Latest Odisha News

BREAKING NEWS

Browsing Category

ଫିଚର

ସ୍ତ୍ର ଗୁଟଖା, ପାନ ଓ ମଦ୍ୟପାନ କରିବାରୁ ଛାଡପତ୍ର ପାଇଁ କୋର୍ଟରେ ଆବେଦନ

ରାୟପୁର: ଛାଡପତ୍ର ମାମଲାର ଶୁଣାଣି ବେଳେ ଛତିଶଗଡ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି କୌଣସି ପତ୍ନୀ ପାନ ମସାଲା, ଗୁଟଖା ଏବଂ ପୁରୁଷଙ୍କ ପରି ମଦ୍ୟପାନ କରି ସ୍ୱାମୀଙ୍କୁ ହଇରାଣ କରନ୍ତି, ତେବେ ଏହା ନିଷ୍ଠୁରତା। ଜଷ୍ଟିସ ଗୌତମ ଭଦୁରୀ ଏବଂ…

ବିସିସିଆଇର ବଡ଼ ଘୋଷଣା, ହାର୍ଦ୍ଦିକ ପାଣ୍ଡ୍ୟା ଟି-20ର ଅଧିନାୟକ

ମୁମ୍ବାଇ: ମଙ୍ଗଳବାର ବିଳମ୍ବିତ ରାତିରେ ଆସନ୍ତା ମାସରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି -20 ସିରିଜ୍ ପାଇଁ ବିସିସିଆଇ ଖେଳାଳି ତାଲିକା ଘୋଷଣା କରିଛି। ଦିନିକିଆ ଦଳର ନେତୃତ୍ୱ ରୋହିତ ଶର୍ମାଙ୍କ ହାତରେ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ…

ଜେଲରେ କେତେ ସୁରକ୍ଷିତ କଏଦୀ ? କୋର୍ଟକୁ ଯିବାବେଳେ ଆକ୍ରମଣ କଲେ ଅନ୍ୟ ଅନ୍ତେବାସୀ

ମାଲକାନଗିରି: କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପରେ ଜେଲରେ କଏଦୀ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ଆଜି ମାଲକାନଗିରି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀକୁ ଅନ୍ୟ ଜଣେ କଏଦୀ ମରଣାନ୍ତକ ଆକ୍ରମଣ କରିବା ପରେ ଜେଲରେ କଏଦୀ କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନ ଉଠିଛି । ଆହତ…

ଗ୍ରାଣ୍ଟ ଇନ୍ ଏଡ୍ ପ୍ରାପ୍ତ ଶିକ୍ଷକଙ୍କ ପାଇଁ ୭ମ ବେତନ କମିଶନ ଲାଗୁ, ମହାନଦୀ ସିଷ୍ଟମରେ ହେବ ୨ଟି ବ୍ୟାରେଜ୍

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଆଜି ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମହାନଦୀ ସିଷ୍ଟମରେ ୨ଟି ବ୍ୟାରେଜ୍ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ମହାନଦୀର ଜଗତସିଂହପୁର ଚୌଧୁରୀଗଡ଼ାଠାରେ ଓ ମହାନଦୀର ଶାଖା ନଦୀ ପାଇକାରେ ତିଖିରିଠାରେ ବ୍ୟାରେଜ ନିର୍ମାଣ ହେବ । ବ୍ୟାରେଜ…

ପତ୍ନୀ ହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍

ଭଦ୍ରକ: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଆଜୀବନ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦେୟ…

୧୭ଟି ପ୍ରସ୍ତାବକୁ ଅନୁମୋଦନ କଲା ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଖବର ଅନୁସାରେ, କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବା ପ୍ରସ୍ତାବ ମଧ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ବୃଦ୍ଧି କରାଯାଇଛି…

ରଣଜୀ ଟ୍ରଫି:ହିମାଚଳ ୪୯ରେ ଅଲଆଉଟ, ଦୀପକଙ୍କୁ ୮ ୱିକେଟ

ଡେରାଡୁନ: ହିମାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମୁକାବିଲାରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଉତରାଖଣ୍ଡର ବୋଲର ଦୀପକ ଧପୋଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ମାତ୍ର ୮.୩ ଓଭର ବୋଲିଂ କରି ୩୫ ରନରେ ୮ଟି ୱିକେଟ ଅକ୍ତିଆର କରିଥିଲେ । ତାଙ୍କ ବୋଲିଂକୁ ସାମ୍ନା କରି ନ…

ଇରାନ ଫୁଟବଲ ଖେଳାଳି ଅଲୀ ଦେଇଙ୍କ ପତ୍ନୀ ଓ ଝିଅକୁ ଦେଶ ବାହାରକୁ ଛଡାଗଲା ନାହିଁ

ତେହେରାନ: ଇରାନର ଷ୍ଟାର ଫୁଟବଲ ଖେଳାଳି ଅଲୀ ଦେଇ ମଙ୍ଗଳବାର ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ଦେଶ ବାହାରକୁ ଛଡା ଯାଉ ନ ଥିବା ନେଇ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ସୋମବାର ଅଲୀଙ୍କ ପତ୍ନୀ ତେହେରାନରୁ ଦୁବାଇ ପାଇଁ ଫ୍ଲାଇଟ ଟିକେଟ କରିଥିଲେ । ବିମାନ ଉଡିବା ପରେ ହଠାତ ଏହାର ରୁଟ ବଦଳାଯାଇ…

ଡିସେମ୍ବର ୩୧ରୁ ଏହି ୪୭ଟି ଫୋନରେ ଆଉ ଚାଲିବନି ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ସରି ସରି ଆସୁଛି ବର୍ଷ ୨୦୨୨ । ଦିନ କେଇଟା ପରେ ନୂଆ ବର୍ଷ ଆସିବ । କାନ୍ଥରେ ଲାଗିଥିବା କ୍ୟାଲେଣ୍ଡର ବଦଳିବା ସହ ହ୍ୱାଟ୍ସଆପ୍ ଆଉ ଆପଣଙ୍କ ଫୋନରେ କାମ କରିବନି । ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଏଣ୍ଡ୍ରୟଡ୍ ଓ ଆଇଫୋନର କେତେକ ମଡେଲରେ ଆଉ ଚାଲିବ ନାହିଁ ।…

ଟି୨୦ରୁ ବ୍ରେକ ନେବେ କୋହଲି

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟି୨୦ରୁ ବ୍ରେକ ନେବେ । ସେ ଏ ନେଇ ବିସିସିଆଇକୁ ପତ୍ର ଲେଖିଛନ୍ତି । ଦିନିକିଆ ଓ ଟେଷ୍ଟ କ୍ରିକେଟରେ ଅଧିକରୁ ଅଧିକ ମନୋନିବେଶ କରିବା ପାଇଁ କୋହଲି ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି । ସମ୍ପୂର୍ଣ୍ଣ କିମ୍ବା କେତେ ଦିନ…