Latest Odisha News

BREAKING NEWS

Browsing Category

ଫିଚର

ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ ପୂର୍ବରୁ ଭିଡ଼ିଓ ବାର୍ତ୍ତା ଜାରି କଲେ ଡିସିପି

ଭୁବନେଶ୍ୱର : ୨ ବର୍ଷ ପରେ ପାଳନ ହେଉଛି ନୂଆବର୍ଷ । କୋଭିଡ୍ କଟକଣା ପାଇଁ ବନ୍ଦ ଥିଲା ସେଲିବ୍ରେସନ । ଏବର୍ଷ ପୁଣି ଥରେ ନୂଆ ବର୍ଷ ପାଳନ ପାଇଁ ଅନୁମତି ରହିଛି । ତେବେ କମିଶନରେଟ୍ ପୋଲିସ ଏନେଇ ମାର୍ଗଦର୍ଶିକା ଜାରି କରିଛି । ଡିସିପି ପ୍ରତୀକ ସିଂ ଏନେଇ କେତେକ ଅପିଲ୍ କରିଛନ୍ତି । ଗାଡି…

ଏନଏଚରେ ବସ୍ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍, ଏସୟୁଭିକୁ ଧକ୍କା ଦେବାରୁ ୯ ମୃତ ଓ ୨୮ ଆହତ

ସୁରଟ: ଗୁଜରାଟର ନବାସାରୀ ଜିଲ୍ଲାରୁ ଆସିଲା ଦୁଖଦ ଖବର । ଏକ ବସ୍ ଓ ଏସୟୁଭି ମୁହାଁମୁହିଁ ଧକ୍କା ହେବା ଫଳରେ ୯ଜଣଙ୍କ ମୃତ୍ୟୁ ହୋଇଛି । ଏଥିଲେ ୨୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବସଯାତ୍ରୀ ସୁରଟରେ ଚାଲିଥିବା ସ୍ୱାମୀ ମହାରାଜ ଶତାବ୍ଦୀ ମହୋତ୍ସବ ସମାରୋହରୁ ଫେରୁଥିଲେ । ୪୮ ନମ୍ୱର…

ସ୍ୱଳ୍ପ ସଞ୍ଚୟ ଖାତାରେ ସୁଧ ହାର ବଢିଲା: କେଉଁ ଖାତାକୁ କେତେ ସୁଧ ଜାଣନ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧ ହାର ବୃଦ୍ଧି କରିଛନ୍ତି । ଜାନୁଆରୀ ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏସବୁ ଖାତାରେ ସୁଧ ବଢିବ । ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଖାତା ପାଇଁ ଭିନ୍ନ ଭିନ୍ନ ସୁଧ ହାର ଧାର୍ଯ୍ୟ ହୋଇଛି । ୨୦ରୁ ୧୧୦ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ବର୍ଦ୍ଧିତ…

ନୂଆବର୍ଷକୁ ସ୍ୱାଗତ କରିବାକୁ କାଉଣ୍ଟଡାଉନ୍ ଆରମ୍ଭ: ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଅପସରି ଯାଉଛି ୨୦୨୨ । ଆଉ କେଇ ଘଣ୍ଟା ପରେ ୨୦୨୩ର ଆଗମନ । ନୂଆବର୍ଷକୁ ସ୍ୱାଗତ କରିବାକୁ ସଭିଏଁ ପ୍ରସ୍ତତ । ସବୁଠି ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଚାଲିଛି ଯୋଜନା । ରାତି ୧୨ଟାରେ ଆଗାମୀ ବର୍ଷର ହେବ ଆଗମନ । ତେଣୁ ମନରେ ପ୍ରବଳ ଉତ୍କଣ୍ଠା । ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ…

ବାରାଣାସୀରେ ଗଙ୍ଗା ଆରତୀବେଳେ ହୀରାବେନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ଦେହାନ୍ତ ଖବର ସାରା ଦେଶକୁ ଦୋହଲାଇ ଦେଇଥିଲା । ଗତକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସନ୍ଧ୍ୟାରେ ବାରାଣାସୀରେ ଗଙ୍ଗା ଆରତୀ ବେଳେ ହୀରବେନଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ବିଶ୍ୱ ପ୍ରସିଦ୍ଧ ମା ଗଙ୍ଗାଙ୍କ…

ବର୍ଷର ଶେଷ ଦିନରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼

ପୁରୀ: ଆଜି ୨୦୨୨ର ଶେଷ ଦିନ । ପୁରୀ ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଭକ୍ତ ପୁରୀକୁ ଛୁଟିଆସିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଲମ୍ୱା ଲାଇନ ଲଗାଇଛନ୍ତି । ମହାପ୍ରଭୁ ଡାକରେ ଉଛୁଳି ପଡୁଛି ସିଂହଦ୍ୱାର । ଶ୍ରୀମନ୍ଦିରରେ ଅବକାଶ ଓ…

ଅନ୍ୟମନସ୍କ କିମ୍ବା ଦ୍ରୁତ ଗତିରେ ଗାଡ଼ି ଚଳାଇବାରୁ ୨୦୨୨ରେ ୧୯ ହଜାର ଦୁର୍ଘଟଣା ଘଟିଛି

ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତ ଉତ୍ତରାଖଣ୍ଡର ଦିଲ୍ଲୀ-ଡେରାଡୁନ ରାଜପଥରେ ନିଜ କାର ସହ ଏକ ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଦେଶରେ ଏଭଳି ଘଟଣା ଅନେକ ସମୟରେ ଦୁଃଖର କାରଣ ପାଲଟିଥାଏ। ଦୁଇ ଦିନ ତଳେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି…

OS EXCLUSIVE: ଋଷ ପର୍ଯ୍ଯଟକଙ୍କ ଶବଦାହକୁ ନେଇ ଋଷ ରାଷ୍ଟ୍ରଦୂତ ଏବଂ ମନୀଷ ତିଓ୍ୱାରୀଙ୍କ ମଧ୍ୟରେ ଟ୍ବିଟ୍ ଓ୍ୱାର

ଭୁବନେଶ୍ୱର: ଋଷ ସାଂସଦ ତଥା ବ୍ୟବସାୟୀ ପାଭେଲ ଆଂଟୋଭ ଓ ତାଙ୍କର ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁ ନେଇ ଗୋଟିଏ ପଟେ ରହସ୍ୟ ଘେରରେ ରହିଛି। ଅନ୍ୟପଟେ ଦୁଇ ଜଣଙ୍କ ଶବଦାହକୁ ନେଇ ଋଷ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ ଏବଂ କଂଗ୍ରେସ ସାଂସଦ ମନୀଷ ତିଓ୍ୱାରୀଙ୍କ ମଧ୍ୟରେ ତେଜିଛି ଟ୍ବିଟ୍…

ଶୁଣାଣି ବେଳେ ବିଚାରପତିଙ୍କ ଉପରକୁ ଟେକା ଫିଙ୍ଗିଲେ ଅଭିଯୁକ୍ତ

ଅହମଦାବାଦ: ଶୁକ୍ରବାର ଗୁଜରାଟର ନବସାରୀରେ କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ ଜଣେ ଅଭିଯୁକ୍ତ ଜଣେ ସେସନ୍ସ କୋର୍ଟର ବିଚାରପତିଙ୍କ ଉପରକୁ ଟେକା ଫିଙ୍ଗିଥିବା ପୁଲିସ କହିଛି। ସୌଭାଗ୍ୟବଶତଃ ଅତିରିକ୍ତ ସେସନ୍ସ ବିଚାରପତି ଏ. ଆର୍ ଦେଶାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାରଣ ଅଭିଯୁକ୍ତ ଧର୍ମେଶ…

୩୨ ବର୍ଷର ରେକର୍ଡ ଭାଙ୍ଗିଲା ପ୍ଲାନେଟୋରିୟମ, ଗୋଟିଏ ଦିନରେ ୬୭ ହଜାର ଆୟ

ଭୁବନେଶ୍ୱର: ସ୍କୁଲ ଛୁ଼ଟି ପଡ଼ିଛି ଏଥିସହ ବର୍ଷ ସରି ଆସୁଥିବାରୁ ଅନେକ ଏବେ ବୁଲାବୁଲି କରୁଛନ୍ତି। ଆଉ ଏହି ସମୟରେ ଭିଡ ଜମିଛି ରାଜଧାନୀ ସ୍ଥିତ ଆଚାର୍ଯ୍ୟ ବିହାରରେ ଥିବା ପଠାଣି ସାମନ୍ତ ପ୍ଲାନେଟୋରିୟମରେ। ସକାଳ ଠୁ ସଧ୍ୟା ପ୍ଲାନେଟୋରିୟମ ଆଗର ଭିଡ ନକହିଲେ ନସରେ। ଧାଡି ହୋଇ ରାସ୍ତା…