Latest Odisha News

BREAKING NEWS

Browsing Category

ଫିଚର

କୋରେଇ ଟ୍ରେନ୍ ଟ୍ରାଜେଡି, ହେଲ୍ପଲାଇନ୍ ନମ୍ୱର ଜାରି

ଭୁବନେଶ୍ୱର: ଯାଜପୁର କୋରେଇରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଘଟଣାକୁ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପଲାଇନ ନମ୍ୱର ଜାରି ହୋଇଛି । କୋରେଇ ଷ୍ଟେସନ ହେଲ୍ପଲାଇନ ନମ୍ୱର ୮୪୫୫୮୮୯୯୦୫, ଭୁବନେଶ୍ୱର ପାଇଁ ୦୬୭୪-୨୫୩୪୦୨୭,  ଖୋର୍ଦ୍ଧା ରୋଡ୍ ପାଇଁ ୦୬୭୪୨୪୯୨୨୪୫ । ପୂର୍ବତନ ରେଳବାଇ ଜିଏମ୍ ଓ…

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ : ୮ଟ୍ରେନ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ

ଯାଜପୁର: ଯାଜପୁର କୋରେଇରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବାରୁ ୮ଟି ଟ୍ରେନକୁ ବାତିଲ କରାଯାଇଛି । ଏହି ବାଟ ଦେଇ ଯିବାକୁ ଥିବା ୮ ଟ୍ରେନ ବାତିଲ କରିବା ସହିତ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୂର୍ବତନ ରେଲଓ୍ୱେ ମୁଖ୍ୟ ଜନସମ୍ପର୍କ ଅଧିକାରୀ । ୫ଟି…

ଗ୍ରୀସ୍‌ର କ୍ରୀଟେ ଦ୍ବୀପରେ ଭୂକମ୍ପ ଝଟ୍‌କା, ଆସିପାରେ ସୁନାମୀ  

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଗ୍ରୀସ୍‌ର କ୍ରୀଟେ ଦ୍ବିପ । ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୂଚନା । ରିଟର ସ୍କେଲରେ ଏହାର ତୀବ୍ରତା ୫.୫ ମପାଯାଇଛି  । ତେବେ ଏହି ଭୂକମ୍ପ ଆସିବା ଦ୍ବାରା ସମୁଦ୍ର ଅଶାନ୍ତ ହୋଇପାରେ । ଫଳରେ ସୁନାମୀ ଆସିପାରେ ବୋଲି ଆଶଙ୍କା କରୁଛନ୍ତି ପାଣିପାଗ…

ଏଏସଆଇ ସଂଗ୍ରହାଳୟ ସ୍ଥାନାନ୍ତରଣ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ଚିଠିକୁ ଅଣଦେଖା

ଯାଜପୁର: ଯାଜପୁର ସହରର ପୌର କାର୍ଯ୍ୟାଳୟକୁ ଲାଗି ରହିଥିବା ଏଏସଆଇ ସଂଗ୍ରହାଳୟକୁ ବିପଦସଙ୍କୁଳ ଘୋଷଣା କରାଯାଇଛି  । ତଥାପି ଏହାକୁ ସ୍ଥାନାନ୍ତର କରୁନାହିଁ ଏଏସଆଇ । ତିନି ତିନି ଥର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । କିନ୍ତୁ ଏଏସଆଇ ଚୁପ୍ । …

ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ୩ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ମୃତ ପରିବାର ପାଇଁ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଆଜି ସକାଳ ୬ଟା ୪୪ରେ ମାଲବାହୀ ଟ୍ରେନ…

ବିଶ୍ବକପ୍ ଫୁଟବଲ: ଉଦଘାଟନୀ ମ୍ୟାଚରେ କତାରକୁ ହରାଇଲା ଇକ୍ଵେଡର

ଅଲ୍‌ ଖୋର୍  :  ଫିଫା ଫୁଟ୍‌ବଲ ବିଶ୍ବକପ୍‌ର  ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ କତାରକୁ ୨-୦ ଗୋଲ୍‌ରେ ପରାସ୍ତକରି ଅଭିଯାନ ଆରମ୍ଭ କରିଛି ଇ‌େକ୍ବଡର । ଖେଳ ଆରମ୍ଭରୁ ଇକ୍ବେଡର ଅଧିନାୟକଙ୍କ ଦମଦାର ପ୍ରଦର୍ଶନ କତାରକୁ ହରାଇବାରେ ସହାୟକ ହୋଇଛି । ଇକ୍ଵେଡର ଅଧିନାୟକ ଏନର ଭାଲେଁସିଆ…

ଆଜି ପ୍ରାକ୍-ବଜେଟ୍ ମିଟିଂ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ଆରମ୍ଭ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପ୍ରାକ୍-ବଜେଟ୍ ମିଟିଂ କରିବେ । ଏଥିରେ ବିଭିନ୍ନ ଭିତ୍ତିଭୂମି ସମ୍ୱନ୍ଧିତ ଶିଳ୍ପ ମାଲିକ ଓ ବିଶେଷଜ୍ଞ ସାମିଲ ହେବେ । ତେବେ ଏହି ବୈଠକ ଭର୍ଚୁଆଲ ମୋଡରେ ହେବାକୁ ଯାଉଛି । ୨୦୨୩…

କୋରେଇ ଷ୍ଟେସନକୁ ମାଡ଼ିଗଲା ମାଲବାହୀ ଟ୍ରେନ,୩ ମୃତ

କୋରେଇ: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି ।  ଭାରସାମ୍ୟ ହରାଇ ଷ୍ଟେସନ ଭିତରକୁ ମାଲବାହୀ ଟ୍ରେନ ମାଡିଯାଇଛି । ବଗିଗୁଡିକ ଗୋଟିଏ ଉପରେ ଗୋଟିଏ ଚଢି ରହିଛି । ଷ୍ଟେସନକୁ ଟ୍ରେନଟି ହଠାତ୍ ମାଡିଯିବାରୁ ଗୋଟିଏ ବଗି ଉପରେ ଆଉ ଗୋଟିଏ…

ବର୍ଣ୍ଣାଢ୍ୟ ପରିବେଶରେ ଆରମ୍ଭ ହେଲା ଫିଫା ବିଶ୍ୱକପ

ଦୋହା: ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଆଜି କାତାରରେ ଆରମ୍ଭ ହୋଇଯାଇଛି । ଉଦଘାଟନୀ ଉତ୍ସବ କତାରର ଅବଲ ବାୟଦ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ବର୍ଣ୍ଣାଢ଼୍ୟ ପରିବେଶଷର ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ଭାରତର ମଡେଲ ତଥା ଅଭିନେତ୍ରୀ ନୋରା ଫତେହି ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ…

ଏପଟେ ଧାରଣା, ସେପଟେ ସମୀକ୍ଷା; କେବେ କିଡନୀ ରୋଗୀଙ୍କୁ ମିଳିବ ଔଷଧ ?

ଭୁବନେଶ୍ୱର: ଦୁଇ ସପ୍ତାହ ହେଲାଣି କିଡନୀ ରୋଗୀ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ଶୀତ, କାକରକୁ ଖାତିର୍ ନ କରି କିଡନୀ ରୋଗୀ ଓ ସମ୍ପର୍କୀୟ ଧାରଣା ଦେଉଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା…