Latest Odisha News

BREAKING NEWS

Browsing Category

ଫିଚର

ରାଜଧାନୀରେ ପଦ୍ମପୁରର ତାତି: ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେଡି-ବିଜେପି

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁରରେ ଗୋଟିଏ ପଟେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି ଅନ୍ୟପଟେ ରାଜଧାନୀରେ ବିଜେଡି ଓ ବିଜେପି ନେତା ପରସ୍ପର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଦୌଡିବା ଜୋରଦାର କରିଛନ୍ତି। ଭୋଟ୍ ବିକଳରେ ପଦ୍ମପୁରରେ ବିଜେପି ହିଂସା…

ତ୍ରିଫଳାର ଉପଯୋଗୀ ନେଇ ବ୍ଲଡ କ୍ୟାନ୍ସର ରୋଗୀଙ୍କ ଉପରେ ଏମ୍ସର ଗବେଷଣା

ନୂଆଦିଲ୍ଲୀ: କ୍ୟାନ୍ସର ରୋଗକୁ ଭଲ କରିବାରେ ରାମବାଣ ଉପାୟ ହେବ କି ତ୍ରିଫଳା । ଆୟୁର୍ବେଦିକ ଓ ଏଲୋପ୍ୟାଥୀ ଲଢ଼େଇରେ ବାଜି ମାରିବ ତ୍ରିଫଳା । କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା କେମୋଥେରାପୀ ଏବଂ ମେଡିସିନ ବ୍ୟବହାରରେ ଅନେକ ପାଶ୍ୱର୍୍ୟ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କାହାର ଦରଦ କେତେ?

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ବେଳେ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ମଧ୍ୟ ଗୋଟିଏ ପ୍ରସଙ୍ଗ ରହିଛି। ଏହାକୁ ନେଇ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିର୍ବାଚନୀ ପ୍ରସଙ୍ଗ କରି ଶାସକ ଦଳର ନେତାଙ୍କୁ ଘେରୁଛନ୍ତି। ଏହି ସମୟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ…

୧୨ ବର୍ଷ ପରେ ଫିଫା ବିଶ୍ୱକପରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ଦୋହା: ଫିଫା ବିଶ୍ୱକପରେ ଶନିବାର ଅଷ୍ଟ୍ରେଲିଆ ୧-୦ ଗୋଲରେ ଟ୍ୟୁନିଶିଆକୁ ପରାସ୍ତ କରିଛି । ୧୨ ବର୍ଷ ପରେ ବିଶ୍ୱକପରେ ଅଷ୍ଟ୍ରେଲିଆର ଏହା ପ୍ରଥମ ବିଜୟ । ଏହି ସଂଘର୍ଷପୂର୍ଣ୍ଣ ମୁକବିଲାରେ ବିଜୟ ସୂଚକ ଏକମାତ୍ର ଗୋଲଟି ମ୍ୟାଚର ୨୩ତମ ମିନିଟରେ ମିଚେଲ ଡ୍ୟୁକ ସ୍କୋର କରିଥିଲେ । ବିଜୟ ସହ ଗ୍ରୁପ…

ଗୁଜରାଟରେ ବିଜେପି ପାଇଁ ପ୍ରଚାର କରୁଛନ୍ତି ବିଜେଡି ମନ୍ତ୍ରୀ: ନରସିଂହ ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ପୂର୍ବଭଳି ବିଜେଡି ଓ ବିଜେପି ମଧ୍ୟରେ ଭଲ ସମ୍ପର୍କ ନାହିଁ। ଧାମନଗର ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରଠୁ ପରସ୍ପରକୁ ଦେଖିଲେ ଦୁଇ ଦଳ ଡେଉଁଛନ୍ତି। ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ପାଇଁ ଦୁଇ ଦଳ ମୈଦାନରେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ ପୂର୍ବତନ…

ବିଶ୍ୱକପ ପ୍ରଶଂସକ ଭିଲେଜ ନିକଟରେ ଅଗ୍ନିକାଣ୍ଡ

ଦୋହା: କତାରରେ ଖେଳାଯାଉଥିବା ଫିଫା ବିଶ୍ୱକପ ଅବସରରେ ଶନିବାର ଏକ ଅଘଟଣ ଘଟିଛି । ରିପୋର୍ଟ ମୁତାବକ ବିଶ୍ୱକପ ପ୍ରଶଂସକ ଭିଲେଜ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କ୍ୱେଟଫାନ ଦ୍ୱୀପ ଉତରରେ ଥିବା ଏହି ଗ୍ରାମ ଉପରେ କଳା ଧୂଆଁ ଦେଖିବାକୁ ମିଳିଥିଲା । ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିର କୌଣସି…

ବିଛଣାରେ ଗୋବିନ୍ଦ; ଯୌବନରେ ବି ଚାଲିବାକୁ ଅକ୍ଷମ

କାମାକ୍ଷାନଗର : ଖଟରେ ଶୋଇରହିଛି ୨୦ ବର୍ଷର ଭେଣ୍ଡିଆ ପୁଅ  । ଜୀବନ ସହ ଚାଲିଛି ସଂଘର୍ଷ । ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାର ଯୁଇରେ ଜଳୁଛନ୍ତି ଗୋବିନ୍ଦ  । ଯେଉଁ ବୟସରେ ସେ ବାପା ମାଙ୍କ ସାହାରା ସାଜିଥାନ୍ତେ ସେହି ବୟସରେ ବାପା ମା ଉପରେ ପାଲଟିଛନ୍ତି ବୋଝ  । ସତରେ ଭଗବାନଙ୍କର  …

ଦିନ ୧୧ଟା ସୁଦ୍ଧା ବି ବ୍ଲକ କାର୍ଯ୍ୟାଳୟକୁ ଆସୁନାହାନ୍ତି ଅଧିକାରୀ

କଟକ: କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ କାର୍ଯ୍ୟାଳୟର ଅଧିକାରୀ ପୂର୍ବାହ୍ନ ୧୧ଟା ସୁଦ୍ଧା ବି ପହଞ୍ଚୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ମୋ ସରକାର  ଯୋଜନା ଚଲାଇଛନ୍ତି । ହେଲେ ଦିନ ୧୧ଟାରେ ବି  ବ୍ଲକ କାର୍ଯ୍ୟାଳୟରେ…

ପାଇକମାଳରେ ମାଓ ପୋଷ୍ଟର: ଭୟଭୀତ ନହେବାକୁ ବରଗଡ଼ ଏସପିଙ୍କ ଆଶ୍ୱାସନା

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର। ସେପଟେ ପଦ୍ମପୁର ପାଇକମାଳ ରାସ୍ତାରେ ଲାଗିଛି ମାଓ ପୋଷ୍ଟର । ପଦ୍ମପୁରରେ ଭୋଟରଙ୍କୁ ଧମକକୁ ପୋଷ୍ଟରରେ ବିରୋଧ କରାଯାଇଛି । ସରକାରୀ ନେତା ଓ ମନ୍ତ୍ରୀ ଭୋଟରଙ୍କୁ ଧମକାଇବା ବନ୍ଦ କରନ୍ତୁ ନୋଚେତ କଡ଼ା ଜବାବ ଦିଆଯିବ ବୋଲି…

ଓଡ଼ିଶାରେ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ଓ ବନ୍ଦେ ଭାରତ ଏକ୍ସପ୍ରେସ:ରେଳମନ୍ତ୍ରୀ

ଭୁବନେଶ୍ୱର : ଜଗନ୍ନାଥ ଏକ୍ସପ୍ରେସ ବ୍ୟତୀତ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ । ଏନେଇ ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶାରେ ଖୁବଶୀଘ୍ର ଗଡିବ ଜଗନ୍ନାଥ ଏକ୍ସପ୍ରେସ ।…