Latest Odisha News

BREAKING NEWS

Browsing Category

ଫିଚର

ମାନସିକ ନିର୍ଯାତନା ଦେଉଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ, ପିଏ ଆଣିଲେ ସଙ୍ଗୀନ ଅଭିଯୋଗ

ଖୋର୍ଦ୍ଧା: ୨୪ ଜଣ ଏଡିଏମ୍, ୧୬ରୁ ୧୭ ଜିଲ୍ଲାପାଳଙ୍କ ପାଖରେ ମୁଁ କାମ କରିଛି । କିନ୍ତୁ କେବେ ଜିଲ୍ଲାପାଳଙ୍କ ଠାରୁ ଏମିତି ବ୍ୟବହାର ପାଇନି କି କାହାରିକୁ ଏମିତି ନିର୍ଯାତନା ଦେବା ଦେଖିନି । ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ବିରୋଧରେ ତାଙ୍କ ବ୍ୟକ୍ତିଗତ ସହାୟକ (PA)…

ଆହୁରି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ରାଜ୍ୟରେ ବଢ଼ିବ ଶୀତ । ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ଠାରୁ ପାରଦ ୩ରୁ ୪ ଡିଗ୍ରୀ ତଳକୁ ଖସିବ । ଫଳରେ ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ…

ମୃତ ସାପକୁ ବାଡ଼ିରେ ଧରିଲେ ବୋଲି ଛାତ୍ରଙ୍କୁ ମାଡ଼ ମାରିଲେ ଶିକ୍ଷକ, ଥାନାରେ ଏତଲା

ବାରିପଦା: ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ । ମନ ଇଚ୍ଛା ପିଟିଲେ ଶିକ୍ଷକ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କପ୍ତିପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ୬ ବର୍ଷର ଶୁଭ…

୭୦୦୦ କୋଟିରେ ବିସଲେରୀକୁ କିଣିବ ଟାଟା ଗ୍ରୁପ : ରିପୋର୍ଟ

ନୂଆଦିଲ୍ଲୀ: ଭାରତର ପ୍ୟାକେଜ ୱାଟର କମ୍ପାନୀ ବିସଲେରୀକୁ ଟାଟା ଗ୍ରୁପ କିଣିବ । ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯାଇ ନ ଥିଲେ ମଧ୍ୟ ୬୦୦୦ରୁ ୭୦୦୦ କୋଟି ଟଙ୍କାରେ ଟାଟା ଗ୍ରୁପ ଏହାକୁ କିଣିବା ଏକପ୍ରକାର ଚୂଡାନ୍ତ ହୋଇଛି । ଥମସ ଅପ, ଗୋଲ୍ଡ ସ୍ପଟ ଓ ଲିମକାକୁ କୋକା କୋଲାକୁ ବିକ୍ରୀ କରିବାର…

୨ଟି ମ୍ୟାଚ ପାଇଁ ନିଲମ୍ବିତ ହେଲେ କ୍ରିଷ୍ଟିଆନ ରୋନାଲ୍ଡୋ

ଦୋହା: ପର୍ତୁଗାଲର ଓ ମାଚେଂଷ୍ଟର ୟୁନାଇଟେଡର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଆସୋସିଏଶନ ଦ୍ୱାରା ସସପେଣ୍ଡ ହୋଇଛନ୍ତି । ଚଳିତ ବର୍ଷ ଏପ୍ରିଲ ୯ରେ ରୋନାଲ୍ଡୋଙ୍କ ଟିମ ୦-୧ରେ ଏଭର୍ଟନ ନିକଟରୁ ହାରି ଯାଇଥିଲେ । ପଡିଆରୁ ବାହାରକୁ ଆସୁଥିବା ବେଳେ ଜଣେ ପ୍ରଶଂସକ ତାଙ୍କ ଭିଡିଓ…

ଜିଲ୍ଲାସ୍ତରରେ ‘ଦମନ’ ଦେଖିବେ ସ୍ୱାସ୍ଥ୍ୟ କର୍ମଚାରୀ, ସରକାର ଦେବେ ଟଙ୍କା

ଭୁବନେଶ୍ୱର: ମାଲେରିଆ ସହ ଉପାନ୍ତ ଅଞ୍ଚଳର ଲଢ଼େଇକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଦମନ’ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ ହେବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀଙ୍କ…

ଏମିତି ବି ଆସେ ମୃତ୍ୟୁ, ସଂକୀର୍ତ୍ତନରେ ଘଣ୍ଟ ପିଟୁଥିବା ବେଳେ ଚାଲିଗଲା ଜୀବନ

ସୁବର୍ଣ୍ଣପୁର : ମଣିଷ ଜୀବନ  ପାଣି ଫୋଟକା ସଦୃଶ  । ଜୀବନରେ କେତେବେଳେ କେଉଁ ରୂପରେ ମୃତ୍ୟୁ ଆସିବ କେହି ଜାଣନ୍ତିନି । ତେଣୁ ସେ ବା କେମିତି ଜାଣିବେ ?  ସଂକୀର୍ତ୍ତନ ଗାଉ ଗାଉ ଏମିତି ତାଙ୍କର ଜୀବନ ଚାଲିଯିବ ବୋଲି ସେ କେମିତି ବା ଭାବିବେ ? ହୁଏତ ଭାଗବନାଙ୍କ ସହ ତାଙ୍କର ଥିଲା ଭିନ୍ନ…

ଅର୍ଚ୍ଚନା ନାଗ ମାମଲା, ଇଡିରେ ହାଜର ହେଲେ ବିଜେଡି ବିଧାୟକଙ୍କ ଭାଇ

ଭୁବନେଶ୍ୱର: ଇଡି ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଆରମ୍ଭ କରିବା ପରେ ଗୋଟିଏ ପରେ ଗୋଟିଏ ଲିଙ୍କ୍ ପଦାକୁ ଆସୁଛି । ଅର୍ଚ୍ଚନା ନାଗଙ୍କ ସହ ଆର୍ଥିକ କାରବାର କରିଥିବା ବ୍ୟକ୍ତି ବିଶେଷଙ୍କୁ ନୋଟିସ୍ ପରେ ଜଣଙ୍କ ପରେ ଜଣେ ଇଡିରେ ହାଜର ହେଉଛନ୍ତି । ବ୍ଯବସାୟୀ ଅମୀୟକାନ୍ତ, ଫିଲ୍ମ ପ୍ରଯୋଜକ…

ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ

ପୁରୀ : ଆଜି ହେଉଛି ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ । ଶୀତ ସହ ଲଢ଼ିବାକୁ ଠାକୁରଙ୍କ ଏହା ହେଉଛି ସ୍ୱତନ୍ତ୍ର ପୋଷାକ । ଶୀତ ଦାଉରୁ ରକ୍ଷାପାଇବେ ମହାପ୍ରଭୁ । ମାର୍ଗଶୀର ଶୁକ୍ଳ ଷଷ୍ଠୀରୁ ମାଘ ସପ୍ତମୀ ଯାଏଁ ଶୀତ ୪ ମାସ ମହାପ୍ରଭୁଙ୍କ ଏହି ଘୋଡ଼ ଲାଗି ନୀତି ହେବାର ପରମ୍ପରା ରହିଛି ।…

ପଦ୍ମପୁରରୁ ଟିଟିଲାଗଡ଼ ଡେଇଁଲା ଜିଲ୍ଲା ମାନ୍ୟତା ଦାବି, ବିଜେଡି ପାଇଁ ଆଣିପାରେ ସମସ୍ୟା!

ଟିଟିଲାଗଡ଼: ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ପଦ୍ମପୁରକୁ ୨୦୨୩ ଡିସେମ୍ବର ଶେଷ ପୂର୍ବରୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେବାପରେ ଏବେ ପଦ୍ମପୁର ତାତି ଟିଟିଲାଗଡ଼ରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ସମର୍ଥନ…