Latest Odisha News

BREAKING NEWS

Browsing Category

ଫିଚର

ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ: ସିଇଓ

ଭୁବନେଶ୍ୱର : ପଦ୍ମପୁର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ଭୋଟିଂରେ ସହାୟତା ପାଇଁ ଭଲେଣ୍ଟିଅରଙ୍କୁ ପ୍ରସ୍ତୁତ କରାଯାଇଛି । ପୋଲିଂ ପାର୍ଟିଙ୍କ…

ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ମୋଟ ୧୪ ଜିଲ୍ଲାରେ ସକାଳ ୮ଟାରୁ ଭୋଟ୍ ଗ୍ରହଣ ହେଉଛି । ୯୩ ଆସନ ପାଇଁ ୮୩୩ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ନିର୍ବାଚନରେ ମତସାବ୍ୟସ୍ତ କରିବେ ୨.୫୧ କୋଟିରୁ ଅଧିକ ଭୋଟର ।…

ଭୋଟ୍ ଦେଉଛି ପଦ୍ମପୁର, ସକାଳ ୭ଟାରୁ ମତଦାନ ଆରମ୍ଭ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସମସ୍ତ ବୁଥ ମାନଙ୍କରେ ସକାଳ ୬ ଟାରୁ ମକ୍ ପୋଲ୍ ହୋଇଥିଲା । ଅପରାହ୍ନ ୪ଟା ଯାଏଁ ଭୋଟ୍ ଗ୍ରହଣ ହେବ । ବର୍ଷା ସିଂ ବରିହା ଏକ ନମ୍ବର ୱାର୍ଡ ର ବୁଥ ନମ୍ବର ୧୩ ରେ ମତଦାନ କରିଛନ୍ତି  । ମୋଟ…

ଗରୁଡ଼ ପୁରାଣ ଅନୁସାରେ ଏହି ୫ଟି ଅଭ୍ୟାସ ପାଇଁ ଆପଣ ହୋଇ ପାରନ୍ତି କାଙ୍ଗାଳ

ହିନ୍ଦୁ ଧର୍ମର ୧୮ଟି ବଡ଼ ପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ । ଗରୁଡ଼ ପୁରାଣରେ ମୁଖ୍ୟ ଦେବତା ବିଷ୍ଣୁ । ଭଗବାନ ବିଷ୍ଣୁ ତାଙ୍କ ବାହନ ଅନେକ ପ୍ରଶ୍ନ ପଚାରିଥିବା ବେଳେ ଭଗବାନ ବିଷ୍ଣୁ ଉତ୍ତର ଦେଇଥିବା ମାନ୍ୟତା ରହିଛି । କୁହାଯାଏ ମଣିଷ ଜୀବନକୁ ସରଳ ଓ ସୁନ୍ଦର କରିବା ଲାଗି ଏଥିରେ ଅନେକ…

ଚମତ୍କାରୀ ଫେସ୍‌ ପ୍ୟାକ୍‌, ଚମକାଇବ ତ୍ୱଚା ଜାଣନ୍ତୁ….

ଓଡ଼ିଶା ସମ୍ବାଦ ବ୍ୟୁରୋ : ଶୀତଦିନେ ସାଧାରଣତଃ ତ୍ୱଚା ଅଧିକ ଶୁଷ୍କ ହୋଇଯାଏ । ତେଣୁ ଏହିଦିନେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ ରହିଛି । ଏହାସହ କିଛି ଘରୋଇ ଚମତ୍କାରୀ ଫେସିଆଲ୍‌ ପ୍ୟାକ୍‌ ବନାଇ ମୁହଁରେ ଲଗାଇଲେ ତ୍ୱଚାର ଚମକ ବୃଦ୍ଧି କରିବା ସହ ଉଜ୍ଜ୍ୱଳ ମଧ୍ୟ କରିଥାଏ । ତେବେ ଆପଣ…

ପୁଟିନ ସିଡିରୁ ଖସି ପଡି ଅସୁସ୍ଥ !

ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସୁସ୍ଥ । ଏକ ରିପୋର୍ଟ ଦାବି ଅନୁଯାୟୀ ସେ ଘରେ ଥିବା ସିଡିରୁ ଖସି ପଡ଼ି ତଳେ ପଡ଼ିଯିବାରୁ ଆହତ ହୋଇଛନ୍ତି । କୁହାଯାଉଛି ଯେ ଏହା ତାଙ୍କ ମେରୁଦଣ୍ଡରେ ଆଘାତ ଦେଇଛି। ସେ ପାଞ୍ଚଟି ପାହାଚ ଉପରକୁ ଯାଇଥିଲେ ଏହାପରେ ଖସି ପଡିଥିଲେ। ସେ ପଛକୁ…

ଆଜି ଦିଲ୍ଲୀ ଯିବେ ନବୀନ, ମୋଦୀଙ୍କ ବୈଠକରେ ହେବେ ସାମିଲ

ଭୁବନେଶ୍ୱର: ଆଜି ସକାଳେ ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକରେ ସେ ସାମିଲ ହେବେ। ଭାରତ ଜି-୨୦ ଅଧ୍ୟକ୍ଷ ପଦ ପାଇବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ…

ବାର୍ଷିକ ୫୫ ଲକ୍ଷ ଟଙ୍କାର ଦରମା ଥିବା ଚାକିରି ପାଇଲେ ଭୁବନେଶ୍ୱର ଆଇଆଇଟିର ଛାତ୍ରୀ

ଭୁବନେଶ୍ୱର: ଆଇଆଇଟି କ୍ୟାମ୍ପସରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ନିଯୁକ୍ତି ଅଭିଯାନରେ ଜଣେ ଛାତ୍ରୀ ୫୫ ଲକ୍ଷ ଟଙ୍କାର ଚାକିରୀ ଅଫର ପାଇଛନ୍ତି। କମ୍ପ୍ୟୁଟର ସାଇନ୍ସର ଇଞ୍ଜିନିୟରିଂର ଛାତ୍ରୀ ସାଇ ଗିରି ନନ୍ଦିନୀ ଉଡଠୁ ଏହି ଚାକିରି ଅଫର ପାଇଛନ୍ତି । ଜଣେ ଛାତ୍ରୀଙ୍କୁ ମିଳିଥିବା ସର୍ବାଧିକ…

ପୁରୀ ମନ୍ଦିର ଭିଡିଓ ଭାଇରାଲ ଘଟଣା, ୟୁଟ୍ୟୁବର ଅନିମେଶଙ୍କ ନାଁରେ ଏତଲା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଆକାଶମାର୍ଗରୁ ଭାଇରାଲ ହୋଇଥିବା ଭିଡିଓ ଘଟଣାରରେ ପୋଲିସ ରୁଜୁ କଲା ମାମଲା । କୋଲକାତାର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କ ବିରୋଧରେ ରବିବାର ଏ ନେଇ ପୁଲିସ ମାମଲା ରୁଜୁ କରିଛି। ମନ୍ଦିର ଉପରେ ଦାବୀ କ୍ୟାମେରା ଲଗାଇ ଏହି ଭିଡିଓ ଫୁଟେଜ ରେକର୍ଡିଂ…

ବିଜେପିର ମିଶନ ୨୦୨୪, ବୈଠକ ଡାକିଲେ ଦଳୀୟ ସଭାପତି

ନୂଆଦିଲ୍ଲୀ: ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ସହିତ ବିଜେପି ମିଶନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସଭାପତି ଜେପି ନଡ୍ଡା ଦିଲ୍ଲୀରେ ଦୁଇ ଦିନିଆ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ବିଜେପିର ସମସ୍ତ ଜାତୀୟ କାର୍ଯ୍ୟାଳୟର ଅଧିକାରୀମାନେ ଅଂଶଗ୍ରହଣ…