Latest Odisha News

BREAKING NEWS

Browsing Category

ଫିଚର

କେନ୍ଦ୍ରାପଡାରୁ କେବେ ଗଡିବ ପାସେଞ୍ଜର ଟ୍ରେନ୍, କେନ୍ଦ୍ର ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରାପଡ଼ାରୁ ମାର୍ଶାଘାଇକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ନ କରିବା ନେଇ ସୋମବାର ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ପାରାଦୀପ ଓ ହରିଦାସପୁର ମଧ୍ୟରେ ରେଳପଥ କାର୍ଯ୍ୟକ୍ଷମ ହେବାର…

ବିର୍ସା ମୁଣ୍ଡା ଷ୍ଟାଡିୟମ ସହ ରାଉରକେଲା ବିମାନବନ୍ଦର ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସାଶନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ 5T ଭି.କେ ପାଣ୍ଡିଆନ୍ । ଉଭୟ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ…

କୀଭରେ ବିନାଶ ରଚୁଛି ଇରାନୀ ସୁଇସାଇଡ ଡ୍ରୋନ

କୀଭ: ରୁଷ ଏବେ ୟୁକ୍ରେନ ରାଜଧାନୀ କୀଭ ଉପରେ ଆକ୍ରମଣ ଜୋରଦାର କରିଛି । କୀଭରେ ସୋମବାର ଇରାନର ସୁଇସାଇଡ ଡ୍ରୋନ ବିନାଶ ରଚିଛି । ଅବଶ୍ୟ ୟୁକ୍ରେନର ପାଲଟା ଆକ୍ରମଣରେ ୩୫ରୁ ୩୦ ଡ୍ରୋନ ନଷ୍ଟ ହୋଇଯାଇଛି । ଏବେ ୟୁକ୍ରେନରେ ପ୍ରବଳ ଥଣ୍ଡା ପଡୁଛି । ରୁଷ ଏହାର ପାୱାର ସପ୍ଲାଇକୁ ନଷ୍ଟ କରି ସାଧାରଣ…

ତୱାଙ୍ଗ ଘଟଣା ପରେ ସୀମା ଉପରେ ଚୀନର ନଜର, ରଖିଲା ଡ୍ରୋନ, ଯୁଦ୍ଧବିମାନ

ନୂଆଦିଲ୍ଲୀ: ତୱାଙ୍ଗ ଘଟଣା ପରେ ସୀମା ଉପରେ ତୀକ୍ଷ୍ଣ ନଜର ରଖିଛି ଚୀନ । ସୀମାରେ ମୁତୟନ କରିଛି ଡ୍ରୋନ ଏବଂ ଯୁଦ୍ଧ ବିମାନ । ଉପଗ୍ରହ ମାଧ୍ୟମରେ ଏପରି ଆଶ୍ଚର୍ଯ୍ୟଜନକ ଚିତ୍ର ସବୁ ସାମ୍ନାକୁ ଆସିଛି। ଚାଇନା ସୀମାରେ କିପରି ଅସ୍ତ୍ରଶସ୍ତ୍ର ଠୁଳ କରିଛି, ଏକାଧିକ ଡ୍ରୋନ୍‌, ଫାଇଟର ଜେଟ୍‌…

ଅନଲାଇନରେ ସରିଗଲା ଭାରତ-ୱେଲ୍ସ ମ୍ୟାଚ୍ ଟିକେଟ୍, ଧାଡ଼ିରେ ଛିଡ଼ା ହୋଇ କ୍ରୀଡ଼ାପ୍ରେମୀ ନିରାଶ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆରମ୍ଭ ହେବ ହକି ମହାକୁମ୍ଭ । ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପ୍ ହକିର ସବୁ ମ୍ୟାଚ୍ । ଯେଉଁଥିପାଇଁ ଆଜିଠୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଉଭୟ…

ଗୁଗଲର ସମସ୍ତ ସର୍ଚ୍ଚ ରେକର୍ଡ ଭଙ୍ଗ କଲା ଫିଫା ବିଶ୍ୱକପ ଫାଇନାଲ

ଦୋହା: ଫିଫା ବିଶ୍ୱକପ ଫାଇନାଲ ମ୍ୟାଚ ପୂର୍ବରୁ ଏହାକୁ ଦେଖିବା ପାଇଁ ପ୍ରଂଶସକମାନେ ସମସ୍ତ ଉଦ୍ୟମ କରିଥିଲେ । ରିପୋର୍ଟ ମୁତାବକ ସର୍ବାଧିକ ଲୋକ ଗୁଗଲରେ ଫିଫା ବିଶ୍ୱକପ ସର୍ଚ୍ଚ କରିବାରେ ରେକର୍ଡ କରିଛନ୍ତି । ଆଲାଫବେଟ ଏବଂ ଗୁଗଲର ସିଇଓ ସୁନ୍ଦର ପିଚାଇ ତାଙ୍କ ଅଫିସିଆଲ ଟୁଇଟର ଆକାଂଉଟରେ ଏ…

ଅମ୍ରିତ ଅପହରଣ ପଛରେ ୩ ଜଣ, ଟଙ୍କା ପାଇଁ କରିଥିଲେ କିଡନାପ

ନୟାଗଡ଼: ୧୨ ବର୍ଷର ନିଖୋଜ ଅମ୍ରିତ ପାତ୍ର ଉଦ୍ଧାର ପରେ ଅପହରଣ ଉପରୁ ପରଦା ହଟୁଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୧୫ ତାରିଖ ରାତିରେ ଭ୍ୟାନରେ ଅମ୍ରିତକୁ ଅପହରଣ କରାଯାଇଥିଲା । ୩ ଜଣ ଅମ୍ରିତଙ୍କ ଆଖିରେ ପଟି ବାନ୍ଧି ଭ୍ୟାନରେ ଅମ୍ରିତକୁ ଅପହରଣ କରି ନେଇ ଯାଇଥିଲେ ବୋଲି…

ପ୍ରଭାସଙ୍କ ହରର କମେଡି ଫିଲ୍ମରେ ଅଭିନୟ କରିବେ ସଞ୍ଜୟ

ମୁମ୍ବାଇ: ବାହୁବଳୀ ଫେମ ପ୍ରଭାସ ଏବେ ମାରୁଥୀଙ୍କ ହରର କମେଡୀ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମରେ ସଞ୍ଜୟ ଦତ ଏବଂ ଜରୀନା ୱାହାବଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଛି । ଜରୀନା ମାଆ ଏବଂ ଜେଜେମାଆ ୨ଟି ଯାକ ଭୂମିକା କରିବେ । ସଞ୍ଜୟ ଜେଜେବାପା ଭୂମିକାରେ ଅବତୀର୍ଣ୍ଣ ହେବେ ।…

ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ସରଗମ୍‌ କୌଶଲ

ନୂଆଦିଲ୍ଲୀ: ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ବିଶ୍ବ ସୁନ୍ଦରୀର ମୁକୁଟ ପିନ୍ଧିଲେ ସରଗମ୍ କୌଶଲ । ଲସ୍ ଭେଗାସ୍‌ରେ ଆୟୋଜିତ ହୋଇଥିଲା ଗାଲା ଇଭେଣ୍ଟ  । ଏହି ମିସ୍‌ ଓ୍ୱାର୍ଲଡ ଗାଲା ଇଭେଣ୍ଟରେ ୬୩ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ…