Latest Odisha News

BREAKING NEWS

Browsing Category

ଫିଚର

କୁହୁଡ଼ିର ମୁକାବିଲା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ

ଭୁବନେଶ୍ୱର: ଘନ କୁହୁଡ଼ିକୁ ଦେଖି ପୂର୍ବତଟ ରେଳପଥର ପ୍ରସ୍ତୁତି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇଛି । ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ…

IPS ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ନୂଆବର୍ଷ ଠିକ୍ ପୂର୍ବରୁ ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂଙ୍କୁ ଡିଆଇଜି ରାଙ୍କକୁ ପଦୋନ୍ନତି ମିଳିବା ସହ ତାଙ୍କୁ ଡିଆଇଜି ସ୍ପେଶାଲ୍ ଆର୍ମଡ ଫୋର୍ସ ଭାବେ ନିଯୁକ୍ତି ମିଳିଛି । ସେହିଭଳି ଗଞ୍ଜାମ ଏସପି…

ମାରାତ୍ମକ: ପ୍ଲାଷ୍ଟିକ ବ୍ୟାଗରେ ଗ୍ୟାସ କିଣୁଛନ୍ତି ପାକିସ୍ତାନୀ

ଲାହୋର: ରାଜନୈତକ ଅସ୍ଥିରତା, ଆର୍ଥୀକ ମାନ୍ଦାବସ୍ଥା ଓ ଆତଙ୍କବାଦୀ ଆକ୍ରମଣ ଜାଲରେ ଛଟପଟ ହେଉଛନ୍ତି ପାକିସ୍ତାନର ସାଧାରଣ ନାଗରିକ । ପରିସ୍ଥିତି ଏପରି ହୋଇଛି ଯେ, ଗ୍ୟାସ ସିଲିଣ୍ଡର ପାଇବାରେ ଉପଭୋକ୍ତାମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସିଲିଣ୍ଡର ବଦଳରେ ନାଗରିକମାନେ ବଡ ବଡ…

କିଏ ସେହି ଦେବଦୂତ ଯିଏ ମୃତ୍ୟୁ ମୁହଁରୁ ଟାଣି ଆଣିଥିଲା ଋଷବଙ୍କୁ

ଡେରାଡୁନ: ସେ ଥିଲେ ଋଷବଙ୍କ ପାଇଁ ଦେବଦୂତ । ମୃତ୍ୟୁ ମୁହଁରୁ ଟାଣି ଆଣିଥିଲେ ସେ ଋଷବଙ୍କୁ । ମାତ୍ର  କେଇ ମୁହୂର୍ତ୍ତର ବିଳମ୍ବ ହୋଇଥିଲେ ହୁଏତ କିଛି ବି ହୋଇ ପାରିଥାନ୍ତା… । ତେବେ କିଏ ସେଇ ଦେବଦୂତ ? ଠିକ ସମୟରେ ସେ କେମିତି ପହଞ୍ଚିଲେ ? ଶୁକ୍ରବାର ଏକ ବଡ ଦୁର୍ଘଟଣାର ଶିକାର…

୨୦୨୨ରେ କଣ ଥିଲା ଭାରତୀୟଙ୍କ ପ୍ରିୟ ଖାଦ୍ୟ ?

ନୂଆଦିଲ୍ଲୀ: ଭାରତର ଲୋକ ଖାଦ୍ୟପ୍ରିୟ । ଦେଶର କୋଣ ଅନୁକୋଣରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳେ । ଆଉ ଅନଲାଇନ୍ ଯୁଗରେ ମାତ୍ର କେଇ ମିନିଟରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚି ଯାଉଛି । ଆସନ୍ତୁ ଜାଣିବା ୨୦୨୨ ବର୍ଷରେ ଭାରତୀୟଙ୍କ ପସନ୍ଦିତ ଖାଦ୍ୟ କଣ ଥିଲା ? ଅନଲାଇନ୍ ଫୁଡ୍ ଡେଲିଭରୀ…

ନିର୍ମଳାଙ୍କ ୪ର୍ଥ ବଜେଟ୍: ପ୍ରସ୍ତୁତିରେ ଅର୍ଥମନ୍ତ୍ରୀଙ୍କ ସାଥୀ କିଏ

ନୂଆଦିଲ୍ଲୀ:ଫେବୃଆରୀ ୧ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ ୨୦୨୩ ପାଇଁ ସାଧାରଣ ବଜେଟ । ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମୋଦି ସରକାରଙ୍କର ୨ୟ ବାରିର ଶେଷ ବଜେଟ ଉପସ୍ଥାପିତ ହେବ ସଂସଦରେ । କରୋନା ମହାମାରୀ ପରେ ଭାରତରେ ଘରୋଇ ଅର୍ଥନୀତିରେ ସମାନ୍ୟ ସୁଧାର…

ମଥୁରା ନଗରୀରୁ ଦିଲ୍ଲୀକୁ ଟ୍ରେନ୍ ଚଳାଚଳ ପାଇଁ ମହାରାଜା କଂସଙ୍କ ନିର୍ଦ୍ଦେଶ

ବରଗଡ଼଼: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କମ୍ପୁଛି ବରଗଡ଼ । କଂସଙ୍କ ଦରବାରରେ ଚାଲିଛି ହିସାବ ନିକାଶ । ସେପଟେ ଗୋପପୁରରେ ବି ଉତ୍ସବ ଚାଲିଛି । ଧନୁଯାତ୍ରା ଜମି ଆସୁଥିବା ବେଳେ ମହାରାଜା କଂସ ମଥୁରା ନଗରୀରୁ ଦିଲ୍ଲୀକୁ ଟ୍ରେନ୍ ଚଳାଚଳ କରିବାକୁ ସମ୍ବଲପୁର ଡିଆରଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

ଫ୍ଲାସବ୍ୟାକ୍ ୨୦୨୨: ବିଶ୍ୱ ଭୁଲିନପାରିବା ଭଳି କେତେକ ଘଟଣାବଳୀ

ବ୍ୟୁରୋ: ୨୦୨୩ ପାଖେଇ ଆସୁଛି । ବିଦାୟ ନେବ ୨୦୨୨ । ଚଳିତବର୍ଷ ସାରା ବିଶ୍ୱରେ ଚହଳ ପକାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ମନେ ରଖିବେ ବିଶ୍ୱବାସୀ । କିଛି ଘଟଣା ଇତିହାସ ହୋଇ ରହିବ । https://www.youtube.com/watch?v=05ulU1TfZ4M ଯେମିତିକି; ଋଷ-ୟୁକ୍ରେନ ଯୁଦ୍ଧ…

ହାଜର ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ କୋର୍ଟଙ୍କ ସମନ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଜର ପାଇଁ ସମନ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା କୋର୍ଟ । ଜାନୁଆରୀ ୪ ତାରିଖରେ ହାଜର ପାଇଁ କୋର୍ଟ ସମନ କରିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଷ୍ଟାଫଙ୍କ ପ୍ରତି ବର୍ଷା ଦେଇଥିବା ଜାତିଆଣ ଆକ୍ଷେପ ମାମଲାରେ…

ନିଷ୍ଠୁର ଡିସେମ୍ବର: ଗଲାବେଳେ ସବୁବେଳେ କନ୍ଦେଇଥାଏ

ପୁରୀ: ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଆଗ୍ରହୀ ହେଉଥିବା ବେଳେ ଶୁକ୍ରବାର ଏ ଭଳି କେତେଗୁଡିଏ ଘଟଣା ଘଟିଗଲା ଯେ, ସମସ୍ତଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ଏଥର ନୁହେଁ ସବୁବେଳେ ଡିସେମ୍ବର ଯିବା ପୂର୍ବରୁ ଆଖିରେ ଲୁହ ଦେଇ ଯାଇଥାଏ । ପ୍ରଥମେ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ଏବଂ…