Latest Odisha News

BREAKING NEWS

Browsing Category

ଫିଚର

ରୋମାଂଚ ବଢ଼ାଇଲା ଦ୍ୱିତୀୟ ଟେଷ୍ଟ: ବିଜୟ ପାଇଁ ଭାରତକୁ ୧୦୦, ବାଂଲାଦେଶକୁ ଆବଶ୍ୟକ ୬ ୱିକେଟ

ମୀରପୁର: ମୀରପୁରରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ରୋମାଂଚକ ମୋଡରେ ପଂହଚିଛି । ୧୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୪୫ ରନ କରିଛି । ୪ର୍ଥ ଦିବସରେ ବିଜୟ ପାଇଁ ଭାରତକୁ ୧୦୦ରନ ଓ ବାଂଲାଦେଶକୁ ୬ୱିକେଟର ଆବଶ୍ୟକତା ରହିଛି । ଶୁଭମନ…

ମହଙ୍ଗା ପଡ଼ିଲା ଡକାୟତି ନାଟକ, ନିଜ ଜାଲରେ ନିଜେ ପଡ଼ିଲେ ଯୁବକ

ନବରଙ୍ଗପୁର : ଡକାୟତିର ମିଛ କାହାଣୀ ରଚି ଜଣେ ଯୁବକ ଗିରଫ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ନିଳଗୁଣ୍ଡି ଗାଁରେ ଘଟିଛି । ସୁଶାନ୍ତ  ହିୟାଲଙ୍କ ପୁଅ ରୁପନ୍ତ ହିୟାଲ ଦଶହରାପଦା ନିକଟରେ ତିନି ଜଣ ଦୁବୃତ୍ତ ତାଙ୍କ ଠାରୁ ମୋଟର ସାଇକଲ , ମୋବାଇଲ ଫୋନ ସହ ୨୭…

୨୦୨୨ ପାଇଁ କମଳା ଶତପଥି ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’

ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଲେଖିକା କମଳା ଶତପଥି ଅନୁବାଦ ପୁସ୍ତକ 'ସୁନେଲି ବାଦଲ' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ବିଶିଷ୍ଟ ତେଲୁଗୁ ଲେଖକ ସଇଦ ସଲିମଙ୍କ 'ଭେଣ୍ଡି ମେଘମ'ର ଏହା ଓଡ଼ିଆ ଅନୁବାଦ।…

ନୂଆବର୍ଷ ପାଇଁ ନଅ ଦିନିଆ ବିଶ୍ରାମ ନେବେ ରାହୁଲ: ଜାନୁଆରୀ ୩ରେ ପୁଣି ବାହାରିବ ଯାତ୍ରା

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ରାହୁଲ ଗାନ୍ଧୀ କରୁଛନ୍ତି ଭାରତ ଯୋଡ଼ୋ ଯାତ୍ରା । ଆଜିର ଯାତ୍ରା ଲାଲକିଲ୍ଲା ଠାରେ ସରିବ । ଆଜିଠାରୁ ୯ ଦିନ ପାଇଁ ଯାତ୍ରା ବନ୍ଦ ରହିବ । ଏହା ପରେ ପୁଣି ଥଲେ ଦିଲ୍ଲୀରୁ ଜାନୁଆରୀ ୩ ତାରିଖରୁ ଯାତ୍ରା ଆରମ୍ଭ କରିବେ ରାହୁଲ । ଦଳର ବରିଷ୍ଠ ନେତା ଜୟରାମ…

ମଦ ନିଶାରେ ରାସ୍ତାରେ ହାଇଡ୍ରାମା କରି ଚାକିରିରୁ ନିଲମ୍ବିତ ହେଲେ କନେଷ୍ଟବଳ

ମଧ୍ୟପ୍ରଦେଶ : ମଦ ପିଇବା କନେଷ୍ଟବଳଙ୍କୁ ପଡ଼ିଲା ମହଙ୍ଗା  । ମଦ ପିଇ ନିଜର ହିତାହତ ଜ୍ଞାନ ଭୁଲିଗଲେ ଏହି ପୋଲିସ କର୍ମଚାରୀ । ରାସ୍ତା ମଝିରେ ସାର୍ଟ ପ୍ୟାଣ୍ଟ ଖୋଲି ଲୋକଙ୍କ ଉପରକୁ ଫୋପାଡ଼ିଲେ । ଏହି ଘଟଣାର ଭିଡିଓ ହେଲା ଭାଇରାଲ୍ । ମଧ୍ୟପ୍ରଦେଶ ହାରଦା ଜିଲ୍ଲା ଥାନାରେ କାମ କରୁଥିବା…

ଘାରିଛି ହକି ନିଶା : କଳାକାରଙ୍କ ସହ ପାଦରେ ପାଦ ମିଶାଇ ନାଚିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର: ଓଡ଼ିଶାବାସୀଙ୍କୁ ଘାରିଛି ହକି ନିଶା । ଗାଁଠୁ ସହର ସବୁଠି ଦେଖିବାକୁ ମିଳୁଛି ହକି ମାନିଆ । ଏଥିରୁ ବାଦ୍ ପଡିନାହାଁନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ । ଏଇ ଦୃଶ୍ୟ ହେଉଛି ହକି ସଚେତନତା ରଥ ଉଦଘାଟନୀ ଉତ୍ସବର । ନାଚ ଗୀତରେ ଫାଟିପଡୁଛି ଉଲୁଣ୍ଡା ବ୍ଲକ ଦକ୍ଷିଣୀପାଲି ଗାଁ ।…

ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଜୋରଦାର : ସ୍ଥିତି ପରଖିଲେ ଅଗ୍ନିଶମ ସେବା ଡିଜି

ରାଉରକେଲା: ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ପୁରୁଷ ହକି ବିଶ୍ୱକପ୍ ୨୦୨୩ ର  ମ୍ୟାଚ୍ । ଏଥିପାଇଁ ସଜେଇ ହେଉଛି ଷ୍ଟାଡିୟମ । ବିଭିନ୍ନ ପ୍ରକାର ପ୍ରସ୍ତୁତି କାମ ଆଗେଇ ଚାଲିଛି । ଦର୍ଶକଙ୍କ ବସିବାଠାରୁ ଆରମ୍ଭ କରି ଖେଳାଳିଙ୍କ ସୁରକ୍ଷା ପର୍ଯ୍ୟନ୍ତ ସବୁ କିଛି କାମକୁ ତଦାରଖ…

ସୁରକ୍ଷାରେ ରହିବ ତାଳଚେର, ଲାଗିବ ୧୨୩ଟି ସିସିଟିଭି କ୍ୟାମେରା

ତାଳଚେର : ସୁରକ୍ଷା ବଳୟ ଭିତରେ ରହିବ ତାଳଚେର । ଲାଗିବ ୧୨୩ଟି ସିସିଟିଭି କ୍ୟାମେରା । କୋଇଲା ଚୋରି ଓ ଡ଼କାୟତି ରୋକିବା ପାଇଁ ଠୋସ୍ ପଦକ୍ଷେପ । ଗାଡ଼ିମଟର ଚଳାଚଳ ଉପରେ ରହିବ କଡ଼ା ନଜର । ଖୁବ୍ ଶୀଘ୍ର ସିସିଟିଭି କାର୍ଯ୍ୟକ୍ଷମ ହେବ ବୋଲି ମତ ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ ପାଇଁ ଝାରପଡା ଜେଲରେ କମିଶନରେଟ ପୋଲିସ

ଭୁବନେଶ୍ୱର: ହନିଟ୍ରାପ କୁଇନ ଅର୍ଚ୍ଚନା ନାଗର ହସ୍ତାକ୍ଷର ସଂଗ୍ରହ କଲା କମିଶନରେଟ ପୋଲିସ । ଏଥିପାଇଁ  ଝାରପଡା ଜେଲ ଯାଇଥିଲା କମିଶନରେଟ ପୋଲିସ ।  କମିଶନର ପୋଲିସର ଏକ ସ୍ୱତନ୍ତ୍ର ଟିମ ଝାରପଡା ଜେଲକୁ  ଯାଇ ହସ୍ତାକ୍ଷର ସଂଗ୍ରହ କରିଛି । ହସ୍ତାକ୍ଷର ସଂଗ୍ରହ ପରେ  ଅର୍ଚ୍ଚନାଙ୍କ ଘରୁ…

ବିଦାୟ ୨୦୨୨ : ପ୍ରେମରେ ମିଳିଲା ପ୍ରତାରଣା, ମୃତ୍ୟୁର ରାସ୍ତା ଥିଲା ଶେଷ ଠିକଣା

ଭୁବନେଶ୍ୱର : ସରି ସରି ଆସୁଛି ବର୍ଷ ୨୦୨୨ । ଅନେକ ଆଶା ସୁନେଲି ସ୍ୱପ୍ନର ସହିତ ଆସିବ ବର୍ଷ ୨୦୨୩ । ଆସନ୍ତା ବର୍ଷରେ ଆରମ୍ଭ ହେବ ଏକ ନୂଆ ଅଧ୍ୟାୟ । ହେଲେ ଚଳିତ ବର୍ଷ କିଛି ଏପରି ଘଟିଯାଇଛି ଯାହକୁ ନାଁ କେବେ ଭୁଲି ହେବ ନାଁ ଚାହିଁଲେ ମନରୁ ପାଶୋରି ହେବ । ସମଗ୍ର ଦେଶବାସୀଙ୍କୁ ଥରାଇ…