Latest Odisha News

BREAKING NEWS

Browsing Category

ଫିଚର

ସ୍ୱର ଦ୍ୱାରା ଗୁଗଲରେ ଟ୍ରାଞ୍ଜାକସନ୍ ଡାଟା ଖୋଜିବା ହେବା ସହଜ

ନୂଆଦିଲ୍ଲୀ : ସ୍ୱର ଦ୍ୱାରା ଗୁଗଲରେ ଟ୍ରାଞ୍ଜାକସନ୍ ଡାଟା ଖୋଜିବା ହେବା ସହଜ  । ଗୁଗୁଲ ଫାଇଲ୍ସରେ ମିଳିବ ଡିଜିଲକର୍ ସୁବିଧା । ଗୁଗଲ୍ ଫର୍ ଇଣ୍ଡିଆର ଅଷ୍ଟମ ଏଡିସନ୍ ଆଜି ନୂଆଦିଲ୍ଲୀରେ ହୋଇଛି । ଏହି ଇଭେଣ୍ଟରେ ସାମିଲ ହୋଇଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ । ଗୁଗଲ୍ ନିଜର ଫାଇଲ୍ସ ଆପ୍ ରେ…

ସୁବର୍ଣ୍ଣଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟମନ୍ତ୍ରୀଙ୍କ ଭିନ୍ନ ମତକୁ ନେଇ ଚର୍ଚ୍ଚା

ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ଅବସରରେ ଯୋଗଦେଇ ଶୁଭ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଏହି ସମାରୋହରେ ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ସ୍ମରଣୀକା ଏବଂ ନବରଙ୍ଗପୁର ମହାବିଦ୍ୟାଳୟର ପ୍ରଥମ ଅଧକ୍ଷ ରାଧାନାଥ ବେହେରାଙ୍କ…

OPSC ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି, ଏମିତି କରନ୍ତୁ ଆବେଦନ

କଟକ: ଆପଣ କଣ ଚାକିରି ଖୋଜୁଛନ୍ତି କି ? ଯଦି ହଁ ତେବେ ଏ ଖବର ଆପଣଙ୍କ ପାଇଁ । OPSC- ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନଙ୍କ ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞାପନ ବାହାରିଛି । ଗ୍ରୁପ୍ ବି ଷ୍ଟାଟିଷ୍ଟିକାଲ ଅଫିସର ପଦରେ ୩୩ ଜଣଙ୍କୁ ନିଯୁକ୍ତି ମିଳିବ । ଏଥିପାଇଁ ଆଶାୟୀ ଆବେଦନକାରୀ…

ଉଚ୍ଛେଦ ପୂର୍ବରୁ ଥଇଥାନ ଦାବି କଲେ ବସ୍ତିବାସିନ୍ଦା

ପାରାଦୀପ: କାରଖାନା ହେଉ ଆପତ୍ତି ନାହିଁ । ବସ୍ତି ଉଚ୍ଛେଦ ପୂର୍ବରୁ ଥଇଥାନ କରନ୍ତୁ, ଘର ଭାଙ୍ଗିବା ପୂର୍ବରୁ ଆମକୁ ଘର ଦିଅନ୍ତୁ । ପାରାଦୀପ ମ୍ୟୁନିସିପାଲିଟି ୬ ୱାର୍ଡର ବାଉରିଆପାଳନ୍ଦା ବସ୍ତି ବାସିନ୍ଦା ଏମିତି ଦାବି କରିଛନ୍ତି । ବାଉରିଆପାଳନ୍ଦା ନିକଟରେ ଏସାର ମିନମେଣ୍ଟ ପେଲେଟ୍…

ଅସହ୍ୟ ହେଉଛି ଅଭାବ : କୋଳ ଶିଶୁକୁ ବିକିବାକୁ ଦ୍ୱାର ଦ୍ୱାର ବୁଲୁଛି ମା’

କେନ୍ଦୁଝର: ଅଭାବ ପାଖରେ ହାର ମାନିଲା ମମତା । ୧୦ମାସର ଯନ୍ତ୍ରଣା, କୋଳଛୁଆର ନିରୀହ ମୁହଁ ସବୁ ଫିକା ପଡି ଯାଉଥିଲା । ଆଖି ଖୋଲିଲେ ଦିଶି ଯାଉଥିଲା କଅଁଳ ଶିଶୁର ଭୋକିଲା ମୁହଁ ।  ଭୋକିଲା ପେଟ ତାର ମାତୃତ୍ୱକୁ ଯେମିତି ଉପହାସ କରୁଥିଲା । ବାଧ୍ୟ ହୋଇ ନେଇଥିଲା ନିଷ୍ଠୁର ନିଷ୍ପତ୍ତି ।…

ଜି. ଉଦୟଗିରିରେ ରାତି ତାପମାତ୍ରା ୫ ଡିଗ୍ରୀକୁ ଖସିଲା

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ । ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଜି. ଉଦୟଗିରିରେ ୫ ଡିଗ୍ରୀ ରହିଛି ରାତି ତାପମାତ୍ରା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୪ ଡିଗ୍ରୀ ଯାଏଁ ରାତ୍ରି ତାପମାତ୍ରା କମ୍ ରେକର୍ଡ ହୋଇଛି । ରାଜ୍ୟରେ ୯ଟି…

ମାରାଡୋନା ଯୁଗ ପରେ ଏବେ ଆର୍ଜେଣ୍ଟିନା ମେସିମୟ

ଦୋହା: ଫ୍ରାନ୍ସକୁ ବିଶ୍ୱକପ ଫୁଟବଲ ଫାଇନାଲରେ ପରାସ୍ତ କରି ଆର୍ଜେଂଟିନା ୩୬ ବର୍ଷ ପରେ ଚାମ୍ପିୟନ ହୋଇଛି । ଆଉ ଏଥିସହ ଆର୍ଜେଂଟିନାରେ ମାରାଡୋନା ଯୁଗ ପରେ ଆରମ୍ଭ ହୋଇ ମେସିଙ୍କ ଅଧ୍ୟାୟ । ୨୦୧୮ ବିଶ୍ୱକପ ଏବଂ କୋପା ଆମେରିକା ପରାଜୟ ପରେ ମେସି ଅବସର ଘୋଷଣା କରିଥିଲେ । ତାଙ୍କୁ ମନେଇବା ପାଇଁ…

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା, ହେବ ସାକ୍ଷ୍ୟ ଗ୍ରହଣ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲା  । ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା । ପୂର୍ବରୁ ବର୍ଷାଙ୍କୁ ହାଜର ହେବା ପାଇଁ ନୋଟିସ ଦିଆଯାଇଥିବା ବେଳେ ଆଜି କୋର୍ଟରେ ପହଞ୍ଚିଛନ୍ତି ବର୍ଷା ପ୍ରିୟଦର୍ଶନୀ । ଆଜି ବର୍ଷାଙ୍କ…

ଜମିବାଡି ବିବାଦକୁ ନେଇ ଗୁଳିମାଡ, ଅବସରପ୍ରାପ୍ତ ସେନା କର୍ମଚାରୀ ମୃତ

ନୟାଗଡ: ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁରେ ଜମିବାଡି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ଭୟଙ୍କର ରୂପ ନେଇଛି । ଗୋଟିଏ ଗୋଷ୍ଠୀ ପକ୍ଷରୁ ଫାୟାରିଂ କରାଯାଇଛି । ଗୁଳିମାଡରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏଥିରେ…

ନିଜ ଜାଲରେ ଫସିଲା ପାକିସ୍ତାନ; ଥାନାକୁ କବ୍ଜା କଲେ ତାଲିବାନୀ, କର୍ମଚାରୀ ପଣବନ୍ଦୀ

ପେଶାୱାର୍‌:ଶେଷରେ ନିଜ ଜାଲରେ ନିଜେ ଫସିଲା ପାକିସ୍ତାନ । ଯେଉଁ ଆତଙ୍କବାଦୀଙ୍କୁ ସହାୟତା ଦେଇ ନିଜ ସ୍ୱାର୍ଥ ପାଇଁ କାମରେ ଲଗାଉଥିଲା ଆଜି ସେଇ ଆତାଙ୍କବାଦ ତା ପାଇଁ ନାଗଫାଶ ସାଜିଛି  । ଆତଙ୍କବାଦୀମାନେ ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖୈବର୍‌-ପଖ୍‌ତୂନ୍‌ଖ୍ୱାରେ ରବିବାର ଏକ  ଥାନାକୁ…