Latest Odisha News

BREAKING NEWS

Browsing Category

ଫିଚର

ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ: ଖାଦ୍ୟ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

କୋଲକାତା: ପଶ୍ଚିଭମବଙ୍ଗର ବୀରଭୂମ ଜିଲ୍ଲାରେ ଗତକାଲି ଅନେକ ସ୍କୁଲ ପିଲା ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୁହାଯାଉଛି, ମଧ୍ୟାହ୍ନ ଭୋଜନ  ଖାଦ୍ୟରୁ ଏକ ସାପ ବାହାରିଥିଲା ।  ଏହି ଖାଦ୍ୟ ଖାଇବା ପରେ ଏପରି…

ହକି ପୂର୍ବରୁ ଅଘଟଣ, ବିର୍ସା ମୁଣ୍ଡା ଷ୍ଟାଡିୟମରେ କରେଣ୍ଟ ଲାଗି ଶ୍ରମିକ ମୃତ

ରାଉରକେଲା: ଆଉ ୨ ଦିନ ପରେ ଆରମ୍ଭ ହେବ ବିଶ୍ୱକପ୍ ହକି । ଏଥିପାଇଁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପ୍ରସ୍ତୁତ ରହିଛି । ୫ ଦିନ ତଳେ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଉଦଘାଟନ କରିଥିଲେ ।…

ଶୂନ ତାପମାତ୍ରାରେ ସାଧନା: କେଦାରନାଥରେ ବରଫ ଉପରେ ଧ୍ୟାନରେ ବସିଛନ୍ତି ଦୁଇ ସାଧୁ

ଡେରାଡୁନ:ଭଗବତ ପ୍ରେମୀ ଏମାନଙ୍କୁ ଭକ୍ତ କହିବେ ଆଉ ନାସ୍ତିକ କହିବେ ଲୋକ ଦେଖାଣିଆ । ଯିଏ ଯାହା କହୁ ପଛେ, ସାଧୁ ବାବା ଦୁହିଁଙ୍କ କାମ ସମସ୍ତଙ୍କୁ ବିସ୍ମିତ କରିଦେବ । କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ କେଦାରନାଥ ଧାମ ଦେଖିବାକୁ…

‘ଶେହଜାଦା’ଫିଲ୍ମର ଶୁଟିଂ ସମୟରେ ଆହତ ହେଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି  ।  ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ କାର୍ତ୍ତିକ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ…

ସମ୍ପତ୍ତି ତାଲିକା ନ ଦେଲେ ବନ୍ଦ ହେବ ବାବୁଙ୍କ ଦରମା, ଚିଠିକୁ ନେଇ ହଇଚଇ

ଭୁବନେଶ୍ୱର: ବାବୁ ଦେବେ ସମ୍ପତ୍ତି ତାଲିକା । ନ ହେଲେ ବନ୍ଦ ହେବ ଦରମା । ବାର୍ଷିକ ସମ୍ପତ୍ତି ତାଲିକା ଦେବାକୁ କୃଷି ବିଭାଗର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରମୁଖ ସଚିବ । ଯେଉଁ ଅଧିକାରୀ ବାର୍ଷିକ ସମ୍ପତ୍ତି ତାଲିକା ଦେବେ ନାହିଁ ସେମାନେ ଆସନ୍ତା ଫେବ୍ରୁଆରୀ ମାସରୁ ପାଇବେ…

ଏମିତି ଷ୍ଟେସନ ଯେଉଁଠାରେ ସବୁକାମ କେବଳ ମହିଳା ହିଁ କରନ୍ତି

ଜୟପୁର: ମହିଳା ସଶକ୍ତୀକରଣ କ୍ଷେତ୍ରରେ  ଭାରତୀୟ ରେଳବାଇ ଏକ ମାଇଲଷ୍ଟୋନ ତିଆାରି କରିଛି । ରେଳବାଇ ଅଧୀନରେ ଏମିତି ଏକ ଷ୍ଟେଶନ ଅଛି ଯେଉଁଠି ଖାଲି ମହିଳା  କର୍ମଚାରୀମାନେ ହିଁ କାମ କରିଥାନ୍ତି । ସଂଯୁକ୍ତ ରାଷ୍ଟ୍ର ମଧ୍ୟ ମହିଳା ସଶକ୍ତୀରକରଣ ପାଇଁ ଭାରତୀୟ ରେଳବାଇର ଏହି ଉଦ୍ୟମକୁ ପ୍ରଶଂସା…

ଜେଲରୁ ବାହାରିଲେ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ୱାମୀ

ନୂଆଦିଲ୍ଲୀ:  ଜେଲରୁ ବାହାରିଲେ ଆଇସିଆଇସିଆଇ ବ୍ୟାଙ୍କ ଦୁର୍ନୀତିରେ ଗିରଫ ହୋଇଥିବା ବ୍ୟାଙ୍କର ପୂ୍ର୍ବତନ ସିଇଓ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ୱାମୀ ଦୀପକ କୋଚ୍ଚର ।  ଗତକାଲି ବମ୍ବେ ହାଇକୋର୍ଟ ଏକ ରାୟରେ ଉଭୟଙ୍କ ଗିରଫଦାରୀ ବେଆଇନ ବୋଲି କହିବା ପରେ  ଗତକାଲି ଉଭୟଙ୍କୁ ଜାମିନ ମିଳିଥିଲା…

ହକି ବିଶ୍ୱକପ୍: କାଲି ଅଧାରୁ ଛୁଟି ହେବ କଟକର ସ୍କୁଲ୍ ଓ କଲେଜ

କଟକ: ଓଡ଼ିଶାକୁ ହକି ଜର । ଆଉ ୨ ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ୍ । ତା’ପୂର୍ବରୁ ଆସନ୍ତାକାଲି ବୁଧବାର କଟକରେ ହକି ବିଶ୍ୱକପର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ବଲିଉଡର ବଛାବଛା କଳାକାର ଯୋଗ ଦେବେ । ନାଚ, ଗୀତର ଆସବ ଖୁବ୍ ଜମିବ । ବିଶ୍ୱକପ୍ ଉଦଘାଟନୀକୁ…

ଟିମରେ ରହିବେ ତ ହିଟ୍ ମ୍ୟାନ ଏବଂ କିଙ୍ଗ କୋହଲି?

ନୂଆଦିଲ୍ଲୀ: ଦଳର ଭବିଷ୍ୟତକୁ ନେଇ ଚିନ୍ତିତ ବିସିସିଆଇ । ଟିମରେ ରହିବେ ତ ହିଟ୍ ମ୍ୟାନ ଆଣ୍ଡ କିଙ୍ଗ କୋହଲି?   ଟିମ୍ ଇଣ୍ଡିଆରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉତ୍ତରାଧିକାରୀ କିଏ ? ହୁଏତ ଏବେ ଆପଣଙ୍କ ମନକୁ ଏହାର ଉତ୍ତର ଆସୁନଥିବ ବା କେବେ ଭାବିନଥିବେ। ହେଲେ ବିସିସିଆଇ କିନ୍ତୁ…

ଟେଲିଭିଜନ ଚ୍ୟାନେଲକୁ ଗାଇଡଲାଇନ ଜାରି

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ସମସ୍ତ ଟେଲିଭିଜନ ଚ୍ୟାନେଲକୁ ଏକ ଗାଇଡଲାଇନ ଜାରି କରିଛନ୍ତି। ବ୍ୟତିବ୍ୟସ୍ତ କରୁଥିବା ଭିଡିଏ ଓ ଫଟୋଗ୍ରାଫିର ପ୍ରସାରଣକୁ ବନ୍ଦ କରିବାକୁ ସରକାର ଟିଭି ଚ୍ୟାନେଲଗୁଡ଼ିକୁ କହିଛନ୍ତି। ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ସରକାର ଚେତାବନୀ ଦେଇ…