Latest Odisha News

BREAKING NEWS

Browsing Category

ଫିଚର

ଟେଲିଭିଜନ ଚ୍ୟାନେଲକୁ ଗାଇଡଲାଇନ ଜାରି

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ସମସ୍ତ ଟେଲିଭିଜନ ଚ୍ୟାନେଲକୁ ଏକ ଗାଇଡଲାଇନ ଜାରି କରିଛନ୍ତି। ବ୍ୟତିବ୍ୟସ୍ତ କରୁଥିବା ଭିଡିଏ ଓ ଫଟୋଗ୍ରାଫିର ପ୍ରସାରଣକୁ ବନ୍ଦ କରିବାକୁ ସରକାର ଟିଭି ଚ୍ୟାନେଲଗୁଡ଼ିକୁ କହିଛନ୍ତି। ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ସରକାର ଚେତାବନୀ ଦେଇ…

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା: ୧୪ ଦିନିଆ ନ୍ୟାୟିକ ହେପାଜତ୍‌ରେ ଅଫତାବ୍‌

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲା । ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବଙ୍କ ନ୍ୟାୟିକ ହେପାଜତକୁ ପୁଣି ବଢାଇ ଦିଆଯାଇଛି। ଦିଲ୍ଲୀର ସାକେତ କୋର୍ଟ ଅଫତାବଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ୧୪ଦିନ ପାଇଁ ବୃଦ୍ଧି କରିଛନ୍ତି । ପ୍ରେମିକ ଅଫତାବ ପ୍ରେମିକା…

ଭିଜିଲାନ୍ସ ଟ୍ରାପରେ କିରାଣୀ; ୬ଟି ଘରେ ଚାଲିଛି ଚଢାଉ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ରଖିଥିବା ବ୍ୟକ୍ତିଙ୍କୁ ଛାଡୁନି କ୍ରାଇମବ୍ରାଞ୍ଚ । ଗତକାଲି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ  କିଶୋରଚନ୍ଦ୍ର ନାୟକଙ୍କୁ ଅଧାବାଟରୁ ମାଡି ବସିଥିଲା କ୍ରାଇମବ୍ରାଞ୍ଚ । ଆଜି ଧରିଛି ଜଣେ ଆରଡବ୍ଲୁ କିରାଣିଙ୍କୁ…

ଏକାଠି ବସି ହାଣ୍ଡିଆ ପିଇଲେ; ପତ୍ନୀଙ୍କୁ ମାରି ପୋତିଦେଲେ

ଢେଙ୍କାନାଳ: ସ୍ୱାମୀ-ସ୍ତ୍ରୀ ସାଙ୍ଗ ହୋଇ ମଦ ପିଇଲେ । ରାତିରେ ଖାଇପିଇ ଗଲେ ଶୋଇବାକୁ । ହେଲେ କ’ଣ ହେଲା କେଜାଣି, ପତ୍ନୀଙ୍କୁ  ଜୀବନରୁ ଦୂରେଇ ଦେବା ପାଇଁ ନିଷ୍ପତ୍ତି ନେଲେ ? ସକାଳୁ ସକାଳୁ ମିଳିଥିଲା ପତ୍ନୀଙ୍କ ମୃତଦେହ ।  ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କମ୍ପୁଲେଇ ଗାଁରୁ…

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା: ଇଣ୍ଡୋନେସିଆରେ ବଡ଼ଧରଣର ଭୂକମ୍ପ ଝଟକା। ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି । ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୭.୭ ରେକର୍ଡ କରାଯାଇଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୨.୪୭ମିନିଟରେ ଥରି ଉଠିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର ।…

ଝିଅଟିର ଅଭିନବ ଷ୍ଟଣ୍ଟ, ସାଇକେଲିଂ ସହ କରୁଛନ୍ତି ସ୍କିପିଂ

ନୂଆଦିଲ୍ଲୀ : ଆଜିର ଯୁବପିଢ଼ିଙ୍କୁ ଘାରିଛି ସୋଶିଆଲ ମିଡିଆ ନିଶା । ନିଜ ଜୀବନକୁ ଖାତିର ନକରି ବିଭିନ୍ନ ପ୍ରକାର ଷ୍ଟଣ୍ଟ କରି ସୋଶିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥାଆନ୍ତି । ଯାହାକୁ ଦେଖିଲେ ଯେ କେହି ବି ଚକିତ ହେବାଟା ସ୍ୱାଭାବିକ । ତେବେ ଏପରି ଏକ ଷ୍ଟଣ୍ଟ ଭିଡିଓ ସୋସିଆଲ ମିଡିଆରେ…

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା; ଦୋଷ ମାନିଲେ ଅଭିଯୁକ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ହିଟ ଆଣ୍ଡ ରନର ଛାତିଥରା କାହାଣୀ ଚାରିଆଡ଼େ ହଇଚଇ ସୃଷ୍ଟି କରିଛି । ଘଟଣାରେ ଦୋଷ ସ୍ୱୀକାର କରିଛି ନୃଶଂସ ଅଭିଯୁକ୍ତ । ନିଜ ଦୋଷକୁ ଲୁଚାଇବାକୁ ଯାଇ କିପରି ଜଣଙ୍କ ଜୀବନ ନେଇଛି ଅଭିଯୁକ୍ତ ତାହାକୁ ସ୍ୱୀକାର କରିଛି । ବହୁ ଚର୍ଚ୍ଚିତ ହିଟ୍ ଆଣ୍ଡ ରନ ମାମଲାରେ ପ୍ରତ୍ୟେକ…

ଶୀତଦିନେ ଖାଆନ୍ତୁ ଅଦା….

ଅଦାରେ ରହିଛି ଔଷଧୀୟ ଗୁଣ । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଖାଦ୍ୟର ସ୍ୱାଦକୁ ବୃଦ୍ଧି ସହ ଅନ୍ୟାନ୍ୟ ଜିନିଷ ପାଇଁ ଆମେ ଅଦା ବ୍ୟବହାର କରିଥାଉ  । ବିଶେଷ କରି ଶୀତଦିନେ ଅଦା ସେବନ ପାଇଁ ପରାମର୍ଶ ଦିଆଯାଇଥାଏ। ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଫଳରେ ଏହା…

ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର : ଗାଡ଼ି ସହ ପଥଚାରିଙ୍କୁ ମାରିଛି ଧକ୍କା, ୫ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁରରେ ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର। ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେବା ସହ ବାଟ ଚଲା ଲୋକଙ୍କୁ ବି ପଛରୁ ପିଟିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଟ୍ରିପଟି ଗୋଟିଏ ଗାଡି ଏବଂ ଲୋକଙ୍କୁ ଧକ୍କା ଦେଇ ପଳାଇ ଯାଉଥିବା ବେଳେ ଭାରସାମ୍ୟ…

ଆମେରିକାରେ ଶପଥ ନେଲେ ପ୍ରଥମ ଭାରତୀୟ ମୂଳ ମହିଳା ଶିଖ ଜଜ

ନୂଆଦିଲ୍ଲୀ: ଭାରତୀୟ ମୂଳ ମନପ୍ରୀତ ମୋନିକା ସିଂହ ହାରିସ କାଉଣ୍ଟିଂର ବିଚାରପତି ଭାବେ ଶପଥ ନେଇଛନ୍ତି । ଏହା ପରେ ମୋନିକା ଆମେରିକାର ପ୍ରଥମ ମହିଳା ଶିଖ ବିଚାରପତିର ମାନ୍ୟତା ପାଇଛନ୍ତି । ମୋନିକାଙ୍କ ଜନ୍ମ ହ୍ୟୁଷ୍ଟନରେ ହୋଇଥିଲା । ତାଙ୍କର ପିଲାଦିନ ମଧ୍ୟ ସେହିଠାରେ କଟିଥିଲା । ଏବେ ସେ…