Latest Odisha News

BREAKING NEWS

Browsing Category

ଫିଚର

୧୦୨ ସନ୍ତାନ ଜନ୍ମ ପରେ ବୁଦ୍ଧି ପଶିଲା, କଲେ ପରିବାର ନିୟୋଜନ

ନୂଆଦିଲ୍ଲୀ: ହୁ ହୁ ବଢୁଛି ଜନସଂଖ୍ୟା । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ  କାର୍ଯ୍ୟକାରୀ ହୋଇଛି ପରିବାର ନିୟନ୍ତ୍ରଣ ଯୋଜନା ।  ହେଲେ ଏହାର ବ୍ୟତ୍ରିକମ ହେଉଛନ୍ତି ମୁସା ହସାହୟା  ।  ତାଙ୍କର ୨ ବା ୪ ପତ୍ନୀ ନୁହଁନ୍ତି, ୧୨ ଜଣ ପତ୍ନୀ । ଆଉ ସନ୍ତାନ ସଂଖ୍ୟା ଶୁଣିଲେ…

ଚର୍ଚ୍ଚାରେ ଡିମିଟ୍ରିଙ୍କ ଭବିଷ୍ୟବାଣୀ: ଆମେରିକାରେ ଗୃହଯୁଦ୍ଧ, ଏସିଆ ହେବ ସବୁଠାରୁ ବଡ ଷ୍ଟକ ମାର୍କେଟ

ମସ୍କୋ: ରୁଷିଆର ପୂର୍ବତନ ରାଷ୍ଟ୍ରପତି ଡିମିଟ୍ରି ମେଡଭେଡେଭଙ୍କ ଭବିଷ୍ୟବାଣୀ ଏବଂ ଚର୍ଚ୍ଚାର କାରଣ ସାଜିଛି । ୨୦୨୩ ପାଇଁ ସେ କରିଥିବା ଭବିଷ୍ୟବାଣୀ ଭିତରେ ଆମେରିକାର ଗୃହଯୁଦ୍ଧଠାରୁ ଆରମ୍ଭ କରି ଏସିଆରେ ସବୁଠାରୁ ବଡ ଷ୍ଟକ ମାର୍କେଟ ହେବ ରହିଛି । ଡିମିଟ୍ରିଙ୍କ ଭବିଷ୍ୟବାଣୀ ୧.…

ରାୟଗଡ଼ାରେ ୨ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ରାୟଗଡ଼ାର ଏକ ହୋଟେଲରେ ୨ ଋଷୀୟ ପର୍ଯ୍ୟଟକଙ୍କ ଅସ୍ୱାଭାବିକ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ୪୮ ଘଣ୍ଟା ମଧ୍ୟରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠିଥିଲା । ପ୍ରଥମେ ୨୨ ତାରିଖରେ ବ୍ଲାଡିମିର ବିଦାନୋଭଙ୍କ ସନ୍ଦେହଜନକ…

କୋଭିଡ୍ ନାଜାଲ୍ ଭ୍ୟାକ୍ସିନ ଇଙ୍କୋଭାକ୍ ପାଇଁ ସ୍ଲଟ : କୋଓ୍ୱିନ ପୋର୍ଟାଲରେ ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଜାନୁଆରୀରୁ ଘରୋଇ ସ୍ତରରେ ମିଳିବ ନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍ । ଯାହାର ମୂଲ୍ୟ ରହିବ ୮୦୦ ଟଙ୍କା । ତା ସହିତ ଟ୍ୟାକ୍ସ ବି ଦେବାକୁ ପଡିବ । କୋଓ୍ୱିନ ପୋର୍ଟାଲରେ ଏବେ ସ୍ଲଟ ବୁକିଂ ଆରମ୍ଭ ହେଲାଣି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍…

ବିଜେପିର ୨୦୨୪ ବ୍ଲୁ-ପ୍ରିଣ୍ଟ, କି ମନ୍ତ୍ର ଦେବେ ନଡ୍ଡା ?

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାର ୨୧ଲୋକସଭା ଆସନରୁ ୮ଟି ହାତେଇ ଥିଲା । ୨୪ରେ ସେହି ସଂଖ୍ୟା ବଢ଼ାଇବାକୁ ଗୋଟି ଚାଳନା ଆରମ୍ଭ କରିଛି ବିଜେପି । ୩ ମାସ ବ୍ୟବଧ୍ୟାନରେ ଜେପି ନଡ୍ଡା ଦ୍ୱିତୀୟ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ଜେପି ନଡ୍ଡା କନ୍ଧମାଳ ଓ…

ପ୍ରଥମ ପ୍ରେମକୁ କିଏ ବା ଭୂଲିପାରେ, ପୁଣି ଚର୍ଚ୍ଚାରେ ସଲମାନ-ସଙ୍ଗୀତା

ମୁମ୍ବାଇ: ପ୍ରଥମ ପ୍ରେମକୁ କିଏ ବା ଭୂଲିପାରେ । ସେ ଶିହୀରଣ ଓ ଉନ୍ମାଦନା ସବୁବେଳେ ମନରେ ଚଂଚଳତା ସୃଷ୍ଟି କରିଥାଏ । ଆଉ ଏଥିରୁ ଭାଇଜାନ ସଲମାନ ଖାଁ ବା କିପରି ବାଦ ପଡିଥାନ୍ତେ । ସଲମାନଙ୍କ ୫୭ତମ ଜନ୍ମ ଦିବସ ପାଳନ ଅବସରରେ ଏକ ଭବ୍ୟ ପାର୍ଟିର ଆୟୋଜନ କରାଯାଇଥିଲା । ବହୁତ ବଡ ବଡ ଷ୍ଟାର…

ରାୟଗଡା ଛାଡିଲେ ୨ ପର୍ଯ୍ୟଟକ, ଏମ୍ୱାସୀରୁ ଡକ୍ୟୁମେଣ୍ଟ ଆସିବାକୁ ଥିଲା ଅପେକ୍ଷା

ରାୟଗଡା: ରାୟଗଡାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ତନାଘନା ଜାରି ରହିଛି । ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ୨୨ତାରିଖରେ ଜଣେ ଓ ୨୫ ତାରିଖରେ ଆଉ ଜଣେ ଋଷୀୟଙ୍କ ମୃତ୍ୟୁ । ପାଭେଲ ଆଣ୍ଟୋଭ ସାଙ୍ଗଙ୍କ ମୃତ୍ୟୁରେ ଭାଙ୍ଗିପଡିଥିଲେ । ସେ ଡିପ୍ରେସନରେ ଥିଲେ ବୋଲି କହିଛନ୍ତି ହୋଟେଲ ମ୍ୟାନେଜର ।…

ରୁଷରୁ ରାୟଗଡ଼ା…ସଂଯୋଗ ନା ସୁପରିକଳ୍ପିତ ଷଡଯନ୍ତ୍ର ?

ଭୁବନେଶ୍ୱର:ରୁଷରୁ.. ରାୟଗଡା । ଜନ୍ମଦିନ ପାଳନରୁ. ଜୀବନ ଯିବା ସଂଯୋଗ ନା ସୁପରିକଳ୍ପିତ ? ଜନ୍ମଦିନ ପାଳନ ପାଇଁ ରାୟଗଡାକୁ କାହିଁକି ବାଛିଥିଲେ ଏଇ ରୁଷୀୟ ନାଗରିକ ?  ତାଙ୍କର ମୃତ୍ୟୁ ଆତ୍ମହତ୍ୟା ନା ଏହା ପଛରେ ରହିଛି ଷଡଯନ୍ତ୍ର ? ଯଦି ଆତ୍ମହତ୍ୟା, ତେବେ  ବୁଲିବାକୁ ଆସି ଏମିତି ଚରମ…

ବୟକଟ ଟ୍ରେଣ୍ଡ ଭିତରେ ଶାହାରୁଖଙ୍କ ଉପରେ ଲାଗିଛି ୭୦୦ କୋଟିର ବଜେଟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସତେ ଯେପରି ବଲିଉଡରେ ତାଙ୍କ ଅଭିଶାନ ଲାଗିଯାଇଛି । ଗୋଟିଏ ପରେ ଗୋଟିଏ ବିଗ ବଜେଟ ଫିଲ୍ମ ଧରାଶାୟୀ ହେବାରେ ଲାଗିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୟକଟ ଗ୍ରୁପ । ରିପୋର୍ଟ ମୁତାବକ ୨୦୨୩/୨୪ରେ ଶାହାରୁଖଙ୍କ ୩ଟି ବଡ…

ଝିଅର ଅଶ୍ଳିଳ ଭିଡିଓକୁ ବିରୋଧ କରିବାରୁ ବିଏସଏଫ ଯବାନଙ୍କୁ ମାରିଦେଲେ, ୭ଜଣ ଗିରଫ

ଗୁଜରାଟ : ଝିଅର ଅଶ୍ଳିଳ ଭିଡିଓ ଭାଇରାଲ ହେବାରୁ ଅଟକାଇବାରୁ ଜଣେ ବାପାଙ୍କୁ ଜୀବନ ହାରିବାକୁ ପଡିଛି । ଗୁଜରାଟରେ ଏପରି ଘଟଣା ଏବେ ଲୋକଙ୍କୁ ହତୋଚକିତ କରିଛି । ମୃତ ବ୍ୟକ୍ତି ଜଣକ ଜଣେ ବିଏସଏଫ ଯବାନ । ପୋଲିସ ଏହି ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ସପ୍ତାହ ନାଦିଆଦ୍ ଠାରେ…