Latest Odisha News

BREAKING NEWS

Browsing Category

ଫିଚର

ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ୧୨ ଘଣ୍ଟିଆ ବନ୍ଦ

ଟିଟିଲାଗଡ଼: ଟିଟିଲାଗଡ଼ରେ ଆଜି ଅଖ ଚକ ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ହେଉଛି ବନ୍ଦ ପାଳନ କରାଯିବା ନେଇ ସୂଚନା ।ଏନେଇ ଟିଟିଲାଗଡ଼ ଏଡିଜେ କୋର୍ଟ ସମ୍ମୁଖରେ…

ଚମକିବ ତ୍ବଚା, ଦିଶିବ ହରିଣୀ ଆଖି ଜାଣନ୍ତୁ ଏହି ଉପାୟ…..

ଓଡ଼ିଶା ସମ୍ବାଦ ବ୍ୟୁରୋ : ତ୍ବଚାର ସୁନ୍ଦରତା ବଢ଼ାଇଥାଏ ଆଖି  । ଆପଣ ଶୀତଦିନେ ଦିଶିବେ ଆହୁରି ସୁନ୍ଦର  । ଆପଣଙ୍କ ସୁନ୍ଦରତା ବଢ଼ାଇବ ଆପଣଙ୍କ ନୀଳ ନୟନ । ଏହି ଉପାୟ ଆପଣେଇଲେ ଶୀତେ ଦିନେ ମଧ୍ୟ ଚମକିବ ଆପଣଙ୍କ ଦୁଇ ନୀଳ ନୟନ । ପ୍ରତ୍ୟେକ ନାରୀ ନିଜ ଆଖିକୁ ଅଧିକ ଆକର୍ଷଣୀୟ କରିବା ପାଇଁ…

କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୦ ଆହତ, ୧୦ ସଂକଟାପନ୍ନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାଲିଆ ବଜାରରେ ଗତକାଲି ରାତିରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୩ ଜଣ  ଆହତ ହୋଇଛନ୍ତି। ସେମାନଙ୍କୁ କଟକ ଏସସିବି ରେ ଚିକିତ୍ସା କରାଯାଉଛି । ଆହତଙ୍କ  ଭିତରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି…

ଆଜିଠୁ ବିଧାନସଭାର ଶୀତ ଅଧିବେଶନ : ନାଗଙ୍କ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ବର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଶୀତକାଳୀନ ଅଧିବେଶନକୁ ନେଇ ସରକାର ଏବଂ ବିରୋଧୀଙ୍କ ମଧରେ ଲଢ଼େଇ ହେବ ।  ବିରୋଧୀ ବିଜେପି ଓ କଂଗ୍ରେସ ଅର୍ଚ୍ଚନା ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛନ୍ତି। ମାମଲାରେ ଇଡି ତଦନ୍ତ…

ବୈଧ ଡକ୍ୟୁମେଣ୍ଟ ନ ଥିଲେ ଗାଡ଼ିକୁ ଧରିବ ଇ-ଡିଟେକ୍ସନ ପୋର୍ଟାଲ

ଭୁବନେଶ୍ୱର: ବିନା ବୈଧ କାଗଜପତ୍ରରେ ଗାଡ଼ି ଚଳାଇ ପାରିବେ ନାହିଁ। ଏଥିପାଇଁ ରାଜ୍ୟ ସରକାର ନୂଆ ନିୟମ କରିବାକୁ ଯାଉଛନ୍ତି।ଯାହା ୨୦୨୩ ମସିହା ଜାନୁଆରୀ ୧ ତାରିଖରୁ ଲାଗୁ ହେବ। କେଉଁ ଗାଡ଼ି ଗୁଡ଼ିକ ଅବୈଧ ତାହା ଜାଣିବାକୁ ଇ-ଡିଟେକ୍ସନ ପୋର୍ଟାଲ ଆରମ୍ଭ କରିବାକୁ ଯାଉଛନ୍ତି। ରାସ୍ତାରେ…

ଗୁଜରାଟରେ ବିଜେପିର ବିଜୟ ରଥକୁ ରୋକିପାରିବେ କି କଂଗ୍ରେସ, ଆପ ?

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନକୁ ନେଇ ବିଜେପି , କଂଗ୍ରେସ, ଆପ ମଧ୍ୟରେ ଚାଲିଛି କଡା ପ୍ରତିଯୋଗିତା । ୨୭ ବର୍ଷ ଧରି ଗୁଜରାଟରେ ଶାସନ କରୁଛି ବିଜେପି । ଗତ ନିର୍ବାଚନ ଭଳି ଏଥର ମଧ୍ୟ ସରକାର ବିରୋଧୀ ଲହର କିଛି ମାତ୍ରାରେ ରହିଥିବା ରାଜନୀତି ବିଶ୍ଲେଷକମାନେ ଆଶଙ୍କା କରୁଛନ୍ତି । ତେବେ…

କାର୍ତ୍ତିକେଶ୍ୱର ଭସାଣି ବେଳେ ବାଣ ବିସ୍ଫୋରଣ: ୪୦ରୁ ଅଧିକ ଆହତ, ୩୦ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଲିଆ ବଜାର ନିକଟରେ ବୁଧବାର ଏକ ବାଣ ବିସ୍ଫୋରଣରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩୦ ଜଣ ଗୁରୁତର ଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୫ ଜଣ ଶିଶୁ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ବାଲିଆ…

‘ପଦ୍ମପୁର ପ୍ରଚାର ଦାୟିତ୍ୱରେ ଥିବା ନେତା ମୋତେ ଉପନିର୍ବାଚନରେ ହରାଇଛନ୍ତି’

ପଦ୍ମପୁର: ପୂର୍ବତନ ବିଧାୟିକା ତଥା ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ରାଧାରାଣୀ ପଣ୍ଡା ବରଗଡ ପଦ୍ମପୁର ଉପନିର୍ବାଚନ ପ୍ରଚାର କରୁଥିବା ବେଳେ ବିସ୍ଫୋରକ ବୟାନ ଦେଇଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ ଝାରସୁଗୁଡା ବିଜେପିରେ କନ୍ଦଳ ଭରି ରହିଛି। ନିକଟରେ ବ୍ରଜରାଜନଗରରେ…

ନୂଆ ନିର୍ବାଚନ କମିସନରଙ୍କୁ କେମିତି ନିଯୁକ୍ତ କରିଛ, ଦସ୍ତାବିଜ ଦାଖଲ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ କମିସନର ଅରୁଣ ଗୋଏଲଙ୍କ ନିଯୁକ୍ତି ସମ୍ପର୍କିତ ଫାଇଲ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଆଜି (ନଭେମ୍ବର ୨୪) କୋର୍ଟରେ ଏ ସଂକ୍ରାନ୍ତରେ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟ…

ବଜାରରେ ବିକ୍ରି ହେଉଥିବା ଗୁଡ ଅସଲି କି ନକଲି ଜାଣିବେ କେମିତି?

ନୂଆଦିଲ୍ଲୀ: ଗୁଡ ଏପରି ଏକ ଜିନିଷ, ଯାହା ପ୍ରାୟ ସମସ୍ତେ ଖାଇଥା’ନ୍ତି। ଶୀତ ଋତୁରେ ଏହାର ବ୍ୟବହାର ଅଧିକ ଥାଏ। ଏବଂ ଏହା ନିଶ୍ଚିତ ଭାବରେ ସମସ୍ତ ଘରେ ବ୍ୟବହାର ହୋଇଥାଏ। ବଜାରରେ ଅନେକ ପ୍ରକାରର ଗୁଡ ବିକ୍ରି ହେଉଛି, କିନ୍ତୁ ବଜାରରେ ଯେତେବେଳେ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବାର…