Latest Odisha News

BREAKING NEWS

Browsing Category

ଫିଚର

ନ୍ୟୁୟର୍କରେ ବମ୍ବ ସାଇକ୍ଲୋନ: ମାଇନସ ୪୫ ଡିଗ୍ରୀକୁ ଖସିଲା ତାପମାତ୍ରା

ଶିକାଗୋ: ଆମେରିକାରେ ବଡ ସମସ୍ୟା ସୃଷ୍ଟି କରୁଛି ବମ୍ବ ସାଇକ୍ଲୋନ । ରାସ୍ତାଘାଟ ଏବେ ଶୂନଶାନ । ତୁଷାର ଝଡକୁ ହ୍ରାସ ତାପମାତ୍ରା ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଶନିବାର ଏ ନେଇ ନ୍ୟୁୟର୍କରେ ଏର୍ମଜେନ୍ସି ଘୋଷଣା କରାଯାଇଛି । ପଶ୍ଚିମ ମୋଂଟାନା ରାଜ୍ୟରେ ତାପମାତ୍ରା ମାଇନସ ୪୫…

ବଜାରରେ ମିଳିଲା ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍, ଟିକା ନେବାର ପ୍ରକ୍ରିୟା ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: କୋଭିଡ୍ ୧୯ ଭାରିଆଣ୍ଟ ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍  । ଏବେ ଘରୋଇ  ସଂସ୍ଥାରେ ମିଳିବ ଇଙ୍କୋଭାକ୍ । ୧୮ ବର୍ଷ କିମ୍ୱା ତଦୁର୍ଦ୍ଧ୍ୱ ବୟସ୍କ ଇଙ୍କୋଭାକ୍ ନାଜାଲ୍ ଡୋଜ୍ ନେଇପାରିବେ ।…

ଅକ୍ସିଜେନ ପ୍ରସ୍ତୁତ ରଖିବା ଓ ଚୀନ ଫେରନ୍ତାଙ୍କ କୋଭିଡ୍ ଟେଷ୍ଟ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟଗୁଡିକୁ ୬ ସୂତ୍ରୀ ଆଜଭାଇଜରୀ ଜାରି କରିଛି । କୋଭିଡ୍ ପାଇଁ ପ୍ରସ୍ତୁତ ରହିବାକୁ ଅକ୍ସିଜେନ ଷ୍ଟକ ରଖିବାକୁ ନିର୍ଦ୍ଦେଶ ରହିଛି । ଚୀନ ଓ ଜାପାନ ଫେରନ୍ତାଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଭାରତରେ BF.7 ଭାରିଆଣ୍ଟ…

ଆମ୍ବୁଲାନ୍ସ ପାଇଁ ଅଟକିଲା ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ:ମହାନତା ଦେଖାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି  । ଆମ୍ବୁଲାନ୍ସକୁ ଦେଖି ଭାରତ ଯୋଡୋ ଯାତ୍ରାକୁ ଅଟକାଇଲେ ।  ଆମ୍ବୁଲାନ୍ସକୁ ବାଟ ଛାଡିଦେଲେ । ଆମ୍ବୁଲାନ୍ସକୁ ଛାଡ଼ିବା ପାଇଁ କିଛି ସମୟ ପର୍ଯ୍ୟନ୍ତ ସେ ରାସ୍ତରେ ଅଟକି ରହିଲେ । ନିଜ ସାଥୀ ଯାତ୍ରୀଙ୍କୁ ମଧ୍ୟ ଆମ୍ବୁଲାନ୍ସକୁ …

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଗସ୍ତ ଓ ବିଭିନ୍ନ ପ୍ରକଳ୍ପ ଉନ୍ନତିକରଣର ସମୀକ୍ଷା

ପୁରୀ : ମା  ମଙ୍ଗଳା  ପୀଠର ଉନ୍ନତିକରଣ କାମ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି. କେ. ପାଣ୍ଡିଆନ। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି । ପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ହେବ । ସେହିପରି ଶ୍ରୀ ଜଗନ୍ନାଥ  ମେଡିକାଲ  କଲେଜ ହସପିଟାଲ କାମ ବି ଜୁନ ୨୦୨୩ ସୁଦ୍ଧା ଶେଷ…

ରାଜଧାନୀକୁ ଫେରିଲା ପଥୋତ୍ସବ; କାଲିଠୁ ଉତ୍ସବମୁଖର ହେବ ରବିବାର ସକାଳ

ଭୁବନେଶ୍ୱର: ରାଜଧାନୀରେ ରବିବାର ସକାଳ ପୁଣି ହସିବ । ଉତ୍ସବମୁଖର ହେବ । ପ୍ରତିଭାର ସନ୍ଧାନ କରିବ ଭୁବନେଶ୍ୱର ।  ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ପଥୋତ୍ସବ । ଆସନ୍ତାକାଲିଠାରୁ ଏହି ପଥୋତ୍ସବ ଆରମ୍ଭ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ସମସ୍ତ ପ୍ରସ୍ତୁତି ମଧ୍ୟ…

ଆରମ୍ଭ ହେଲା ହାଇକୋର୍ଟଙ୍କ ଶୀତ ଅବକାଶ, ଜାନୁଆରୀ ୨ରେ ଖୋଲିବ

କଟକ :ଆଜିଠୁ ଆରମ୍ଭ ହେଲା ହାଇକୋର୍ଟଙ୍କ ଶୀତ ଅବକାଶ ।ଆସନ୍ତା ବର୍ଷ ଅର୍ଥାତ  ୨୦୨୩, ଜାନୁଆରି ୨ରେ ହାଇକୋର୍ଟ ଖୋଲିବ। ତେବେ ଶୀତ ଅବକାଶ ସମୟରେ ଡିସେମ୍ବର ୨୬, ୨୭, ୨୮, ୨୯, ୩୦ ଓ ୩୧ରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି। ଏହି…

ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାପାଇଁ ମିଳିଲାନି ଅନୁମତି, ଜଗବନ୍ଧୁଙ୍କୁ ମିଳିଲା ୪ ଦିନ

ଭୁବନେଶ୍ଠର: ପୁଣି ରିମାଣ୍ଡରେ ଯିବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଆଜିଠୁ ୪ ଦିନିଆ ରିମାଣ୍ଡରେ ତାଙ୍କୁ ନେବ ଇଡି । ପ୍ରଥମେ ଜଗବନ୍ଧୁଙ୍କ  ୯ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ଇଡି । ଗତକାଲି ଏହି ୯ ଦିନିଆ ରିମାଣ୍ଡର ଅବଧି ଶେଷ ହୋଇଥିଲା। ତେଣୁ ଗତକାଲି ଇଡି ତାଙ୍କୁ…

ଆପଣଙ୍କୁ ଧନୀ କରାଇବ କଦଳୀ ଗଛ, କିପରି ଜାଣନ୍ତୁ….

ହିନ୍ଦୁ ଧର୍ମରେ ପୂଜା ପାଠ ଉପରେ ଆମେ ଅଧିକ ଗୁରୁତ୍ୱ ଦେଇଥାଉ  । ବିଶେଷ କରି ବିଭିନ୍ନ ବୃକ୍ଷଲତା ଉପରେ ବିଶ୍ୱାସ ରଖିଥାଉ । ବୃକ୍ଷଲତାରେ ଦେବୀ ଦେବତାଙ୍କ ବାସ ରହିଛି ବୋଲି ଆମେ ମାନିଥାଉ । ଏହାସହ କିଛି ସ୍ୱତନ୍ତ୍ର ବୃକ୍ଷଲତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଦେବୀ ଦେବତାଙ୍କ ବିଶେଷ…

ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ପରି ଓଟିଟି ପ୍ଲାଟଫର୍ମର ପାସୱାର୍ଡ ସେୟାର କଲେ ହେବ ଜେଲ୍ ଦଣ୍ଡ!

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ପରି ଓଟିଟି ପ୍ଲାଟଫର୍ମର ପାସୱାର୍ଡ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସହ ସେୟାର କରନ୍ତି କି? ଯଦି ହଁ, ତେବେ ଜାଣନ୍ତୁ ଯେ ଏବେ ଏପରି କଲେ ଆପଣଙ୍କୁ ଜେଲ ହୋଇପାରେ । ଆପଣ କୋର୍ଟ କଚେରୀ ଦୌଡ଼ିପାରନ୍ତି। ତଥାପି ଏପରି ନିୟମ ବ୍ରିଟେନରେ…