Latest Odisha News

BREAKING NEWS

Browsing Category

ଫିଚର

ବଡ଼ ଖବର: ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବିରୁ ଓହରିବ ସଂଘ!

ଝାରସୁଗୁଡା (କେ. ରୋସନ ପୃଷ୍ଟି): ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବିରୁ ଓହରିବ ଓକିଲ ସଂଘ। ଏପରି ଏକ ପ୍ରସ୍ତାବ ଦୁଇ ଦିନ ତଳେ ଝାରସୁଗୁଡା ଜିଲ୍ଲାରେ ଓକିଲଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ଡିସେମ୍ବର ୧୨ରୁ ୨୯ ଜଣ ଓକିଲ ଗିରଫ ହୋଇ ଜେଲରେ ଅଛନ୍ତି। ସେମାନଙ୍କ ଜାମିନ ପ୍ରସଙ୍ଗରେ…

‘ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ ଗାନ୍ଧୀ’

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ, କହିଛନ୍ତି ଯେ ରାହୁଲ ଗାନ୍ଧୀ 2024 ଲୋକସଭା ନିର୍ବାଚନରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଏଭଳି ରିପୋର୍ଟ ପ୍ରକାଶ କରିଛି। ପିଟିଆଇ ରିପୋର୍ଟ ଅନୁଯାୟୀ କମଲନାଥ ରାହୁଲ…

କେମିତି ଅଛନ୍ତି ଋଷଭ ପନ୍ତ? ଆସିଲା ଏମଆରଆଇ ସ୍କାନ ରିପୋର୍ଟ

ଡେରାଡୁନ: ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାରେ ଘଟିଥିବା ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଥିବା କ୍ରିକେଟର ଋଷଭ ପନ୍ତ ସମ୍ପୂର୍ଣ୍ଣ ସୁରକ୍ଷିତ। ଶୁକ୍ରବାର ସକାଳେ, ରୁରର୍କି ଯାଉଥିବାବେଳେ ଷ୍ଟାର ୱିକେଟ୍ କିପର ପନ୍ତଙ୍କ ମର୍ସିଡିଜ୍ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣା…

ଲକ୍ଷଦ୍ୱୀପ ପ୍ରଶାସନ ରାଷ୍ଟ୍ରୀୟ ସୁରକ୍ଷା ନେଇ ୧୭ ଦ୍ୱୀପର ପ୍ରବେଶ ଉପରେ ଲଗାଇଲେ କଟକଣା

ନୂଆଦିଲ୍ଲୀ: ଲକ୍ଷଦ୍ୱୀପ ପ୍ରଶାସନ ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ୩୬ରୁ ୧୭ ଦ୍ୱୀପରେ ପ୍ରବେଶ ନେଇ କଟକଣା ଲଗାଇଛନ୍ତି । ଏଠାକୁ ଯିବା ପାଇଁ ସବ ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଅନୁମତି ଆବଶ୍ୟକ ହେଉଥିଲା । ଏବେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଦଣ୍ଡ ପ୍ରକ୍ରିୟା ସଂହିତା ଧାରା ୧୪୪ ଲାଗୁ…

ରାଜଧାନୀର ମଶା ଉପଦ୍ରବ ଆଗରେ ଆଣ୍ଠେଇଲା ବିଏମସି !

ଭୁବନେଶ୍ୱର: ହକି ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ରାଜଧାନୀରେ କେତେ କଣ ବଦଳୁଛି। ହେଲେ ଯେଉଁ ମଶା ଲୋକଙ୍କୁ କଲବଲ କରୁଛି ତାକୁ ନିୟନ୍ତ୍ରଣ କରିବାରେ ଭୁବନେଶ୍ୱର ମହାନଗର ନିଗମ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଡ୍ରୋନ ଜରିଆରେ ମଶା ଉପଦ୍ରବ ଦମନ କରିବାକୁ ଯାଇ ବିଏମସି ଏକ ପ୍ରକାର…

ବିଶ୍ୱକପ୍ ପୂର୍ବରୁ ଖେଳାଳି ରହିବାକୁ ଥିବା ହୋଟେଲରେ ଅନୁଧ୍ୟାନ କଲେ ଡିସିପି

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ଆଇନଶୃଙ୍ଖଳା ରକ୍ଷା ସହ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ପୋଲିସ ନଜର ଦେଇଛି । ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଭୁବନେଶ୍ୱରରେ…

ମାଆ ଗାଳିଦେଲେ ବୋଲି ଘର ଛାଡି ପଳେଇଥିଲେ ଜାହୀଦ, ୫୨ ବର୍ଷ ପରେ ଫେରିଲେ

ମୁରାଦାବାଦ: କୋତବାଲୀର ତେବରଖାସ ଗ୍ରାମର ବାସିନ୍ଦା ଜାହୀଦ ଅଲୀ ୫୨ ବର୍ଷ ପରେ ଘରକୁ ଫେରିଛନ୍ତି । ପରିବାରବର୍ଗଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି । ଜାହୀଦଙ୍କୁ ୧୮ ବର୍ଷ ହୋଇଥିବା ବେଳେ କୌଣସି କାରଣ ନେଇ ତାଙ୍କ ମାଆ ବିରକ୍ତ ହୋଇଥିଲା । ଜାହୀିଦ ରାଗ ଓ ଅଭିମାନରେ ଘର ଛାଡି ଗଲେ ଯେ,…

ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ: ମମତାଙ୍କ ହାଇଡ୍ରାମା, ଜିଦରେ ଅଟଳ ରହିଲେ

କୋଲକାତା: ଆଜି ସକାଳେ ପଶ୍ଚିମବଙ୍ଗର ହାଓ୍ୱଡା ଷ୍ଟେସନରେ ହାଇଡ୍ରାମା ଦେଖିବାକୁ ମିଳିଛି। କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନ୍ୟୁ ଜଲପାଇଗୁଡ଼ି ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଉଦଘାଟନ କରିବାକୁ ଆସିନଥିଲେ। କିନ୍ତୁ ପାଖରେ ସାଧାରଣ ଲୋକ ଏବଂ ଅନ୍ୟ…

କ୍ୟାପିଟାଲ ହସ୍ପିଟାଲରେ ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଉଦଘାଟିତ୍

ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲରେ ଉଦଘାଟିତ ହୋଇଛି ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକାର୍ପିତ କରିଛନ୍ତି । ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପ୍ରଥମ ବ୍ୟାଚ୍…

ରଣଜୀ ଟ୍ରଫି: ହରିୟାଣା ବିପକ୍ଷରେ ଓଡିଶା ହାସଲ କଲା ୩ ପଂଏଟ

କଟକ: ରଣଜୀ ଟ୍ରଫି କ୍ରିକେଟରେ ହରିୟାଣା ବିପକ୍ଷରେ ଓଡିଶା ଗୁରୁତ୍ୱପୂର୍ଣ୍ଣ ୩ ପଂଏଟ ହାସଲ କରିଛି । ମ୍ୟାଚ ଡ୍ର ରହିଥିଲେ ମଧ୍ୟ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ଏହି ପଂଏଟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ହରିୟାଣା ୩୩୮ ରନ କରିଥିଲା । ଜବାବରେ ଓଡିଶା ୪୧୪ ରନ କରି ୭୬ ରନରେ…