆଜି ବାର ଘଣ୍ଟିଆ କେନ୍ଦ୍ରାପଡା ପୌରାଞ୍ଚଳ ବନ୍ଦ ଡାକରା ଦିଆଯାଇଛି l “କେନ୍ଦ୍ରାପଡା…

ପୂର୍ବତନ ସରପଞ୍ଚଙ୍କ ଘରେ ବୋମା ମାଡ଼

ବାଙ୍କୀ : ବାଙ୍କୀ କୁସପଙ୍ଗି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ବାସଭବନରେ ବୋମାମାଡ଼ । ସରପଞ୍ଚ ପୁଷ୍ପଲତା ପରିଡାଙ୍କ ନିସ୍ତିପୁର ସ୍ଥିତ ଘରେ ବୋମାମାଡ଼ ହୋଇଛି । ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଥିବା ଜଣାପଡିଛି । ବୋମାମାଡ଼ରେ ବାସଭବନରେ ଥିବା ବୋଲର ଓ ଟାଟାଏସିର କିଛି ଅଂଶ ନଷ୍ଟ…

କାମ କରୁଛନ୍ତି ହେଲେ ମିଳୁନି ଦରମା, ମେଡିକାଲ ସମ୍ମୁଖରେ ଧାରଣାରେ ବସିଲେ କର୍ମଚାରୀ

ଅନୁଗୁଳ: କାମକୁ କାମ କରୁଛନ୍ତି, ହେଲେ ଠିକ ସମୟରେ ମିଳୁନି ପାରିଶ୍ରମିକ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ପ୍ରାୟ ୨୫ଜଣ ଡିଏମଏଫ୍ ଷ୍ଟାଫ୍  ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି । ହେଲେ ବିନା ଦରମାରେ। ଆଜକୁ ପ୍ରାୟ ୪ ମାସ ହେବ…

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ

କନକ ବ୍ୟୁରୋ :  ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଆଜି ହେଉଛି ଦ୍ୱିତୀୟ ଦିନ। କାର୍ଯ୍ୟକାରିଣୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗକୁ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହି ବୈଠକରେ ଅନେକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇପାରେ । ସେପଟେ ଜାନୁଆରୀ…

ଫାଟିଲା ପେଟ୍ରୋଲ ଦୀପ, ଗୋଟିଏ ପରିବାର ୪ ମୃତ

ଗଞ୍ଜାମ : ପେଟ୍ରୋଲ ଦୀପ ଲଗାଇବା ବେଳେ ବଡ଼ ଧରଣର ଅଘଟଣ । ଦୀପ ଫାଟି ଯିବାରୁ ଗୋଟିଏ ପରିବାରର ୪ ଜଣ ଜଳି ଯାଇ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରେ ଘଟିଛି । ଗୁରୁତରମାନେ ହେଲେ ବାପା, ମାଆ, ଝିଅ ଓ ୪ ବର୍ଷର ନାତୁଣୀ ।…

ଭିଜିଲାନ୍ସ ଜାଲରେ ଖଡିଆଳ ବିଡିଓ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ନୂଆପଡ଼ା ଜିଲ୍ଲା ଖଡିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଥିବା ବେଳେ ଭିଜିଲାନ୍ସର ଅନେକ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି ।  ନୂଆପଡ଼ା ଓ…

ତ୍ୱଚାର ସୁନ୍ଦରତା ବୃଦ୍ଧି କରିବ ଚାଉଳ ଗୁଣ୍ଡ…

ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଁ ସମସ୍ତେ ଭିନ୍ନ ଭିନ୍ନ ଜିନିଷ ବ୍ୟବହାର କରିଥାଆନ୍ତି। ଶୀତ ଦିନେ ବିଶେଷ କରି ତ୍ୱଚା ଶୁଷ୍କ ଓ କଳା ହେବା ସହ ସୁନ୍ଦରତା ହ୍ରାସ ହୋଇଥାଏ। ତେବେ କିଛି ଘରୋଇ ଉପାୟ ଆପଣାଇବା ଦ୍ୱାରା ସୁନ୍ଦରତା ବୃଦ୍ଧି ସହ ତ୍ୱଚାର ଅନେକ ସମସ୍ୟା ଦୂର କରି ହେବ। ସେହି ଘରୋଇ…

ନାଁ ନନେଇ କାହାକୁ ଟାର୍ଗେଟ କଲେ ସଚିନ ପାଇଲଟ?

ଜୟପୁର: ଶେଷ ହେବାକୁ ଯାଉଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା। ଏହାପରେ ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ କରିବାକୁ ଦଳ ହାତ ସେ ହାତ ଯୋଡ କାର୍ଯ୍ୟକ୍ରମ କରିବାକୁ ଯାଉଛି। ଏହାରି ଭିତରେ ରାଜସ୍ଥାନ କଂଗ୍ରେସର ଦୁଇ ପ୍ରମୁଖ ନେତା ସଚିନ ପାଇଲଟ ନିଜ ଦଳର ସରକାରକୁ…

କଟକ ସାବତ ମା’-ପୁଅ ମୃତ୍ୟୁ ଘଟଣା: ‘ମୋତେ ମିଛ କହି ସନ୍ତୋଷ ବିବାହ କରିଛନ୍ତି’

କଟକ: ମଧୁପାଟଣା ଥାନା ଶ୍ରୀରାମନଗରରେ ସାବତ ମା' ଓ ପୁଅର ମୃତ୍ୟୁ ରହସ୍ୟ ଘେରରେ ରହିଛି। ଏହି ଘଟଣାରେ ମୃତ ମହିଳା ଶିଳ୍ପୀ ଦାସଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ପୋଲିସ ଅଟକ ରଖି ଜେରା କରୁଛି। ଅନ୍ୟପଟେ ସନ୍ତୋଷଙ୍କ ପ୍ରଥମ ପତ୍ନୀର ପୁଅର ମୃତ୍ୟୁକୁ ନେଇ ସନ୍ତୋଷଙ୍କ ପରିବାର ଲୋକେ…